ବାତ୍ୟା ଅମ୍ଫନ୍‌

ବାତ୍ୟା ଅମ୍ପନ ତାଣ୍ଡବ: ୪୮ ଘଣ୍ଟାରେ ରିପୋର୍ଟ ଦେବାକୁ ପ୍ରଭାବିତ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ଅମ୍ପନ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଅତିକ୍ରମ କରି ଯାଇଛି। ସ୍ଥଳଭାଗ ମୁହାଁ ହେବା ବେଳେ ଓଡିଶା ଉପକୂଳରେ କିଛି ସମୟ ପାଇଁ ତାଣ୍ଡବ ରଚାଇଛି। ବାତ୍ୟା ପ୍ରଭାବରେ କେତେକ ସ୍ଥାନରେ ଚାଳଘର, ଗଛ,...

ବାତ୍ୟା ଅମ୍ଫନ୍‌‌ ନେଲା ୨ ଜୀବନ

କୋଲକାତା,୨୦।୫: ପଶ୍ଚିମ ବଙ୍ଗର କିଛି ସ୍ଥାନରେ ମହାବାତ୍ୟା ଅମ୍ଫନ୍‌ ତାଣ୍ଡବ ରଚାଇଛି। ସ୍ଥଳଭାଗ ମୁହାଁ ହେଉଥିବା ଅମ୍ଫନ୍‌ ଯୋଗୁ ମଙ୍ଗଳବାରଠାରୁ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେଉଛି। ବୁଧବାର ତୀବ୍ର ବେଗରେ ପବନ ବହିବାରୁ କେତେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଓ...

ନିଶ୍ଚିନ୍ତକୋଇଲିରେ ଅମ୍ଫନ୍‌ ରଚିଲା ତାଣ୍ଡବ

ନିଶ୍ଚିନ୍ତକୋଇଲି,୨୦।୫(ସ୍ବ.ପ୍ର.): ମହାବାତ୍ୟା ଅମ୍ଫନ୍‌ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବୁଧବାର ତାଣ୍ଡବ ରଚିଛି। ଏହି ବ୍ଲକରେ ଥିବା ୪୧ଟି ପଞ୍ଚାୟତ ମଧ୍ୟରୁ ୩୦ଟିରେ ଗମନାଗମନ ଠପ୍‌ ହୋଇଯାଇଛି। ସେହିପରି ଅସୁରେଶ୍ୱରରୁ ୨୨୩ଜଣଙ୍କୁ ଓ କାଟିକଟା ପଞ୍ଚାୟତରୁ ୩୦୦ଜଣଙ୍କୁ ସୁରକ୍ଷିତ ସ୍ଥାନକୁ...

ଜଗତସିଂହପୁରରେ ‘ଅମ୍ଫନ୍‌’ ପ୍ରଭାବ: ଭାଙ୍ଗିଲା କଚ୍ଚା ଘର, ବିଦ୍ୟୁତ୍‌ ସେବା ଠପ୍‌; ଗଛ ଉପୁଡ଼ି ଗମନାଗମନ ବାଧାପ୍ରାପ୍ତ

ଜଗତସିଂହପୁର ଅଫିସ, ୨୦।୫: ବାତ୍ୟା ଅମ୍ଫନକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥିଲା l ସୌଭାଗ୍ୟବଶତଃ ବାତ୍ୟା ଟଳି ଯାଇଥିବାବେଳେ କୌଣସି ଲୋକଙ୍କ ଜୀବନହାନୀ ଘଟିନାହିଁ। କିନ୍ତୁ ଜିଲାର ବିଭିନ୍ନ ସ୍ଥାନରେ ଗଛ ପଡି ଗମନାଗମନରେ...

ରାସ୍ତାରେ ଉପୁଡ଼ିପଡ଼ିଛି ବିଦ୍ୟୁତ୍‌ ଖୁଣ୍ଟ: ଯାତାୟାତ ବାଧାପ୍ରାପ୍ତ

ରତ୍ନଗିରି,୨୦ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ମିଳିମିଳାପୁର ଗ୍ରାମରେ ବାତ୍ୟା ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ରାସ୍ତାରେ ବଡ଼ବଡ଼ ଗଛ ପଡ଼ିଥିବାରୁ ଗମନାଗମନ ଏକ ପ୍ରକାର ବନ୍ଦ ହୋଇଯାଇଛି। ରାସ୍ତା ଉପରେ...

ସୁନ୍ଦରବନରେ ‘ଅମ୍ଫନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ, ପ୍ରବେଶ କରୁଛି ବାହ୍ୟ ଅଂଶ: ବିଶ୍ୱାସ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ‘ଅମ୍ଫନ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ଅପରାହ୍ନ ୨ଟା ୩୦ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବାତ୍ୟାର ବାହ୍ୟ ଅଂଶ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି। ପ୍ରାୟ ୪ ଘଣ୍ଟା ଧରି ଏହା ଚାଲିବ ବୋଲି ଆକଳନ...

