ଅପରାଧ

ଟ୍ରକ୍‌ରୁ ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ମୋହନା,୯ା୬: ମୋହନା ପୋଲିସକୁ ବଡ଼ ସଫଳତା ମିଳିଛି। ପାଖାପାଖି ୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଅଡ଼ବା ଥାନା ଅଞ୍ଚଳରୁ ମାଲବାହୀ ଟ୍ରକ୍‌ ଯୋଗେ ଉତ୍ତରପ୍ରଦେଶକୁ ଚୋରା ଚାଲାଣ ବେଳେ ମାଡ଼ି ବସିଛି ମୋହନା ପୋଲିସ। ଦୁଇ ଆନ୍ତଃରାଜ୍ୟ ମାଫିଆଙ୍କୁ…

ନିର୍ବାଚନ ପରେ ଆକ୍ସନ ମୋଡ୍‌ରେ ସରକାର, ପୋଲିସ୍‌ର ଏନ୍‌କାଉଣ୍ଟର

ନୂଆଦିଲ୍ଲୀ, ୫ା୬: ଉତ୍ତର ପ୍ରଦେଶର ଜୈନପୁରରେ ପୋଲିସ ଠିକ୍‌ ନିର୍ବାଚନ ଫଳ ପ୍ରକାଶ ପାଇବାର ପରଦିନ ଆକ୍ସନ ମୋଡ୍‌କୁ ଆସିଛି। ମୋଷ୍ଟ୍‌ ୱାଣ୍ଟେଡ୍‌ ଅପରାଧୀ ପ୍ରଶାନ୍ତ ସିଂକୁ ଏନ୍‌କାଉଣ୍ଟର କରିଛି। ମଙ୍ଗଳବାର ବିଳମ଼୍ବିତ ରାତିରେ ପୋଲିସ୍‌ ଏବଂ ଅପରାଧୀ ପ୍ରଶାନ୍ତ ଓରଫ୍‌…

ଦିଲ୍ଲୀପ ହତ୍ୟା ଘଟଣାରେ ବନ୍ଧା ହେଲେ ଆଉ ୩ ଅଭିଯୁକ୍ତ, ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପିଙ୍କ ସୂଚନା

ଛତ୍ରପୁର /ଖଲ୍ଲିକୋଟ,୩।୬ (ଦିଲୀପ କୁମାର ସାମଲ/ ପ୍ରଶାନ୍ତ କୁମାର ମିଶ୍ର/ସନ୍ତୋଷ ପାଢ଼ୀ): ଗତ ୧୫ ତାରିଖ ଦିନ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଘଟିଥିବା ହିଂସା ଘଟଣାରେ ପୂର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।…

ପୁଅର କୋଟୁରି ଚୋଟରେ ମା’ ଗୁରୁତର

ଦିଗପହଣ୍ଡି,୨ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର ବୁଲୁ ଦାସଙ୍କ କାତି ଚୋଟରେ ମା’ ପଦ୍ମିନୀ ଦାସ ଗୁରୁତର ହୋଇଥିବା ପୋଲିସ କହିଛି। ରବିବାର ପୂର୍ବାହ୍ନରେ ପାରିବାରିକ ହିଂସା କାରଣରୁ ଏଭଳି ଘଟଣା ଘଟିଛି। ପଦ୍ମିନୀଙ୍କୁ ଗୁରୁତର ଅବସ୍ଥାରେ…

ଗାଡ଼ି ଚଳାଇବା ବେଳେ ଫୋନ୍‌ରେ ଗପିଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ, ଗାଡ଼ି ସହ ଜବତ ହେବ ମୋବାଇଲ

ଭୁବନେଶ୍ୱର,୨ା୬: ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି। ପୋଲିସର ସେଫ୍‌ ସିଟି ଡ୍ରାଇଭ୍‌ କାର୍ଯ୍ୟକ୍ରମ େହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି। ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, ଗାଡ଼ି ଜବତ କରାଯାଇ…

