ବିନା ପାରିଶ୍ରମିକରେ ମାସ୍କ ତିଆରି
ବାରିପଦା ଅଫିସ, ୩୦ା୩- ବର୍ତ୍ତମାନ ସାରା ବିଶ୍ୱ କରୋନା ଭାଇରସ୍କୁ ନେଇ ଚିନ୍ତିତ। ଏହି ଭାଇରସ୍ ସଂକ୍ରମଣର ଚେନ୍କୁ ଭାଙ୍ଗିବା ପାଇଁ ଭାରତରେ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ କରାଯାଇଛି। ବର୍ତ୍ତମାନ ସମୟରେ ସମସ୍ତେ ନିଜେ ନିଜ ଘରେ ରହୁଛନ୍ତି।…
କରୋନା ଯୋଦ୍ଧାଙ୍କ ପାଇଁ ୧୦ ଲକ୍ଷର ବୀମା ଘୋଷଣା କଲେ ମମତା
କୋଲକାତା,୩୦।୩: କରୋନା ସଂକ୍ରମଣ ଦେଶରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ବି ବଢି ଯାଉଛି। ହେଲେ ଏହି ସମୟରେ କରୋନା ଯୋଦ୍ଧା ଭାବେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୧୦ ଲକ୍ଷ…
କରୋନା ମୁକାବିଲା ନେଇ ଜିଲାପାଳଙ୍କ ସହ କଥାହେଲେ ରାଜ୍ୟପାଳ
ଭୁବନେଶ୍ୱର, ୩୦।୩(ବ୍ୟୁରୋ): କରୋନା ମୁକାବିଲା ନେଇ କୋରାପୁଟ, ଗଜପତି, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲାପାଳଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ସୋମବାର କଥା ହୋଇଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ସେ ବୁଝାଇଥିବା ଜଣାପଡ଼ିଛି। ଅତି ଗୁରୁତ୍ୱର…
କରୋନା ଭାଇରସ୍ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର
ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଅଟୋମୋବାଇଲ କମ୍ପାନୀ ମଧ୍ୟ କାମ କରିବାକୁ ଆରମ୍ଭ କରିଦେଇଛି…
କରୋନା ପୀଡ଼ିତଙ୍କ ଚିକିତ୍ସା ପାଇଁ ମଡ ଆଇଲ୍ୟାଣ୍ଡ ଘରକୁ ଖୋଲିଲେ ସୋନୁ
ମୁମ୍ବାଇ: ବଲିଉଡ୍ ଦୁନିଆ କରୋନା ଭାଇରସର ମୁକାବିଲା କରିବାକୁ ଆଗକୁ ଆଗେଇ ଆସିଥିବା ଦେଖାଯାଇଛି। ଏବେ ବଲିଉଡ୍ ଗାୟକ ସୋନୁ ନିଗମ ଏ କ୍ଷେତ୍ରରେ ନିଜର ସହଯୋଗ ଦେଇଛନ୍ତି। ଏବେ ସେ ଦେଶ ବାହାରେ ଅର୍ଥାତ୍ ଦୁବଇରେ ଥାଇ ମଧ୍ୟ ଭାରତରେ…
୨୦୨୦ ମସିହାକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ଅମିତାଭ !
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ। ଏବେ କରୋନା ଭାଇରସକୁ ନେଇ ମଧ୍ୟ ସେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ସମୟରେ କିଛି ନା କିଛି ପୋଷ୍ଟ କରୁଥିବା ଦେଖାଯାଇଛି। ଅତିତରେ ସେ କିଛି କବିତା…
ବ୍ରିଟେନରେ ୬ ମାସ ପର୍ଯ୍ୟନ୍ତ ବଢିପାରେ ଲକ୍ଡାଉନ୍ ଅବଧି
ଲଣ୍ଡନ,୩୦।୩: ବ୍ରିଟେନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି। ଏଠାରେ ଗୋଟିଏ ଦିନରେ ଶହ ଶହ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେବେ ଗୋଟିଏ ଦିନରେ ଶହ ଶହ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ରବିବାର ଏଠାରେ ୨୪୩୩ ନୂଆ ରୋଗୀଙ୍କୁ…
ଲକ୍ଡାଉନ୍: ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଶେଷ କଥା, ଯଦି ନେବାକୁ ଆସିପାରିବ ତେବେ ଆସ…
ଆଗ୍ରା,୩୦।୩: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ୨୧ ଦିନ ଯାଏଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ରେ ଜରୁରୀ ସେବା ଜାରି ରହିଥିବା ବେଳେ ଅନ୍ୟ କାର୍ଯ୍ୟପନ୍ଥା ସବୁ ବନ୍ଦ ରହିଛି। କାର୍ଯ୍ୟ ବନ୍ଦ ହୋଇଯିବାରୁ ଶ୍ରମିକମାନଙ୍କ…
କରୋନା ସମ୍ପର୍କରେ ଜାଣିବା ପାଇଁ ୭୪ ପ୍ରତିଶତ ଭାରତୀୟ ଅଗ୍ରଣୀ ଗଣମାଧ୍ୟମ ଉପରେ କରୁଛନ୍ତି ନିର୍ଭର !
ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇଥିବାରୁ ଭାରତ ସରକାର ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଘରେ ବନ୍ଦ ଥିବା ୧୩୦ କୋଟି ଭାରତୀୟଙ୍କ ମଧ୍ୟରୁ ୯୬ କୋଟି…
୯ ହଜାର ଡାକ୍ତର, ନର୍ସ କରୋନା ସଂକ୍ରମିତ: ଧ୍ୟାନର ସାହାରା ନେଲା ସ୍ପେନ୍ ହସ୍ପିଟାଲ!
ମ୍ୟାଡ୍ରିଡ୍,୩୦।୩: କରୋନା ସଂକ୍ରମଣ ଏବେ ଇଟାଲୀ ଓ ଆମେରିକାରେ ଅଧିକ ପରିମାଣରେ ଦେଖାଦେଇଥିବା ବେଳେ ସ୍ପେନ ମଧ୍ୟ କିଛି ପଛରେ ନାହିଁ। ଏବେ ସ୍ପେନରେ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏବେସୁଦ୍ଧା ସ୍ପେନରେ କରୋନା ସଂକ୍ରମଣରେ…
ଲକ୍ଡାଉନ୍: ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ରହିଛି ୨୧ ଦିନର ଖାଦ୍ୟ ସାମଗ୍ରୀ !
ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି। ତେବେ ୩୧.୪ ପ୍ରତିଶତ ଅର୍ଥାତ୍ ୪୦ କୋଟି ୮୨ ଲକ୍ଷରୁ ଅଧିକ ଭାରତୀୟଙ୍କ ଘରେ ଆସନ୍ତା ୨୧…
କରୋନା ମାଧ୍ୟମରେ ପ୍ରକୃତି ଦେଇଛି ଆଗତ ବିପଦର ସଚେତନତା ବାର୍ତ୍ତା
ଓ୍ବାଶିଂଟନ,୩୦।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୯ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ସେହିପରି ମୃତ୍ୟୁ ସଂଖ୍ୟା ୩୩ ହଜାର ଟପିଛି। ତେବେ କରୋନା ଭଳି ମହାମାରୀ ମାଧ୍ୟମରେ ପୃଥିବୀ ଉପରେ ଥିବା…
Archives