ପୂର୍ବ ନିର୍ଦ୍ଧାରିତ ପଥରେ ହିଁ ଗତି କରୁଛି ‘ଅମ୍ଫନ୍‌’; କିଛି ସମୟ ପାଇଁ ବାଲେଶ୍ୱରରେ ପବନ ବେଗ ବଢ଼ିବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବେଳକୁ ବେଳ ଦୀଘା ନିକଟତର ହେଉଛି ବାତ୍ୟା ‘ଅମ୍ଫନ୍‌’। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ସେହିଭଳି ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ବାତ୍ୟା ଗତି କରିଛି। ଅମ୍ଫନ୍‌ର ଅପ୍‌ଡେଟ୍‌ ନେଇ ଏସ୍‌ଆର୍‌ସି...

ଉତ୍ତର ଓଡ଼ିଶା ଅତିକ୍ରମ କରୁଛି ‘ଅମ୍ଫନ୍‌’: ଦୀଘାଠାରୁ ୯୫ କିମି ଦୂରରେ, ୪ଟାରୁ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ପାରାଦୀପଠାରୁ ଦୂରଉଛି ‘ଅମ୍ଫନ୍‌’। ପାରାଦୀପଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ଗତି କରିଛି ବାତ୍ୟା। ବେଳକୁ ବେଳ ଏହା ଦୀଘା ନିକଟତର ହେଉଛି। ଏବେ ବାତ୍ୟା ଦୀଘାଠାରୁ ୯୫ କିମି ଦୂରରେ ରହିଛି। ଜଗତସିଂହପୁରରେ ପବନ କମିଥିବା...

ପଶ୍ଚିମବଙ୍ଗ ମୁହାଁ ଅମ୍ଫନ୍‌

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ପାରାଦୀପଠାରୁ ଧିରେ ଧିରେ ଦୂରେଇ ଯାଇ ପଶ୍ଚିମବଙ୍ଗର ଦୀଘା ମୁହାଁ ହୋଇଛି । ବର୍ତ୍ତମାନ ପାରାଦୀପଠାରୁ ୧୫୦ କିଲୋମିଟର ଦୂରରେ ରହିଛି । ଅମ୍ଫନ୍‌ ପ୍ରଭାବରେ ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ଏବେ ପବନର ବେଗ...

ବାତ୍ୟା ‘ଅମ୍ପନ୍‌’ ପ୍ରଭାବରେ କେନ୍ଦ୍ରାପଡ଼ାବାସୀ ଆତଙ୍କିତ: ୧୨୦ କିମି ବେଗରେ ବହୁଛି ପବନ, ୮ ହଜାର ଲୋକ ସ୍ଥାନାନ୍ତର

କେନ୍ଦ୍ରାପଡା ଅଫିସ, ୨୦ା୫: ସାମୁଦ୍ରିକ ଝଡ଼ ‘ଅମ୍ପନ’ କେନ୍ଦ୍ରାପଡ଼ା ଜିଲାରେ ବିଶେଷଭାବେ ପ୍ରଭାବ ପକାଇଛି। ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସାମାନ୍ୟ ବର୍ଷା, ପବନ ବୁଧବାର ସକାଳେ ଉଗ୍ରରୂପ ଧାରଣ କରିଛି। ଘଣ୍ଟାକୁ ୧୦୦ରୁ ୧୨୦ କିମି ବେଗରେ ପବନ...

ପୁରୀରେ ‘ଅମ୍ଫନ୍‌’ ପ୍ରଭାବ: ସମୁଦ୍ର ଅଶାନ୍ତ; କାକଟପୁର ବ୍ଲକରେ ସର୍ବାଧିକ ୧୬୧ ମିମି ବର୍ଷା; ଭାଙ୍ଗିଲା ଗଛ, ପାନବରଜ ନଷ୍ଟ

ପୁରୀ ଅଫିସ,୨୦।୫: ପୁରୀରେ ବାତ୍ୟା ‘ଅମ୍ଫନ୍‌’ ପ୍ରଭାବରେ ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଅପରାହ୍ନରୁ ହାଲକା ପବନ ବର୍ଷା ଆରମ୍ଭ ହୋଇଥିଲା। ରାତି ତମାମ ମଧ୍ୟମ ଧରଣର ବର୍ଷା ଲାଗି ରହିଥିବା ବେଳେ ବୁଧବାର...

୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କଲା ବ୍ଲକ ପ୍ରଶାସନ

ବନ୍ତ,୨୦ା୫(ଡି.ଏନ୍‌.ଏ.): ବାତ୍ୟା ‘ଅମ୍ଫନ୍‌’କୁ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକବାସୀ ଭୟଭୀତ ଥିବା ବେଳେ ଏହାର ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ା ବୁଧବାର ମଧ୍ୟାହ୍ନ ସୁଦ୍ଧା ବ୍ଲକର ବିଭିନ୍ନ ବିଦ୍ୟାଳୟ, ପଞ୍ଚାୟତ ଗୃହ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri