ଆମ ଜିଲା ଖବର

ବାପା, ମାଆଙ୍କ ସାମ୍ନାରେ ଝିଅକୁ ଅପହରଣ: ହତ୍ୟା ଧମକ ଦେଇ ଛଡ଼ାଇ ନେଲେ

ମୟୁରଭଞ୍ଜ,୧୦ା୮: ମୟୂରଭଞ୍ଜ ଜିଲାର ଉଦଳା ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ବାପା-ମା’ଙ୍କ ସାମ୍ନାରେ ଜଣେ ଝିଅକୁ ୪ରୁ ୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅପହରଣ କରି ନେଇଥିବା…

1 year ago

୬୦ ବର୍ଷରେ ଦଶମ ଶ୍ରେଣୀ ପାସ୍‌ କଲେ ମହିଳା, ଶିକ୍ଷୟିତ୍ରୀଙ୍କ ହାତରୁ ସାର୍ଟିଫିକେଟ୍‌ ନେବା ସମୟରେ…

ଝରିଗାଁ,୧୦ା୮(କିଶୋର ଚନ୍ଦ୍ର ମଣ୍ଡଳ): ବୟସ ମାତ୍ର ଏକ ସଂଖ୍ୟା ହୋଇଥିବାବେଳେ ୬୦ ବର୍ଷ ବୟସର ଜଣେ ମହିଳାଙ୍କ ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ଦଶମ ଶ୍ରେଣୀ ପାସ୍‌…

1 year ago

ଖୋ ଖୋ ଖେଳିବାକୁ ଯାଇ କାର୍‌ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର

ଝାରସୁଗୁଡ଼ା,୧୦ା୮(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସୁନାରୀମୁଣ୍ଡା ଛକରେ ଥିବା ହୋଟେଲ ଉତ୍କଳ କଣ୍ଟିନେଣ୍ଟାଲର ସମ୍ମୁଖରେ ଥିବା ଡିଭାଇଡରରେ କାର୍‌ ଧକ୍କା ହେବାରୁ ରବିବାର ପୂର୍ବାହ୍ନରେ ଜଣଙ୍କର ଘଟଣାସ୍ଥଳରେ…

1 year ago

ଭାସିଭାସି ଆସି ବୈତରଣୀ କୂଳରେ ଲାଗିଛି ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ

ପାଟଣା,୧୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସିଲିପଦା ପଞ୍ଚାୟତ ଅନ୍ତର୍ଗତ ଡିଗିଡିଗିଆ ସାହି ବୈତରଣୀ ନଦୀକୂଳରେ ରବିବାର ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ…

1 year ago

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଟ୍ୟାଙ୍କର

ଅତାବିରା,୧୦ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ସମ୍ବଲପୁର ୫୩ ନଂ ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଲୁମିନିୟମ ବୋଝେଇ ଟ୍ୟାଙ୍କର। ରବିବାର ସକାଳୁ ବରଗଡ଼ ଜିଲା ଅତାବିରା…

1 year ago

ଭାଜପା ମଣ୍ଡଳ ସଭାପତି ଆଣିଲେ ସାଙ୍ଘାତିକ ଅଭିଯୋଗ: ଅଦୃଶ୍ୟ ଶକ୍ତି…

ଦାରିଙ୍ଗବାଡି, ୯।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁଠାରେ ଗତ ବୁଧବାର ବିଜେଡିର ଯୁବଛାତ୍ର ସଂଗଠନ ପକ୍ଷରୁ ରାଜ୍ୟରେ ନାରୀ ନିର୍ଯ୍ୟାତନାକୁ ନେଇ ପ୍ରତିବାଦ…

1 year ago

ଯାତ୍ରୀ ବିଶ୍ରାମାଗାର ନାହିଁ, ଲୋକଙ୍କୁ ଭରସା ବରଗଛ ଛାଇ

ଦାରିଙ୍ଗବାଡ଼ି,୧୦ା୮(ଅରୁଣ ସାହୁ): କନ୍ଧମାଳ ଜିଲାର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ବୁଡ଼ାଗୁଡ଼ା ବଜାର ଭରସା କିନ୍ତୁ ଆଜି ପର୍ଯ୍ୟନ୍ତ ବୁଡ଼ାଗୁଡା ଅଞ୍ଚଳର ବିକାଶ ଅପହଞ୍ଚ…

1 year ago

ଶୁଣିଲାନି ପ୍ରଶାସନ: ଗାଁ ଲୋକେ ତିଆରି କଲେ ଯାତ୍ରୀ ବିଶ୍ରାମାଗାର

ବାଲିଗୁଡା,୧୦।୦୮:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅଧୀନସ୍ଥ ମିଡ଼ିଆକିଆ ପଞ୍ଚାୟତର କୌଣସି ଛକ ସ୍ଥାନରେ ଯାତ୍ରୀ ବିଶ୍ରାମାଗାର ନଥିବାରୁ ଖରା ବର୍ଷାରେ ଗଛମୂଳେ ଯାତ୍ରୀମାନେ…

1 year ago

ଅଙ୍ଗନଓ୍ବାଡି ଛାତରେ ପଡ଼ିଛି ନାବାଳକଙ୍କ ମୃତଦେହ

ଯୋଡା,୧୦।୮(ମାନସ ମହାନ୍ତି): ଯୋଡ଼ା ଥାନା ବିଲେଇପଦା ସ୍ଥିତ ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପରୁ ନା’ବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ…

1 year ago

ହାତୀ ଆତଙ୍କ : ଭୋକ ଉପାସରେ ରାତି କାଟିଲେ ଲୋକେ

ଜି.ଉଦୟଗିରି,୯ା୮(ଚିନ୍ମୟ କୁମାର ସେଠୀ): ପୁଣି ପିଡିକାମାହା ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଛି। ସନ୍ଧ୍ୟା ବେଳେ ଜଙ୍ଗଲୀ ଦନ୍ତାହାତୀ ପିଡିକାମାହା ମୁଖ୍ୟ ରାସ୍ତାରୁ ଆସି ନନ୍ଦଗିରି ପାଣି ଟାଙ୍କି…

1 year ago