ଆମ ଜିଲା ଖବର

ସାଲୁଜା ପରିବାର ଦାଦାଗିରି ଦେଖାଉଛନ୍ତି: ବିଜେଡି

ବଲାଙ୍ଗୀର ଅଫିସ, ୩ା୨:କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ ଥିବା ଆଲିସାନ୍‌ ସିନେମା ହଲ୍‌ରେ କଣ୍ଟାବାଞ୍ଜି ବିଧାୟକଙ୍କ ପୁଅ ଅମିତ ସିଂ ଓରଫ୍‌ ସେଜି ସିଂ ସାଲୁଜାଙ୍କ ଧମକଚମକ ଘଟଣାକୁ ବିଜେଡି…

1 year ago

ନାଲ୍‌କୋ ସିପିପିର ୩ ୟୁନିଟ୍‌ ଅଚଳ

ବଅଁରପାଳ, ୩ା୨ (ଡି.ଏନ.ଏ.):ଅନୁଗୋଳ ଜିଲା ନାଲ୍‌କୋରେ ଜଳ ସଙ୍କଟ ଦେଖା ଦେଇଛି। ବ୍ରାହ୍ମଣୀରୁ ଆବଶ୍ୟକତା ଅନୁଯାୟୀ କାରଖାନାକୁ ପାଣି ଆସିପାରୁ ନ ଥିବାରୁ କ୍ୟାପଟିଭ୍‌ ପାଓ୍ବାର ପ୍ଲାଣ୍ଟ…

1 year ago

ବାଇକ୍‌ରେ ଯାଉଥିଲେ ଦମ୍ପତି: ପଡ଼ିଲା ଗଛଡାଳ

ମୁରିବାହାଲ,୨ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଳକ ଚନାବାହାଲ ଗ୍ରାମ ନିକଟରେ ଗୁରୁବାର ଜଣେ ବାଇକ୍‌ ଆରୋହୀଙ୍କ ଉପରେ ଏକ ଗଛ ଡାଳ ଭାଙ୍ଗି ପଡିଥିଲା। ଫଳରେ ବାଇକ୍‌ରେ…

1 year ago

ଥାନାରେ ପୋଲିସ ଅଧିକାରୀଙ୍କ ଗୁପ୍ତ ବୈଠକ

ବେଲପଡ଼ା,୨ା୨(ଡି.ଏନ୍‌.ଏ.): ବିଭିନ୍ନ ଥାନା ଅଧିକାରୀଙ୍କୁ ନେଇ ବେଲପଡ଼ା ଥାନାରେ ଗୁରୁବାର ଏକ ଗୁପ୍ତ ବୈଠକ ବସିଥିଲା। ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିଲା। ଏପରିକି ଥାନାକୁ ଆସୁଥିବା…

1 year ago

ବସ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଖଲ୍ଲିକୋଟ,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ଛକ ନିକଟରେ ଗୁରୁବାର ଏକ ଘରୋଇ ଯାତ୍ରୀବାହୀ ମିନିବସଥ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି।…

1 year ago

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ

ଗୋପାଳପୁର,୨ା୨(ଡି.ଏନ.ଏ.): ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିନେଇଥିବା ଗୁରୁବାର ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। କଇଠାପଲ୍ଳୀ ଗ୍ରାମର ଜନୈକା ଛାତ୍ରୀ ସ୍କୁଲ ଯିବାକୁ କହି ଘରୁ…

1 year ago

ଅଜା ଘରକୁ ଯାଇଥିଲେ ବୁଲି: ନାଳରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ

ଦିଗପହଣ୍ଡି,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଖୁଲୁଡି ଗ୍ରାମରେ ଗୁରୁବାର ଜଣେ ୧୧ବର୍ଷର ନାବାଳକ ଶୁଳିଆ ନାଳରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି। ଦିଗପହଣ୍ଡି ଥାନା ଅନ୍ତର୍ଗତ…

1 year ago

ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର, ବାଘ ଆକ୍ରମଣ ସନ୍ଦେହ

କେନ୍ଦୁଝର,୨।୨ (ସ୍ବ.ପ୍ର.): ପାଟଣା ରେଞ୍ଜ ଅନ୍ତର୍ଗତ ଭୀମକୁଣ୍ଡ ଅଞ୍ଚଳରେ ବାଘ ଆତଙ୍କ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ଗୁରୁବାର ରୋହିନିଦୁମା ଗ୍ରାମର ଜଣେ ବ୍ୟକ୍ତି ଯାମୁଳିବେଡା…

1 year ago

ନିଆଁରେ ପୋଡ଼ି ସ୍ତ୍ରୀ ମୃତ: ବାପ, ପୁଅ ଗୁରୁତର

ଝାରସୁଗୁଡ଼ା ଅଫିସ/ବ୍ରଜରାଜନଗର,୨ା୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଇଟାଭଟା ଝରନ୍‌ପଡାରେ ଏକ ଅଭାବନୀୟ ଘଟଣା ଘଟିଛି। ପଡ଼ାର ଟିକେଶ୍ୱର ଦେବାଙ୍ଗନ(୪୫)ଙ୍କ ପରିବାର ଲୋକେ ଶୋଇଥିବାବେଳେ ଘରେ…

1 year ago

ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ

ଦାରିଙ୍ଗବାଡି,୨।୨(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ୫୯ନଂ ଜାତୀୟ ରାଜପଥ ର ଡବେରୀ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା…

1 year ago