ଆମାଜନ୍ ଜଙ୍ଗଲରେ ପହଞ୍ଚିଲା କରୋନା: ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ
ସାଓ ପାଓଲୋ,୧୨।୪: କରୋନା ସଂକ୍ରମଣ ଏବେ ବ୍ରାଜିଲ୍ର ଆମାଜନ୍ ଜଙ୍ଗଲରେ ପହଞ୍ଚିଛି। ସଂକ୍ରମଣ ଯୋଗୁ ଏଠାରେ ଜଣେ ୧୫ ବର୍ଷ ବୟସ୍କ ୟାନୋମାମି ଜନଜାତି ବାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କୁ ଏପ୍ରିଲ୍ ୩ରେ ଜ୍ୱର ହେବା ସହିତ ମୁଣ୍ଡବିନ୍ଧା, ଗଳାରେ…
ଭାରତରେ ୮୦ ପ୍ରତିଶତ କରୋନା ସଂକ୍ରମିତଙ୍କ ସ୍ଥିତି ସାମାନ୍ୟ
ନୂଆଦିଲ୍ଲୀ,୧୨।୪: ଭାରତରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ୮୦ ପ୍ରତିଶତ ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ରହିଛି। ମାତ୍ର ୨୦ ପ୍ରତିଶତ ସଂକ୍ରମିତଙ୍କ କ୍ଷେତ୍ରରେ ଗୁରୁତର ଲକ୍ଷଣ…
ତାଜ୍ ହୋଟେଲର ୬ କର୍ମଚାରୀ କରୋନା ପଜିଟିଭ୍
ମୁମ୍ବାଇ,୧୨।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇର ତାଜ୍ ହୋଟେଲରେ ୬ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ହୋଟେଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ସ୍ବାସ୍ଥ୍ୟକର୍ମୀଙ୍କ ରହିବାର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ…
ହାଇଡ୍ରୋକ୍ସିକ୍ଲୋରୋକୁଇନରେ ସବୁର ଚିକିତ୍ସା ସମ୍ଭବ ନୁହେଁ: ଏମ୍ସ ନିର୍ଦ୍ଦେଶକ
ନୂଆଦିଲ୍ଲୀ,୧୨।୪: ବର୍ତ୍ତମାନ ସମୟରେ ସାରା ବିଶ୍ୱ କରୋନାକୁ ହରାଇବାରେ ଲାଗି ପଡିଥିବା ବେଳେ ଏପର୍ଯ୍ୟନ୍ତ ଏହାପାଇଁ କୌଣସି ସଠିକ ଔଷଧ ମିଳିପାରି ନାହିଁ। ତେବେ ଏହାର ଚିକିତ୍ସା ପାଇଁ ମେଲେରିଆରେ ବ୍ୟବହାର କରାଯାଉଥିବା ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର କରାଯାଇପାରିବ ବୋଲି କିଛି…
ସୋମବାର ମହାବିଷୁବ ସଂକ୍ରାନ୍ତି: ଆରଡ଼ିରେ ହେବନାହିଁ ଜଳଲାଗି
ଆରଡ଼ି,୧୨ା୪(ଡି.ଏନ୍.ଏ) : ସୋମବାର ମହାବିଷୁବ ସଂକ୍ରାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଚଳିତବର୍ଷ ହେବ ନାହିଁ ଭକ୍ତଙ୍କ ସମାଗମ। ଲକ୍ଡାଉନ୍ ହୋଇଥିବାରୁ ୧୯ଦିନ ହେଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଛି। ପ୍ରଥା ଅନୁସାରେ ବୈଶାଖ ମାସ ସଂକ୍ରାନ୍ତି ଓ…
ଲକ୍ଡାଉନ ଖୋଲିବା ପରେ ପ୍ରିୟଜନଙ୍କ ଅନ୍ତିମ ସଂସ୍କାର ପାଇଁ ଲାଗିଲା ଲମ୍ବା ଲାଇନ୍ !
ବେଜିଂ,୧୨।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଚାଇନାର ଉହାନ ସହରରେ ଲାଗିଥିବା ୭୮ ଦିନିଆ ଲକ୍ଡାଉନ୍ ଏବେ ଶେଷ ହୋଇଛି। ଏହାପରେ ସେଠାରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ସହ ସହର ବଜାର ସବୁ ଖୋଲାଥିବା ଦେଖିବାକୁ ମିଳିଛି। ଚାଇନା ସରକାରଙ୍କ…
କରୋନାକୁ ଜିତିଲେ ୯୩ ବର୍ଷର ବୃଦ୍ଧା !