ମାର୍ଚ୍ଚ ତ୍ରୈମାସିକରେ ଦେଶର ଜିଡିପିରେ ୭.୮% ଅଭିବୃଦ୍ଧି, ଦ୍ରୁତ ଗତିରେ ବଢ଼ୁଛି ଅର୍ଥନୀତି

ନୂଆଦିଲ୍ଲୀ,୩୧।୫: ନିର୍ବାଚନ ଫଳାଫଳ ପୂର୍ବରୁ ସରକାରଙ୍କୁ ବଡ଼ ଖୁସି ଖବର ମିଳିଛି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ ଭାରତୀୟ ଅର୍ଥନୀତି ୭.୮% ହାରରେ ବୃଦ୍ଧି ପାଇଛି। ଏହା…

ସ୍ବାମୀଙ୍କୁ ଖଟଗୋଡ଼ରେ ବାନ୍ଧି ଇଲେକ୍ଟ୍ରି କରେଣ୍ଟ୍‌ ଦେଇଦେଲେ ସ୍ତ୍ରୀ, କାରଣ ଜାଣିଲେ…

ଲକ୍ଷ୍ନୌ,୩୧ା୫: ସ୍ବାମୀ-ସ୍ତ୍ରୀ ବିବାହରେ ସାତଜନ୍ମର ସାଥୀ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ମାତ୍ର କିଛି କିଛି କାରଣକୁ ନେଇ ସାରା ଜୀବନ ହାତ ଧରି ବାଟ ଚାଲିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଣିରଗାର ପାଲଟିଯାଏ। ରକ୍ତମୁଖା ହୋଇଉଠେ ସ୍ତ୍ରୀ। ଏପରିକି ଜୀବନରୁ…

ରଙ୍ଗ୍‌ରୁଟ୍‌ ଡ୍ରାଇଭିଂ ନେଇଛି ୪୦୨ ଜୀବନ

ଭୁବନେଶ୍ୱର,୩୧ା୫ (ସୂର୍ଯ୍ୟକାନ୍ତ ବେହେରା): ଦୁର୍ଘଟଣା ରୋକିବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସହ ବ୍ୟାପକ ପଦକ୍ଷେପ ନିଆଯାଉଛି। ଗାଡି ଚାଳକଙ୍କୁ ହେଲମେଟ ପିନ୍ଧିବା, ମୋଟର ସାଇକେଲରେ ୨ଜଣରୁ ଅଧିକ ନ…

ପ୍ରଜ୍ୱଳ ରେବନ୍ନା ଗିରଫ

ବେଙ୍ଗାଲୁରୁ,୩୧ା୫: କର୍ନାଟକ ହାସନର ଏମ୍‌ପି ପ୍ରଜ୍ୱଳ ରେବନ୍ନା ଗିରଫ ହୋଇଛନ୍ତି। ଶୁକ୍ରବାର ସେ ବେଙ୍ଗାଲୁରୁର କେମ୍ପାଗୋଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ପୋଲିସ ତାଙ୍କୁ ଗିରଫ କରିଛି। ନିଲମ୍ବିତ ଜେଡିଏସ୍‌ ଏମ୍‌ପି ପ୍ରଜ୍ୱଳ ଶହଶହ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ…

ବିଦ୍ୟୁତ୍‌ ଠିକାଦାରଙ୍କ ଘରେ ଆଇଟି ରେଡ୍‌

ଯାଜପୁର,୩୦ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ହାଟପାଟଣା ଅଞ୍ଚଳରେ ଆଇଟି ରେଡ୍‌ କରାଯାଇଛି। ବିଦ୍ୟୁତ୍‌ ଠିକାଦାର ଧରଣୀ ସାହୁଙ୍କ ବାସଭବନରେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। ୪ଜଣିଆ ଆଇଟି ଟିମ୍‌ ପକ୍ଷରୁ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି।

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛି ମଦ ବେପାର

ପୁରୁଷୋତ୍ତମପୁର,୩୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହରରେ ମଦଦୋକାନ ବନ୍ଦ କରିବାକୁ ନେଇ ବୁଧବାର ରାତିରେ ମଦବେପାରୀ ଓ ପୋଲିସ ମଧ୍ୟରେ ଲୁଚକାଳି ଚାଲିଛି। ମଦଦୋକାନୀ ଜଣକ ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇ ମଦ ବିକିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ…

ସପ୍ତାହକରେ ବନ୍ଧାହେଲେଣି ଶହେରୁ ଅଧିକ ଅସାମାଜିକ

ଛତ୍ରପୁର,୨୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାରେ ପେସାଦାର ଅପରାଧୀମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ହୋଇ ଫେରାର ଘଟଣାରେ ସେମାନଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?