ଆମ ଜିଲା ଖବର

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

ଶେରଗଡ଼,୨ା୮(ସୂର୍ଯ୍ୟ ନାରାୟଣ ଦାଶ): ଆଉ କିଛି ସମୟ ପରେ ବସ୍‌ ଆସିଥିଲେ ଗାଁରେ ପରିବାର ଲୋକଙ୍କ ନିକଟରେ ପହଞ୍ଚି ଥାନ୍ତେ। ସୁରଟରୁ ଆସି ଶେରଗଡ଼ ଚାରିଛକରେ ବସ୍‌କୁ…

1 year ago

୨୭ ଫୁଟର କାଉଡ଼ି ଭାର ଧରି ଚାଲିଲେ କାଉଡିଆ

ଫୁଲବାଣୀ,୨ା୮(ରାକେଶ କୁମାର ରାଉତ): ଏବେ କାଉଡିଆଙ୍କ ଭିଡ଼ ଲାଗିଛି ମହାଦେବଙ୍କ ପାଖରେ ଜଳ ଲାଗି କରିବାକୁ। ଅନେକ ଆକର୍ଷଣୀୟ କାଉଡି ଏବେ ଦର୍ଶନୀୟ ବସ୍ତୁ ପାଲଟିଛି। ଶନିବାର…

1 year ago

ସହରରେ ବୁଲୁଥିଲେ ଅଜଣା ଯୁବକ: ପୋଲିସ ଜିମା ଦେଲେ ସ୍ବେଚ୍ଛାସେବୀ

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ବୁଲୁଥିଲେ ଜଣେ ଅଜଣା ଯୁବକ। ସ୍ଥାନୀୟ କିଛି ସ୍ବେଚ୍ଛାସେବୀ ତାଙ୍କୁ ଧରି ଶନିବାର ଥାନାରେ ଜିମା ଦେଇଛନ୍ତି l ଅପରାହ୍ନରେ ଯୁବକ…

1 year ago

ସମୁଦ୍ରକୁ ମାଛ ମାରିବାକୁ ଯାଇ ଗୋଟିଏ ପରିବାର ୪ ନିଖୋଜ

କାଳିପଦା,୨ା୮(ରାଜଶ୍ରୀ ପାଣିଗ୍ରାହୀ): ସମୁଦ୍ରକୁ ମାଛ ମାରିବାକୁ ଯାଇ ବାଲିଆପାଳ ବ୍ଲକ ଚମୁଖ ପଞ୍ଚାୟତ କଙ୍କଡାପାଳ ଗ୍ରାମର ୪ଜଣ ନିଖୋଜ ହୋଇଯାଇଛନ୍ତି। ଶନିବାର ଡଙ୍ଗା ମାଲିକ ମଧୁସୂଦନ ଗିରି…

1 year ago

ଧରାପଡ଼ିଲା ନକଲି ହନୁମାନ କଏନ ରାକେଟ, ୩ ଜଣଙ୍କୁ ବାନ୍ଧିଲା ରାୟଗଡ଼ା ପୋଲିସ

ରାୟଗଡ଼ା,୨।୮(ଆଶିଷ ରଞ୍ଜନ ପଣ୍ଡା) - ରାୟଗଡ଼ା ଟାଉନ ଥାନା ପୋଲିସ ଏକ ହନୁମାନ କଏନ୍‌ ରାକେଟ ଠାବ କରିବା ସହ ଏଥିରେ ଜଡ଼ିତ ତିନିଜଣ ଠକଙ୍କୁ ଗିରଫ…

1 year ago

ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର

ଭୁବନେଶ୍ୱର,୨।୮: ଦିଲ୍ଲୀ ଏମ୍ସରୁ ଆସିଲା ବଡ଼ ଖବର। ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ତେବେ ଉକ୍ତ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇ ଦେବା…

1 year ago

ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକଙ୍କ ପରଲୋକ

ରିଷିଡ଼ା,୨ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ନେତ୍ରାନନ୍ଦ ବାରିକ (୭୨)ଙ୍କ ଶନିବାର ନିଜ ବାସଭବନରେ ପରଲୋକ ହୋଇଛି। ସେ…

1 year ago

ପୋଷ ଆଇନ ଉପରେ ଛାତ୍ରୀଙ୍କୁ ସଚେତନ କଲେ ଉପଜିଲାପାଳ: ପରସ୍ପରକୁ ସମ୍ମାନ ଦେବାକୁ…

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାରପୋଷ (posh) ଆଇନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ଉପ ଜିଲାପାଳ…

1 year ago

ଅବ୍ୟବସ୍ଥା ଘେରରେ କେର୍ଣ୍ଣାପଲା ଗାଁ, ପ୍ରାକ୍‌ ଶିକ୍ଷାରୁ ବଞ୍ଚିତ କୋମଳମତି ଶିଶୁ

କର୍ଲାମୁଣ୍ଡା,୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣ୍ଣାପଲା ଗାଁ। ୩୫ ପରିବାର ବିଶିଷ୍ଟ ଏହି…

1 year ago

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଉପସଭାପତିଙ୍କୁ ପଚରାଉଚରା

କଟକ,୨ା୮: OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ପଚରାଉଚରା କରାଯାଉଛି। କ୍ରାଇମବ୍ରାଞ୍ଚ ଅଫିସକୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା କରାଯାଉଥିବାବେଳେ ବହୁ…

1 year ago