ଆମ ଜିଲା ଖବର

କିଏ ପାଚେରି ଉପରେ ତ କିଏ ଲଟାବୁଦା ତଳେ ଖାଉଛନ୍ତି ମଧ୍ୟାହ୍ନଭୋଜନ, ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ…

ଖଜୁରୀପଡ଼ା,୧୧ା୧୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ସମ୍ମୁଖରେ ଥିବା ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରେ ଅବ୍ୟବସ୍ଥା ଥିବା ଦେଖିବାକୁ ମିଳିଛି। କିଏ ପାଚେରି…

10 months ago

SI ପରୀକ୍ଷା କେଳେଙ୍କାରୀ, CBI ତଦନ୍ତ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୧୧।୧୧: ବହୁ ଚର୍ଚ୍ଚିତ ଓଡ଼ିଶା ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାର CBI ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।…

10 months ago

ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌ : ସିସିଟିଭିରେ କଏଦ ଘଟଣାର ଭିଡ଼ିଓ…

ଭୁବନେଶ୍ୱର,୧୧।୧୧: ରାଜଧାନୀ ଭୁବନେଶ୍ୱରରେ ହିଟ୍‌ ଆଣ୍ଡ ରନ୍‌। ଏଜି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଯାଇଛି ଜଣେ ସ୍କୁଟି ଚାଳକଙ୍କ ଜୀବନ। ଘଟଣାଟି ସିସିଟିଭିରେ…

10 months ago

ସରିବାକୁ ବସିଲାଣି ଶିକ୍ଷାବର୍ଷ, ହେଲେ ହାଇସ୍କୁଲ ପିଲାଙ୍କୁ ଏଯାଏ ମିଳିନି ୟୁନିଫର୍ମ

ଜି.ଉଦୟଗିରି,୧୧ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ ସମସ୍ତ ହାଇସ୍କୁଲରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲ ୟୁନିଫର୍ମ ମିଳି ନ ଥିବା ଅଭିଯୋଗ ହୋଇଛି। ଚଳିତବର୍ଷ…

10 months ago

ନୂଆପଡ଼ା ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ମତଦାନ

ନୂଆପଡ଼ା,୧୧।୧୧(ମକାରୁ ବେମାଲୁ): ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ୬୫.୫୬% ପ୍ରତିଶତ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିଥିବା…

10 months ago

ଧାନ ଜଗିବାକୁ ଯାଇଥିଲେ: ୨ ଚାଷୀଙ୍କୁ ଦଳିଦେଲା ହାତୀ

ଜମନକିରା,୧୧।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ବଡ଼ରମା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ କୁତବ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଧାନ ଜଗିବାକୁ…

10 months ago

ଜବରଦଖଲ ମୁକ୍ତ ପାଇଁ ଅଡ଼ି ବସିଲେ ଗ୍ରାମବାସୀ

କର୍ଲାମୁଣ୍ଡା/ ରିଷିଡା ୧୧।୧୧:(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତରେ ଥିବା ସରକାରୀ ଜମି ଏବେ ଜବରଦଖଲରେ ରହିଛି। ସରକାରୀ ଗୋଚର…

10 months ago

ଅପରାହ୍ନ ୧ଟା ସୁଦ୍ଧା ନୂଆପଡ଼ାରେ ୫୧.୪୨% ମତଦାନ

ନୂଆପଡ଼ା,୧୧ା୧୧(ମକାରୁ ବେମାଲ): ଓଡ଼ିଶାର ନୂଆପଡ଼ା ବିଧାନସଭା ଆସନର ଉପନିର୍ବଚନରେ ମଙ୍ଗଳବାର ଅପରାହ୍ନ ୧ଟା ସୁଦ୍ଧା ୨.୫୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ମୋଟ ୫୧.୪୨ ପ୍ରତିଶତ ଭୋଟର ସେମାନଙ୍କର…

10 months ago

ସାମାନ୍ୟ ବଚସା ହେଲା କାଳ: ସାନର ଛୁରାମାଡ଼ରେ ବଡ଼ ଭାଇର ଗଲା ଜୀବନ

ମୋହନା,୧୧।୧୧(ମନ୍ମଥ ମିଶ୍ର): ସାନ ଭାଇର ଛୁରା ମାଡ଼ରେ ବଡ଼ ଭାଇ ମୃତ୍ୟୁ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ରେବିଡି…

10 months ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୮ ଆହତ

ପଦ୍ମପୁର, ୧୧.୧୧- (ପ୍ରଦୀପ୍ତ ଦାଶ )ଆଜି ସକାଳ ୭ଟା ରେ ପଦ୍ମପୁର ଅନ୍ତର୍ଗତ ଗାଇସିଲେଟ ଥାନା ଖୁଣ୍ଟପାଲି ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଘଟଣାସ୍ଥଳରେ…

10 months ago