ଆମ ଜିଲା ଖବର

ତଣ୍ଟି କାଟି ଗୁରୁତର ହୋଇଥିଲେ,ମେଡିକାଲ ନେବାରୁ ଛାତରୁ ଡେଇଁଲେ, ପରେ…

ସମ୍ବଲପୁର,୧୩।୮ (ପ୍ରମୋଦ ବହିଦାର): ଭୀମସାରରେ ପୁଣି ଏକ ଅଘଟଣ ଘଟିଛି। ଜଣେ ରୋଗୀ ବୁଧବାର ସକାଳେ ଭୀମସାର ପ୍ରଥମ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ…

1 year ago

ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ରାଜପଥ

ପାଟଣା,୧୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ବୁଧବାର ପାଟଣା ମଣ୍ଡଳ ଭାଜପା ତରଫରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବାଇକ୍‌ ରାଲି ଓ ଶୋଭାଯାତ୍ରା…

1 year ago

କେନାଲରେ ଗାଧୋଇବାବେଳେ ବୁଡ଼ିଗଲେ ଛାତ୍ରୀ

ସାଲେପୁର/ନିଶ୍ଚିନ୍ତକୋଇଲି,୧୩ା୮(ଅରବିନ୍ଦ ଭୂୟାଁ/ଅଶୋକ ମହାପାତ୍ର): କେନାଲରେ ଗାଧୋଉ ଥିବାବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

1 year ago

ଲାଞ୍ଚ ନେଇ ଧରାପଡ଼ିଲେ ପୁରୁଷ ସ୍ବାସ୍ଥ୍ୟକର୍ମୀ, ଜନ୍ମ ପ୍ରମାଣପତ୍ର ଦେବାକୁ ଦାବି କରୁଥିଲେ ଏତିକି ଟଙ୍କା…

ମୁନିଗୁଡ଼ା,୧୩ା୮(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ କୁଞ୍ଜବିହାରୀ ରାଉତ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ଦ୍ବାରା ଗିରଫ ହୋଇଛନ୍ତି। କନ୍ଧମାଳ ଜିଲା ଦୁର୍ଗାପଙ୍ଗାର…

1 year ago

ଅନାସ୍ଥା ଆଣି ବିଫଳ ହେବାରୁ ମୋ’ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ, ଅଧ୍ୟକ୍ଷ କହିଲେ ଏମିତି…

କେସିଙ୍ଗା,୧୩ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ୪ ଜଣ କାଉନସିଲର ମୋ’ ବିରୋଧରେ ଅନାସ୍ଥା ଆଣିବାରେ ଚେଷ୍ଟା କରିଥିଲେ। କିନ୍ତୁ ସେଥିରେ ବିଫଳ ହେବାରୁ ମୋ’…

1 year ago

ଦୁର୍ଗମ ପଞ୍ଚାୟତର ମାଳମାଳ ଅଭିଯୋଗ ନେଇ ଆଗେଇ ଆସିଲେ ସରପଞ୍ଚ-ସମିତି ସଭ୍ୟ, ଜିଲାପାଳଙ୍କୁ କହି…

ଦାରିଙ୍ଗବାଡ଼ି,୧୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ୨୫ଟି ପଞ୍ଚାୟତକୁ ନେଇ ଗଠିତ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ, ୧ ଲକ୍ଷ ୧୦ ହଜାର ଜନସଂଖ୍ୟା ରହିଛନ୍ତି।…

1 year ago

ବାହାରିଲା ତ୍ରିରଙ୍ଗା ଶୋଭାଯାତ୍ରା: ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୧୩।୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଏବଂ ଦାରିଙ୍ଗବାଡିଠାରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର…

1 year ago

ସାଇନ୍‌ବୋର୍ଡରେ ପିଟି ହୋଇ କେନାଲକୁ ଖସିପଡ଼ିଲେ ବାଇକ୍‌ଆରୋହୀ, ଆଜି ସକାଳୁ…

ପୁରୁଷୋତ୍ତମପୁର,୧୩ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ତାରାତାରିଣୀ ମୁଖ୍ୟ ରାସ୍ତାର ଭାଟକୁମରଡ଼ା ବାଇଧର ମନ୍ଦିର ନିକଟରେ ରାସ୍ତାପାଶର୍‌ବରେ ଥିବା ସାଇନ୍‌ବୋର୍ଡରେ ପିଟି ଜଣେ ବାଇକ୍‌ଆରୋହୀଙ୍କ…

1 year ago

କଙ୍ଗାରୁ କୋର୍ଟରେ ଯୁବକଙ୍କ ହାତଗୋଡ ବାନ୍ଧି ନିର୍ଧୂମ ଛେଚିଲେ

ବଲାଙ୍ଗୀର,୧୩।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ସଇଁତଳା ଯୁବାମାଳ ଗାଁରେ କଙ୍ଗାରୁ କୋର୍ଟରେ ଜଣେ ଯୁବକର ହାତଗୋଡ଼ ବାନ୍ଧି, ନିସ୍ତୁକ ମାଡ଼ ମାରିଲେ ଦୃବୁର୍ତ୍ତ । ସେ…

1 year ago

ନାଚଗୀତରେ ଜମୁଛି ତ୍ରିରଙ୍ଗା ଯାତ୍ରା, କୋଟିକୋଟି ଟଙ୍କା ଖର୍ଚ୍ଚ କରି ସରକାର…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଦେଶସାରା ଚାଲିଛି ତ୍ରିରଙ୍ଗା ଯାତ୍ରା । ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସାମିଲ ହେଉଛନ୍ତି। ତ୍ରିରଙ୍ଗା ଯାତ୍ରା ପାଇଁ ସରକାର କୋଟି…

1 year ago