ଆମ ଜିଲା ଖବର

୨ ନାବାଳକ ପୁଅକୁ ସ୍କୁଲ ଆଣିବାକୁ ଯାଇଥିଲେ ବାପା: ଜଙ୍ଗଲରେ ପିଆଇଦେଲେ ବିଷ

ଅନୁଗୋଳ,୧୯।୯: ଜଙ୍ଗଲରେ ୨ ନାବାଳକ ପୁଅଙ୍କୁ ବିଷ ପିଆଇଲେ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲା ବନ୍ତଳା ଥାନା ନୂଆଖେତା ଜଙ୍ଗଲରେ। ୧୨ ଓ…

1 year ago

ଦେବାଶିଷଙ୍କୁ ଏଭଳି କହି ଟାର୍ଗେଟ୍‌ କଲେ କଟକ ମେୟର

କଟକ,୧୯।୯: ଶ୍ରୀମୟୀଙ୍କୁ ସମର୍ଥନ କରିଥିବା ଦେବାଶିଷ ସାମନ୍ତରାୟଙ୍କୁ କଟକ ମେୟର ସୁବାସ ସିଂ ଟାର୍ଗେଟ୍‌ କରିଛନ୍ତି। ଦେବାଶିଷ ଶ୍ରୀମୟୀଙ୍କୁ ସାର୍ଟିଫିକେଟ ଦିଅନ୍ତୁ, ଦଳ ବାବଦରେ ନୁହେଁ ବୋଲି…

1 year ago

ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସ୍ବାସ୍ଥ୍ୟସେବା

ବରଗଡ଼,୧୯ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଗୁରୁବାର ପରିବାର ନିୟୋଜନ ଅସ୍ତ୍ରୋପଚାର ଚାଲିଥିବା ସମୟରେ ହଠାତ୍‌ ବ୍ୟବହୃତ ମେଶିନ ଅଚଳ ହୋଇପଡ଼ିଥିଲା।…

1 year ago

ସାର କଳବଜାର: କୃଷି ଭବନ ଘେରାଉ କରି ବିଜେଡି…

ବଲାଙ୍ଗୀର,୧୯ା୯(ସୁନୀଲ କୁମାର ମହାନ୍ତି): ଜିଲାରେ ସାର କଳାବଜାର ପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ସ୍ଥାନୀୟ କୃଷି ଭବନ ଘେରାଉ କରାଯାଇଥିଲା। କୃଷି ଭବନ ସମ୍ମୁଖରେ ପ୍ରଥମେ ବିଜେଡି…

1 year ago

ବୋହୂଙ୍କୁ ଟାଙ୍ଗିଆରେ ହାଣିବା ପରେ ନିଜେ ଆତ୍ମହତ୍ୟା କଲେ ଶ୍ୱଶୁର: ପଛରେ ଥିଲା ଏମିତି କାରଣ

ଧୂଷୁରୀ, ୧୯ା୯(ଦୀପ୍ତିରଞ୍ଜନ ନାୟକ): ପାରିବାରିକ କଳହକୁ ନେଇ ଜଣେ ବୃଦ୍ଧ ତାଙ୍କ ବୋହୂଙ୍କ ଟାଙ୍ଗିଆ ହାଣି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ…

1 year ago

ଆଗକୁ ଦଶହରା: ୨୫ରେ ଲଘୁଚାପ!

ଭୁବନେଶ୍ୱର,୧୯।୯: ଆଗକୁ ଦଶହରା। ହେଲେ ଡରାଇଲାଣି ଲଘୁଚାପ ବର୍ଷା। ଆସନ୍ତା ୨୫ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପୂର୍ବକେନ୍ଦ୍ରୀୟ ଓ…

1 year ago

କ୍ରିକେଟ ମ୍ୟାଚରେ ହାର ଜିତ୍‌କୁ ନେଇ ବଚ୍‌ସା: ରାତିରେ ଯୁବକଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ…

ଦିଗପହଣ୍ଡି,୧୯।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ବନ୍ଥପଲ୍ଲୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଶିବଶଙ୍କର ବିଷୋୟୀ ନାମକ ଜଣେ ଯୁବକଙ୍କୁ ଗ୍ରାମର…

1 year ago

ହଜିଯାଇଥିବା ସୁନା ଫେରାଇଲା ପୋଲିସ

ଜଗନ୍ନାଥପ୍ରସାଦ,୧୯ା୯(ବିଭୁ ପ୍ରସାଦ ପଟ୍ଟନାୟକ): ମଙ୍ଗଳସୂତ୍ରକୁ ସଜାଡ଼ିବା ପାଇଁ ଆସି ଅସାବଧାନତାରୁ ହଜିଯାଇଥିବା ୫ ଗ୍ରାମର ଏକ ସୁନା ମଙ୍ଗଳସୂତ୍ର ଶୁକ୍ରବାର ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା…

1 year ago

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି: ବଦଳିବେ ଗାଦି ମାଡ଼ି ବସିଥିବା ଅଧିକାରୀ

ଭୁବନେଶ୍ୱର,୧୯।୯: ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି…

1 year ago

ବିଭିନ୍ନ ଦାବି ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ବିଡିଓଙ୍କୁ ଦାବିପତ୍ର

କୋଟପାଡ଼,୧୯ା୯(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବତାଶନା ପଞ୍ଚାୟତର ଶତାଧିକ ମହିଳା ପୁରୁଷ, କର୍ମୀ ଶୁକ୍ରବାର କେନ୍ଦୁଗୁଡ଼ା ଛକରେ ଏକତ୍ରିତ ହେଇ…

1 year ago