ଅପରାଧ

ଓଲା ଗାଡ଼ି ଅପହରଣ କରି ୩ ଗିରଫ

କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା ଗ୍ରାମର…

6 years ago

ବ୍ରାଉନ୍‌ସୁଗାର ଡିଲରଙ୍କ ଆର୍ଥିକ କାରବାର ଯାଞ୍ଚ କରିବ ଇଡି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ରାଜ୍ୟରେ ପୁଣି ବ୍ରାଉନସୁଗାର ଓ ନିଶା କାରବାର ବଢ଼ି ଚାଲିଛି। ଧଳା ଜହରର କଳା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପ୍ରବର୍ତ୍ତନ…

6 years ago

ମନ୍ଦିରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା: ୪ ଅଟକ

ବ୍ରହ୍ମପୁର ଅଫିସ,୨୪ା୯: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁଛକ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ କିଛି…

6 years ago

ତାଲା ଭାଙ୍ଗି ଜେଲରୁ ଫେରାର୍‌ ହୋଇଗଲେ ୮ କଏଦୀ

ହରିଦ୍ୱାର, ୨୨।୯: ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଅସ୍ଥାୟୀ ଜେଲରୁ ୮ ଜଣ ବିଚାରଧୀନ କଏଦୀ ତାଲା ଭାଙ୍ଗି ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ନରେନ୍ଦ୍ର…

6 years ago

୧୫୦ ଟଙ୍କା ପାଇଁ ଭାଇକୁ ପିଟି ମାରିଦେଲା ଭାଇ

ପାଟନା, ୨୧।୯: ବିହାର ବେତିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜିଲାର ଗୌନାହ ଥାନା ଅନ୍ତର୍ଗତ ହରପୁର ପିପରା ଗ୍ରାମରେ ମୁକ୍ତାର ରାୟ (୪୫ ବର୍ଷ)…

6 years ago

ବଡ଼ଭାଇଙ୍କ ଆକ୍ରମଣରେ ସାନଭାଇଙ୍କ ଜୀବନଗଲା

ବାହାନଗା,୨୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ନୂଆପୁର ଗ୍ରାମର ଏକ ପରିବାରରେ ପାହାଚ ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ବଡ଼ଭାଇ…

6 years ago

ମା’ଙ୍କୁ ଦୁଇ ନାବାଳକ ପୁଅ ହତ୍ୟା କରିବା ମାମଲା: କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କଲେ ବିଶେଷଜ୍ଞ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଦୁଇ ନାବାଳକ ପୁଅ ନିଜ ମା’ ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଏବେ…

6 years ago

ବେଡ୍‌ରୁମ୍‌ରେ ପଶି ମାଡ଼ ମାରିଲା ପୋଲିସ

ପୁରୀ ଅଫିସ,୨୧ା୯:ପୁରୀ ପୋଲିସର ଦବଙ୍ଗଗିରିକୁ ନେଇ ଏବେ ସହରରେ ଚର୍ଚ୍ଚା। ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବେଡ୍‌ରୁମ୍‌ରେ…

6 years ago

ନିଶାରେ କନ୍‌ଷ୍ଟେବଳକୁ ଗୁଳି ମାରିଲେ ଏଏସ୍‌ଆଇ

ପାଟନା, ୨୦।୯: ବିହାରର ସାରଣ ଜିଲାରେ ଏକ ବଡ଼ ଘଟଣା ଘଟିଯାଇଛି। ଯେଉଁଠାରେ ପେଟ୍ରୋଲିଂ ସମୟରେ ଜଣେ କନ୍‌ଷ୍ଟେବଳ ଓ ନିଶାସକ୍ତ ଅବସ୍ଥାରେ ଥିବା ଏଏସ୍‌ଆଇଙ୍କ ମଧ୍ୟରେ…

6 years ago

ମହିଳା ହୋମଗାର୍ଡଙ୍କୁ ଆକ୍ରମଣ ମାମଲା: ସ୍ବାମୀଙ୍କ ସମେତ ୨ ଦେଡ଼ଶୁର ଗଲେ ଜେଲ୍‌

ଦିଗପହଣ୍ଡି,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ନର୍ମଦା ପଣ୍ଡାଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ରବିବାର ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ, ଦେଡ଼ଶୁର ଜଗଦୀଶ…

6 years ago