ଆମ ଜିଲା ଖବର

ନୂଆପଡ଼ା ଉପନିର୍ବାଚନ: ମକ୍‌ ପୋଲ୍‌ କଲେ ପ୍ରିଜାଇଡିଂ ଅଫିସର

ନୂଆପଡ଼ା,୬ା୧୧(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗରୁ ତାଲିମ ଗ୍ରହଣ କରିପାରି ନ ଥିବା ଏବଂ ଅସୁସ୍ଥ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ଗୁରୁବାର…

1 month ago

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ବିଜେଡିକୁ ବଡ ଝଟ୍‌କା, ହାଇକୋର୍ଟ ଦେଲେ ବଡ଼ ରାୟ…

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା): ନୂଆପଡ଼ା ବିଧାୟକଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନରେ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ହୋଇଥିବା ବେଳେ ବିଜେଡିକୁ…

1 month ago

ନବୀନଙ୍କୁ ଏ କ’ଣ କହିଦେଲେ ମୁଖ୍ୟମନ୍ତ୍ରୀ? ନୂଆପଡ଼ାରୁ ସିଧା ଟାର୍ଗେଟ ପରେ ରାଜନୀତିରେ ଚହଳ

ନୂଆପଡ଼ା,୬।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ବୟାନବାଜି ଜୋରଦାର ହୋଇଛି। ଏମିତିରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ…

1 month ago

ନୂଆପଡାରେ ବଡ଼ ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ! ଜୟ ଢୋଲକିଆ ଜିତିଲେ…

ନୂଆପଡା,୬।୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି। ଏହି ସମୟରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କରି କହିଛନ୍ତି, ନୂଆପଡ଼ାର…

1 month ago

ଏମିତି କ’ଣ କହିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ଶୁଣି ମଞ୍ଚ ଉପରେ କାନ୍ଦିଲେ ଜୟ ଢୋଲକିଆ

ନୂଆପଡା,୬।୧୧: ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ କାନ୍ଦି ପକାଇଲେ ଜୟ ଢୋଲକିଆ। କୋମନା ମଞ୍ଚ ଉପରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ କାନ୍ଦିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ ଏମିତି…

1 month ago

ଶୀତ ମହୋତ୍ସବ ପାଇଁ ବସିଲା ପ୍ରଥମ ବୈଠକ: ମୁଖ୍ୟମନ୍ତ୍ରୀଙ୍କୁ ଅତିଥି ଭାବେ କରାଯିବ ନିମନ୍ତ୍ରଣ, ଜାଣନ୍ତୁ କ’ଣ ସବୁ ହେଲା ଆଲୋଚନା

ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ ନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି…

1 month ago

କୃଷକଙ୍କ ବିକାଶ କ୍ଷେତ୍ରରେ ବ୍ୟବହାର ହେବ ଅନୁଦାନ ରାଶି

କର୍ଲାମୁଣ୍ଡା,୬ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟଠାରେ ଗୁରୁବାର ବ୍ଲକ କୃଷକ ଉପଦେଷ୍ଟା କମିଟି (ଆତ୍ମା) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆତ୍ମା…

1 month ago

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ…

ତୁମୁଡିବନ୍ଧ,୬।୧୧(ଦୀପକ କୁମାର ପରାସେଠ): ଦୁଇ ବାଇକ ମୁହାଁମୁହିଁରେ ତିନି ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳରେ ଏହି ଘଟଣା ଦେଖିବାକୁ…

1 month ago

ଅନାସ୍ଥାରେ ହାରିଲେ ରଣପୁର ସରପଞ୍ଚ

ସିଂହପୁର,୬।୧୧(ଅନଙ୍ଗ ଉଦୟ ବେଉରିଆ): ଅନାସ୍ଥା ଭୋଟରେ ହାରିଲେ ବିଞ୍ଝାରପୁର ବ୍ଲକ ରଣପୁର ପଞ୍ଚାୟତ ସରପଞ୍ଚ ରିୟଙ୍କା ଜେନା। ପଞ୍ଚାୟତର ୧୫ଜଣ ୱାର୍ଡସଭ୍ୟଙ୍କ ମଧ୍ୟରୁ ୧୧ଜଣ ଅନାସ୍ଥା ଭୋଟରେ…

1 month ago

ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବିରୋଧ କରି ଜିଲାପାଳଙ୍କ ଦ୍ୱାରସ୍ଥ

କୋରାପୁଟ,୬ା୧୧(ଅମିତାଭ ବେହେରା): ଚାରାଙ୍ଗୁଲ ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ପ୍ରଶାସନକୁ ନେବା ପ୍ରସ୍ତାବ ବିରୋଧରେ ଦୃଢ଼ ପ୍ରତ୍ୟାଖ୍ୟାନ କରି କୋରାପୁଟ ଜିଲା ସେମିଲିଗୁଡ଼ା ବ୍ଲକ ଚାରାଙ୍ଗୁଲ…

1 month ago