ଇସ୍ତାନବୁଲ,୧୨।୪: ଇରାନ ପରେ ଏବେ ତୁର୍କୀକୁ କରୋନା ସଂକ୍ରମଣର ହଟ୍ସ୍ପଟ ବୋଲି କୁହାଯାଉଛି। ପ୍ରତି ସପ୍ତାହରେ ଏଠାରୁ କରୋନାକୁ ନେଇ ଦୁଃଖଦ ଖବର ଆସୁଥିବା ବେଳେ ଏବେ ଏଠାରୁ ଆସିଛି ଏକ ଖୁସି ଖବର। ତୁର୍କୀର ୯୩ ବର୍ଷର ବୃଦ୍ଧା ଏଲି…
ନେପାଳରେ ଥିବା ୩ ଭାରତୀୟ କରୋନାରେ ସଂକ୍ରମିତ
ବିରଗୁଞ୍ଜ,୧୨।୪: ନେପାଳର ବିରଗୁଞ୍ଜ ସହରରେ ରହୁଥିବା ୩ ଭାରତୀୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରବିବାର ସୂଚନା ମିଳିଛି। ହେତଉଦରେ ଥିବା ଏକ ଲ୍ୟାବ୍ରେ ଟେଷ୍ଟ କରାଯିବା ପରେ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ଏହାପରେ ଏମାନଙ୍କର…
କରୋନା ସଙ୍କଟ: କାମରେ ଯୋଗ ଦେଉନାହାନ୍ତି ୨୩୪ ଡାକ୍ତର!
ପାଟନା,୧୨।୪: କରୋନା ଭାଇରସକୁ ମୁକାବିଲା କରିବାକୁ ଡାକ୍ତର, ନର୍ସଙ୍କର ବିଶେଷ ଭୂମିକା ଥିବା ବେଳେ ବିହାରରେ କିନ୍ତୁ ଏଥିରେ କିଛି ମାତ୍ରାରେ ବ୍ୟତିକ୍ରମ ଦେଖାଦେଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ବିହାରର ପାଖାପାଖି ୯ଟି ମେଡିକାଲ କଲେଜ ହସ୍ପିଟାଲର…
କରୋନା ସଚେତନତା ସୃଷ୍ଟିକଲେ ଯୁବଗୋଷ୍ଠୀ
ବନ୍ତ,୧୨ା୪(ଡି.ଏନ୍.ଏ.) : ଭଦ୍ରକ ଜିଲା ବନ୍ତ ପଞ୍ଚାୟତ ସଖୀପାଟଣା ଗ୍ରାମରେ କରୋନା ଭୂତାଣୁ ପ୍ରତିହତ ପାଇଁ ଚାରିଆଡ଼େ ସଫେଇ ଚାଲିଛି। ୱାର୍ଡ ସଭ୍ୟା ଗୀତାଞ୍ଜଳି ବାରିକଙ୍କ ତତ୍ତ୍ୱାବଧାନରେ ବ୍ଲକ ସାଧନ ପ୍ରଶିକ୍ଷକ ପ୍ରଫୁଲ୍ଲ ଦାସ, ଘନଶ୍ୟାମ ବେହେରା, ଗୁରୁଚରଣ ବେହେରା, ସଞ୍ଜୀବ୍…
ପୋଲିସ ଉପରେ ଆକ୍ରମଣ: କଟିଲା ଏଏସ୍ଆଇଙ୍କ ହାତ
ଚଣ୍ଡିଗଡ଼,୧୨।୪: କରୋନା ଭାଇରସକୁ ନେଇ ପଞ୍ଜାବ ସରକାର ରାଜ୍ୟରେ ଲକ୍ଡାଉନ ସହ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସମୟରେ ବାହାରକୁ ବାହାରିବାରେ କଟକଣା ରହିଛି। ହେଲେ ରବିବାର ସକାଳୁ ଜଣେ ବ୍ୟକ୍ତି ପରିବା କିଣିବା ପାଇଁ ଆସିଥିବା ବେଳେ ପୋଲିସ ତାଙ୍କୁ…
ରାଜ୍ୟରେ ଜଣେ ନ ଥିଲେ କରୋନା ପଜିଟିଭ ଏବେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ୨୯
ଗୁଆହାଟୀ,୧୨।୪: କରୋନା ଭାଇରସ କେତେବେଳେ କେଉଁଠି କିଭଳି ତାଣ୍ଡବ ରଚୁଛି ତାହା ବୁଝିବା କଷ୍ଟକର ବ୍ୟାପାର ପାଲଟିଯାଇଛି। କରୋନା ସଂକ୍ରମଣରେ ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ ଦେଶ ନିଜକୁ ଅସହାୟ ମଣୁଥିବା ବେଳେ ଏବେ ଏହି ଭାଇରସକୁ ସାରା ପୃଥିବୀ ଏକ…
Archives


