ଆମ ଜିଲା ଖବର

ଗ୍ୟାସ୍‌ଚୁଲାରୁ ଲାଗିଲା ନିଆଁ

ବାସୁଦେବପୁର, ୨୭ା୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମରେ ସୋମବାର ପୂର୍ବାହ୍ନରେ ଗ୍ୟାସ୍‌ଚୁଲାରୁ ନିଆଁ ଲାଗି ୧୨ ବଖରା ଘର ଜଳିଯାଇଛି। ଏହି…

1 year ago

ପୁରଷ ବନ୍ଧୁଙ୍କ ପାଇଁ ନିଜ ଘର ସହ ବନ୍ଧୁବାନ୍ଧବ ଘରୁ ଚୋରି କରୁଥିଲା ଝିଅ, ଧରିଲା ପୋଲିସ

ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ସହର ହରିପୁର ଅଞ୍ଚଳର ଶରତ କୁମାର ନାୟକଙ୍କ ଘରୁ ଓ ତାଙ୍କ ବନ୍ଧୁବାନ୍ଧବଙ୍କ ଘରୁ ବାରମ୍ବାର ଚୋରି ହେଉଥିବା ନେଇ ସହଦେବଖୁଣ୍ଟା ଥାନାରେ…

1 year ago

ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ

ବ୍ରହ୍ମପୁର ଅଫିସ,୨୭ା୨: ରଶି ଲଗାଇ ଏକ ଗଛରେ ଝୁଲୁଥିବା ଜଣେ ଯୁବକଙ୍କ ମୃତଦେହ ରେଲଓ୍ବେ ପୋଲିସ ସୋମବାର ଜବତ କରିଛି। ମୃତକଙ୍କ ପକେଟରୁ ମିଳିଥିବା ମୋବାଇଲ ଫୋନ…

1 year ago

କେନ୍ଦୁଝରରେ ମହାବଳ ପ୍ରସଙ୍ଗ: ଅସ୍ବୀକାର କଲେ ଡିଏଫ୍‌ଓ

କେନ୍ଦୁଝର,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଏକ ସିସିଟିଭି ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫଳରେ ଏହାକୁ ନେଇ…

1 year ago

ବେଆଇନ ଅଙ୍ଗାର ବୋଝେଇ ଗାଡି ଜବତ, ଦୁଇ ଗିରଫ

ଆନନ୍ଦପୁର,୨୭।୨(ସ୍ବ.ପ୍ର.): ଆନନ୍ଦପୁର ବନବିଭାଗ ଗୋଟିଏ ବେଆଇନ ଅଙ୍ଗାର ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ୨୦ନଂ ଜାତୀୟ ରାଜପଥର ଗୋହିରାଠାରେ…

1 year ago

ଜିଲାପାଳଙ୍କ ଅଫିସ ଘେରିଲେ ଆଶାକର୍ମୀ

ବଲାଙ୍ଗୀର ଅଫିସ,୨୭।୨: ନିଖିଳ ଓଡ଼ିଶା ଆଶାକର୍ମୀ ସଂଘ ବଲାଙ୍ଗୀର ଜିଲା କମିଟି ଏବଂ ଏଆଇଟିୟୁସି ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଶତାଧିକ ଆଶାକର୍ମୀ…

1 year ago

୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ପିକଅପ୍‌ ଭ୍ୟାନ ସହ ଧରାପଡ଼ିଲେ ଡ୍ରାଇଭର

ବଲାଙ୍ଗୀର ଅଫିସ,୨୭।୨: ବଲାଙ୍ଗୀର ସହର ଉପକଣ୍ଠ ବିଜାଖମନ ନିକଟରୁ ଏକ ଗଞ୍ଜେଇ ବୋଝେଇ ପିକଅପ୍‌ ଭ୍ୟାନକୁ ବଲାଙ୍ଗୀର ପୋଲିସ ସୋମବାର ଜବତ କରି ଡ୍ରାଇଭରଙ୍କୁ ଗିରଫ କରିଛି…

1 year ago

ଗୋଦାମରେ ଅଗ୍ନିକାଣ୍ଡ: ୨ ଶ୍ରମିକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼,୨୭।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ଲୁହୁରାଢ଼ିପାରେ ଏକ ଠିକାଦାରଙ୍କ ଗୋଦାମ ଘରେ ସୋମବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଜଣ ଶ୍ରମିକ ଜୀବନ୍ତ…

1 year ago

ପୋଷ୍ଟ ଅଫିସରେ ସିବିଆଇ: ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର, ଏଜେଣ୍ଟ ଗିରଫ

ରାଉରକେଲା ଅଫିସ,୨୭।୨: ଜଣେ ଜମାକାରୀଙ୍କ ପାଖରୁ ୨ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ହେଡ୍‌ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଏବଂ ଛେଣ୍ଡରେ…

1 year ago

୭୨ ଅଭିଯୋଗ ଶୁଣିଲେ ଜିଲାପାଳ: ୩ଜଣଙ୍କୁ ମିଳିଲା ଚିକିତ୍ସା ସହାୟତା

ଦାରିଙ୍ଗବାଡ଼ି,୨୭।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜନଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଟ…

1 year ago