ଆମ ଜିଲା ଖବର

ପାସ୍‌ହାର: କଳାହାଣ୍ଡିରେ ୯୫.୨୨%, ନୂଆପଡ଼ାରେ ୯୭.୦୫%

ଭବାନୀପାଟଣା,୩ା୫ (ଉତ୍ତମ କୁମାର ଦାଶ): ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲାରେ…

1 year ago

ସମ୍ବଲପୁର ଜିଲା ଟପ୍ପର: ଜି ଶିରିଶା

ସମ୍ବଲପୁର,୩ା୫(ପ୍ରମୋଦ ବହିଦାର): ନିୟମିତ ଅଭ୍ୟାସ ଯୋଗୁ ମାଟ୍ରିକ୍‌ ପରୀକ୍ଷାରେ ସଫଳତା ପାଇଛନ୍ତି ବୋଲି ସମ୍ବଲପୁର ଜିଲା ଟପ୍ପର ଜି ଶିରିଶା କହିଛନ୍ତି। ମାନେଶ୍ୱରର ଜି ଜଗଦିଶ ଓ…

1 year ago

ସରପଞ୍ଚଙ୍କ ସ୍ବାମୀ-ଶ୍ୱଶୁରଙ୍କୁ ମାରିଦେଲେ ଦୁର୍ବୃତ୍ତ, ଗାଁ ଦାଣ୍ଡରେ ପଡ଼ିଛି ୨ ମୃତଦେହ

ରାୟଗଡ଼ା/ପଦ୍ମପୁର,୩ା୫(ଆଶିଷ ରଞ୍ଜନ ପଣ୍ଡା/ପ୍ରଶାନ୍ତ କର): ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ସରପଞ୍ଚଙ୍କ…

1 year ago

ବ୍ରହ୍ମ ସଂସ୍ଥାପନ କେବଳ ଶ୍ରୀମନ୍ଦିରରେ ହୋଇଥାଏ

ପୁରୀ,୩ା୫(ଅଜିତ୍‌ କୁମାର ମହାନ୍ତି): ଏପ୍ରିଲ ୩୦ରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସରକାରଙ୍କ ପକ୍ଷରୁ ଦୀଘାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଉଠିଛି। ଏହି ମନ୍ଦିର…

1 year ago

ପୁରୀ ଆସି କଥା ବଦଳାଇଲେ ରାମକୃଷ୍ଣ

ପୁରୀ୩ା୫(ଅଜିତ୍‌ କୁମାର ମହାନ୍ତି): ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ବିବାଦୀୟ ହୋଇଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର…

1 year ago

ଶିକାରୀଙ୍କ ଗଳା କାଟି ହତ୍ୟା

ଦେବଗଡ଼,୩ା୫(ଶଶାଙ୍କ ଶେଖର ଝାଙ୍କର):ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଜଣେ ବନ୍ୟଜନ୍ତୁ ଶିକାରୀଙ୍କ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ସୁରେଶ ଶବର(୫୯)।…

1 year ago

୨ ଯାଆଁଳା ଭାଇ ମାଲକାନଗିରି ଜିଲା ଟପ୍ପର

ମାଲକାନଗିରି/ଏମ୍‌ଭି ୭୯, ୩ା୫(ଦୁର୍ଯ୍ୟୋଧନ ପାତ୍ର/ଭିକି ବାରିକ): ମାଟ୍ରିକ୍‌ ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଦୁଇ ଯାଆଁଳା ଭାଇ ସମାନ ନମ୍ବର ରଖି ମାଲକାନଗିରି ଜିଲା ଟପ୍ପର ହୋଇଛନ୍ତି।…

1 year ago

ରାଇକିଆ ବ୍ଲକରେ ୯୮.୭% ସଫଳତା

ରାଇକିଆ,୨।୫(ପ୍ରଦୀପ ବେହେରା): ଶୁକ୍ରବାର ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଇକିଆ ବ୍ଲକରେ ସଫଳତା ହାର ୯୮.୭% ରହିଛି । ସମୁଦାୟ ୭୯୪ ଜଣ ଛାତ୍ରୀଛାତ୍ର…

1 year ago

ପ୍ରେମିକାଙ୍କୁ ଛୁରିଭୁସି ବନ୍ଧାହେଲେ ପ୍ରେମିକ

ବ୍ରହ୍ମପୁର,୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଏବେ କଥା କଥାକେ ହତ୍ୟା ଓ ମରଣାନ୍ତକ ଘଟଣା ଘଟୁଛି। ଗୋପାଳପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ…

1 year ago

ବରଗଡ଼ ଜିଲାରେ ପାସ୍‌ହାର ୯୭ ପ୍ରତିଶତ: ବବିତା ରଥ ଟପ୍ପର

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲା ରାଜ୍ୟରେ ତ୍ରୟୋଦଶ(୧୩ତମ) ସ୍ଥାନରେ ରହିଛି।…

1 year ago