ଆମ ଜିଲା ଖବର

କାର୍ଯ୍ୟରେ ଯୋଗଦେଲେ କୋରାପୁଟ ନୂତନ ଏସଡିପିଆରଓ

କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍‌ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ…

10 months ago

ଧାନଦରକୁ ନେଇ ଦ୍ବନ୍ଦ୍ବରେ ଚାଷୀ: ରାତାରାତି ଫଳକରୁ ହଟିଗଲା ବର୍ଦ୍ଧିତ ୬୯ ଟଙ୍କା

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡି ଗୁଡିକ ଖୋଲାଯାଇଛି। ଚାଷୀମାନେ ଧାନ…

10 months ago

ପାଟପୁରରେ ଏମ୍‌ପି ଖେଳ ମହୋତ୍ସବ

ଦିଗପହଣ୍ଡି,୨୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ସ୍ତରୀୟ ଏମ୍‌ପି ଖେଳ ମହୋତ୍ସବ ଶୁକ୍ରବାର ପାଟପୁର କଲେଜ ମିନି ଷ୍ଟାଡିୟମ ଓ ଗୌତମୀ ହାଇସ୍କୁଲ ଖେଳ…

10 months ago

ଭଞ୍ଜ ଟ୍ରଫି ୨୦୨୫: ହାଇଦ୍ରାବାଦକୁ ହରାଇ ଫୁଲବାଣୀ ସେମିରେ

ଭଞ୍ଜନଗର,୨୮।୧୧(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ସର୍ବ ଭାରତୀୟ ଭଞ୍ଜ ଟ୍ରଫି ୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଛି। ଶୁକ୍ରବାର ଗ୍ରୁପ ବିର ଦ୍ୱିତୀୟ…

10 months ago

ଅଗ୍ନି ବିପତ୍ତି ସମ୍ପର୍କିତ ଶିକ୍ଷା ବିଭିନ୍ନ ପ୍ରକାର ନିଆଁକୁ କିପରି ରୋକିବେ…

ଦାରିଙ୍ଗବାଡି,୨୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥିବା ସଭାଗୃହ ମଧ୍ୟରେ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ପ୍ରକାର ନିଆଁକୁ ଆୟତ୍ତ ଓ…

10 months ago

ଗରିବୀ ପାଇଁ ନବଜାତ ଶିଶୁକୁ ସମ୍ପର୍କୀୟଙ୍କୁ ଟେକି ଦେଇଥିଲେ ମା’ବାପା, ଖବରପାଇ ଅଚାନକ ପହଞ୍ଚିଲା…

ବଲାଙ୍ଗୀର, ୨୮।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କନ୍ଦାଜୁରି ଗାଁରୁ ବେଆଇନ ଭାବେ ହସ୍ତାନ୍ତରିତ ଦୁଇ ନବଜାତ ଶିଶୁକୁ ଜିଲା ଶିଶୁ ସୁରକ୍ଷା ୟୁନିଟର ଉଦ୍ଧାରକାରୀ ଦଳ…

10 months ago

ଏଏନଏମ୍‌ଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ଯୁବକ ଗିରଫ, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ…

ଦାରିଙ୍ଗବାଡି, ୨୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସୋନପୁର ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନଏମ ବୁଲିଦେଇ ସାହୁଙ୍କୁ ମରଣାନ୍ତକ ଆକ୍ରମଣରେ ଅଟକ ରହିଥିବା ଯୁବକଙ୍କୁ ଦାରିଙ୍ଗବାଡି ପୋଲିସ…

10 months ago

ବିଦେଶୀ ପକ୍ଷୀ ସ୍ୟାଣ୍ଡ ପ୍ଲୋଭର ଗୋଡ଼ରେ ଅଜଣା ଟ୍ୟାଗ

ଛତ୍ରପୁର, ୨୮ା୧୧(ଦିଲ୍ଲୀପ ସାମଲ): ରୁଷିକୂଲ୍ୟା ମୁହାଣରେ ଉଡି ବୁଲୁଥିବା ବେଳେ ଏକ ବିଦେଶୀ ପକ୍ଷୀ ଗୋଡରେ ଟ୍ୟାଗ୍‌ ବନ୍ଧା ଯାଇଥିବା ଜଣାପଡିଛି। ସ୍ଥାନୀୟ ପରିବେଶବିତ ରବିନ୍ଦ୍ରନାଥ ସାହୁ…

10 months ago

ଶୀତରେ ଥରୁଛି ଜି.ଉଦୟଗିରି: ଆଜି ସବୁଠୁ ସର୍ବନିମ୍ନ ତାପମାତ୍ରା, ଜାଣନ୍ତୁ କେତେ ରହିଛି…

ଜି.ଉଦୟଗିରି,୨୮।୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ୨/୩ ଦିନ ଶୀତ କମି ଯାଇଥିଲା । ମେଘୁଆ ପାଗ ଶୀତର ପ୍ରକୋପକୁ କିଛି…

10 months ago

ଖୋଲିଲା ମଣ୍ଡି, କର୍ମଚାରୀଙ୍କ ଦେଖାନାହିଁ

ବରଗଡ଼,୨୮ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡିଗୁଡ଼ିକ ଖୋଲାଯାଇଛି। ଧାନ ଧରି ମଣ୍ଡିରେ…

10 months ago