କରୋନା ଭାଇରସ୍‌

କରୋନା ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ପୌର କର୍ମଚାରୀ, ସାଧାରଣରେ ପ୍ରଶଂସା

ଖୋର୍ଦ୍ଧା ଅଫିସ, ୭ା୪: କରୋନା ଭୁତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତିିତ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ବିନା କାରଣରେ ଘରୁ…

ଖୋର୍ଦ୍ଧାରେ ଲକ୍‌ଡାଉନ୍‌ ଉଲ୍ଲଂଘନ: ୭ ଦୋକାନ ସିଲ୍‌ କଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୭ା୪ : କୋଭିଡ୍‌-୧୯ ଭୁତାଣୁ ସଂକ୍ରମଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲା ନ ରଖିବା ଲାଗି ପ୍ରଶାସନ ପକ୍ଷରୁ କଡା ତାଗିଦ…

କରୋନା ଭାଇରସ୍‌: ପାରୋଲରେ ଆସିବେ ଲାଲୁ!

ରାଞ୍ଚି,୭।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଝାରଖଣ୍ଡ ସରକାର ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ଝାରଖଣ୍ଡ ସରକାର ବିଚାର କରୁଥିବା ଜଣାପଡ଼ିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ…

ଉତ୍ତରପ୍ରଦେଶର ୩୧ଟି ଅଞ୍ଚଳ ସମ୍ପୂର୍ଣ୍ଣ ସିଲ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶରେ ବିଭିନ୍ନ ଜିଲାର ୩୧ରୁ ଊର୍ଦ୍ଧ୍ୱ ଅଞ୍ଚଳକୁ ମଙ୍ଗଳବାର ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। ସିଲ୍‌ କରାଯାଇଥିବା ଅଞ୍ଚଳକୁ ଏବେ କେହି ଯାଆସ କରିପାରିବେ ନାହିଁ। ତେବେ ଯେଉଁ ଅଞ୍ଚଳଗୁଡିକୁ ସିଲ୍‌ କରାଯାଇଛି ସେଠାରେ ଗତ ୪୮ ଘଣ୍ଟା ମଧ୍ୟରେ ଅଧିକ…

ଭାରତ ପାଇଁ ଖୁସି ଖବର: ପ୍ରଥମଥର ପାଇଁ ୮ ଦିନ ମଧ୍ୟରେ ୨୦ ପ୍ରତିଶତ କମିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ଇତିମଧ୍ୟରେ ଗତ ୮ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। ଏପ୍ରିଲ୍‌ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା…

୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ଦିଲ୍ଲୀ: କେଜରିଓ୍ବାଲ

ନୂଆଦିଲ୍ଲୀ,୭।୪: କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ ଏବେ ଦିଲ୍ଲୀରେ ୩୦ ହଜାର କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇ ପାରିବ ବୋଲି ମଙ୍ଗଳବାର କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏଥିମଧ୍ୟରୁ ୮ ହଜାରଙ୍କ ପାଇଁ ହସ୍ପିଟାଲ ବେଡ୍‌,…

ଲକ୍‌ଡାଉନ୍‌: ଅନ୍‌ଲାଇନରେ ଯୋଗ ଶିଖାଇବେ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା, ହଲିଉଡ୍‌ ଆକ୍ଟ୍ରେସ୍‌ ଜେନିଫର ଲୋପେଜ୍‌, ଏଲେକ୍ସ ରୋଡ୍ରିଗେଜ, ମାର୍କ ମସ୍ତ୍ରୋବ ଓ ଐଶ୍ୱର୍ଯ୍ୟ ଧନୁଷ ୧୪ ଦିନିଆ ଇମ୍ୟୁନିଟି ବିଲ୍‌ଡର ପ୍ରୋଗ୍ରାମରେ ଯୋଡି ହୋଇ ଯାଇଛନ୍ତି। ମଲାଇକା ଆରୋରାଙ୍କ ଯୋଗ ଓ ଓ୍ବେଲନେସ…

ଲକ୍‌ଡାଉନ୍‌କୁ ଉଲ୍ଲଂଘନ: ଗୋଟିଏ ଦିନରେ ୩ଲକ୍ଷ ଜରିମାନା; ୪୬ଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୭।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ତେବେ ଏହାକୁ କେତେକ ଉଲ୍ଲଂଘନ କରୁଛନ୍ତି। ମହାରାଷ୍ଟ୍ରରେ ରାଜ୍ୟ ସରକାର ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏଠାରେ…

କରୋନା ଯୋଗୁ ୭ ବର୍ଷ ତଳେ ହଜିଥିବା ପୁଅକୁ ଫେରିପାଇଲେ ପରିବାର ଲୋକେ

ଛପରା,୭।୪: କରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ବିହାରର ଛପରା ଜିଲାରେ ଥିବା ଏକ ପରିବାର ପାଇଁ କିନ୍ତୁ ଖୁସିର ଖବର ନେଇ ଆସିଛି। ଛପରା ଭିଲେ ଥାନା ଅନ୍ତର୍ଗତ ପୈଗା ମିତ୍ରସେନ ଗାଁର ବାବୁଲାଲ…

କରୋନାକୁ ରୋକିବାରେ ଆମେରିକା ଅସମର୍ଥ: ସୈନ୍ୟବାହିନୀର ସହାୟତା ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭।୪: ଆମେରିକାରେ କରୋନା ସଂକ୍ରମଣ ରୋକିବାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାରଙ୍କ ପକ୍ଷରୁ ହୋଇଥିବା ସମସ୍ତ ଉଦ୍ୟମ ଫେଲ୍‌ ମାରିଛି। ଶେଷରେ ଟ୍ରମ୍ପ୍‌ ସୈନ୍ୟବାହିନୀର ସହାୟତା ଲୋଡ଼ିଛନ୍ତି। ନ୍ୟୁୟର୍କରେ କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ଆଣିବା ଳାଗି ସୈନ୍ୟ ବାହିନୀର ୧୦୦୦…

କରୋନା ସହିତ ଲଢ଼େଇ ପାଇଁ ମୋଦିଙ୍କୁ ସୋନିଆଙ୍କ ୫ ପରାମର୍ଶ

ନୂଆଦିଲ୍ଲୀ,୭।୪: କିଭଳି କରୋନା ବିରୋଧରେ ଲଢ଼େଇ କରାଯିବ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପରାମର୍ଶ ଦେଇଛନ୍ତି। ସୋନିଆ ମୋଦିଙ୍କୁ କହିଛନ୍ତି ଯେ, ବିଦେଶ ଯାତ୍ରା କମାଇବା ସହିତ ବିଜ୍ଞାପନ ଲାଗି ହେଉଥିବା ଖର୍ଚ୍ଚରେ କାଟ୍‌ କରିବା…

କରୋନାରେ ସଂକ୍ରମିତ ହେଲେ ପୋଲିସ ଅଧିକାରୀ

ଭୋପାଳ,୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ୍‌ ଘୋଷଣା କରାଯିବା ସମୟରେ କିନ୍ତୁ କାର୍ଯ୍ୟରେ ହେଳା କରୁ ନାହାନ୍ତି ପୋଲିସ। ଡାକ୍ତର, ନର୍ସଙ୍କ ପରି ଏମାନେ ମଧ୍ୟ ସେବା ଯୋଗାଇ ଦେଉଛନ୍ତି। ଜନତାଙ୍କୁ ଘରେ ସୁରକ୍ଷିତ ରଖି ଏମାନେ ରାଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri