ବିଶ୍ରାରେ ୪୮ ଘଣ୍ଟା ବଢ଼ିଲା କଣ୍ଟେନମେଣ୍ଟ ଅବଧି
ସୁନ୍ଦରଗଡ଼, ୧୪।୪ (ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବିଶ୍ରାରେ ଦୁଇ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବାପରେ ଜିଲାପ୍ରଶାସନ ପକ୍ଷରୁ ଗତ ୧୨ ତାରିଖରେ ସମ୍ପୃକ୍ତ ଅଞ୍ଚଳକୁ ୪୮ଘଣ୍ଟ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଅଞ୍ଚଳଭାବେ ଘୋଷଣା କରାଯାଇଥିଲା। ମାତ୍ର ମଙ୍ଗଲବାର ଜିଲା ପ୍ରଶାସନ ପକ୍ଷରୁ…
ଲକ୍ଡାଉନ: ଅନ୍ଲାଇନ ବିବାହରେ ସାମିଲ ହେଲେ ୨ଶହ ଅତିଥି
ଟେକ୍ସାସ,୧୪।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଏକ ପ୍ରକାର ଲକ୍ଡାଉନ୍ ହୋଇ ଯାଇଛି କହିଲେ ଚଳେ। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ସଂକ୍ରମଣ ଏବେ ୨ ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ଏଥିରେ ବିଶେଷ କ୍ଷତିଗ୍ରସ୍ତ…
ଲକ୍ଡାଉନ୍ରୁ ବଢ଼ିଛି ଘରୋଇ ହିଂସା: ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରିବାକୁ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ମାର୍ଚ୍ଚ ୨୧ରୁ ରାଜ୍ୟରେ ଲକ୍ଡାଉନ୍ ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଲୋକମାନେ ନିଜ ନିଜ ଘରେ ରହିଛନ୍ତି। ଘରେ ରହିବା ଯୋଗୁ ପାରିବାରିକ ହିଂସା ବଢ଼ୁଥିବା ଜଣାପଡ଼ିଛି। କୋଭିଡ୍ ପାଇଁ ବ୍ୟସ୍ତ ଥିବା ପୋଲିସ ପାରିବାରିକ ହିଂସା ସଂକ୍ରାନ୍ତ…
କୃଷିଜାତ ସାମଗ୍ରୀ ପରିବହନରେ ଚାଷୀଙ୍କୁ ଯେପରି ଅସୁବିଧା ନ ହୁଏ: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୪।୪(ବ୍ୟୁରୋ): ଲକ୍ଡାଉନ୍ ସମୟରେ ଚାଷୀମାନେ ଯେପରି ସେମାନଙ୍କର ଉତ୍ପାଦିତ ସାମଗ୍ରୀର ପରିବହନ ତଥା କୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହେ ମଧ୍ୟରେ ପ୍ରତି…
ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ
ବଲାଙ୍ଗୀର ଅଫିସ, ୧୪।୪: ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀର କିସ୍ କ୍ୟାମ୍ପସରେ ପ୍ରତିଷ୍ଠା କରାଯାଇଥିବା ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଏ ନେଇ ଜିଲାପାଳ ଅରିନ୍ଦମ ଡାକୁଆ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ଏହି ହସ୍ପିଟାଲରେ…
ରମଜାନ୍ର ପ୍ରଥମ ୧୦ ଦିନ ଲକ୍ଡାଉନ୍ରେ: ଘରେ ରହି ପାଳନ କରିବାକୁ ସରକାର ଦେଲେ ପରାମର୍ଶ
ନୂଆଦିଲ୍ଲୀ,୧୪।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସମୟରେ ଏପ୍ରିଲ୍ ୨୪ରୁ ରମଜାନ୍ ମାସ ଆରମ୍ଭ ହେଉଛି। ରମଜାନ୍ର ପ୍ରଥମ ୧୦ ଦିନ ଲକ୍ଡାଉନ୍ ମଧ୍ୟରେ…
କମୁଛି ସଂକ୍ରମିତଙ୍କ ସଂଖ୍ୟା
ଥିରୁଭାନନ୍ତପୁରମ,୧୪।୪: କରୋନା ଭାଇରସ ପ୍ରଥମେ କେରଳରେ ବହୁ ସଂଖ୍ୟାରେ ଦେଖାଯାଇଥିବା ବେଳେ ଧିରେ ଧିରେ ମହାରାଷ୍ଟ୍ରରେ ବି ଏହି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଲା। ଏବେ କିନ୍ତୁ କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା କହିଛନ୍ତି ବର୍ତ୍ତମାନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ…
ରାଜଧାନୀରେ ଡ୍ରୋନ ଯୋଗେ ପରୀକ୍ଷାମୂଳକ ଭାବେ ବିଶୋଧନ ଆରମ୍ଭ
ଭୁବନେଶ୍ୱର, ୧୪।୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଡ୍ରୋନ୍ ଯୋଗେ ବିଶୋଧନ କାର୍ଯ୍ୟ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହାକୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଆରମ୍ଭ କରିଛି। ଏ ନେଇ ବିଏମ୍ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସୂଚନା…
ଲକ୍ଡାଉନ୍ର ପ୍ରଭାବ: ଭାରତର ଅଭିବୃଦ୍ଧି ହାର ରହିବ ଶୂନ ପ୍ରତିଶତ; ୨୩୪,୦୦ କୋଟି ଡଲାର କ୍ଷତି ସହିବ ଦେଶ
ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍ଡାଉନ୍ରେ ଜାରି ହୋଇଛି। ତେବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଦୋହଲି ଯିବାର ଆଶଙ୍କା ରହିଛି ବୋଲି ବ୍ରିଟିଶ୍ ବ୍ରୋକରେଜ୍ କମ୍ପାନୀ ବାର୍କଲେ ପକ୍ଷରୁ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଲକ୍ଡାଉନ୍…
କରୋନା ସଂକ୍ରମଣ ମା’ଙ୍କ ଠାରୁ ନବଜାତକଙ୍କୁ ହେବାର ରହିଛି ବି ଆଶଙ୍କା !
ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ନେଇ ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ୍ (ଆଇସିଏମ୍ଆର୍) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମିତ ମା’ଙ୍କ ଠାରୁ ଜନ୍ମ ହେଉଥିବା ନବଜାତକଙ୍କୁ ମଧ୍ୟ ସଂକ୍ରମଣର ହେବାର ଆଶଙ୍କା ରହିଛି। ତେବେ…
କୋଭିଡ-୧୯: ଓଡ଼ିଶାର ଭଲ କାମ ପାଇଁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନ, ପୋଲିସ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪।୪(ବ୍ୟୁରୋ): କରୋନା ସଂକ୍ରମଣ ନିୟନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ସ୍ବାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପ୍ରଶାସନ, ପୋଲିସ ଅଧିକାରୀ, ସଫେଇ କର୍ମଚାରୀ ଏବଂ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ…
ଖରାଦିନେ କରୋନା ସଂକ୍ରମଣ କମିବା ଆଶଙ୍କା କମ୍: ଭାରତ-ବ୍ରାଜିଲ୍ରେ ୨ ଗୁଣା ବେଗରେ ପାଉଛି ବୃଦ୍ଧି; ଶୀତପ୍ରଧାନ ଦେଶରେ ରଚିଥିଲା ୯୦ ଦିନର ମୃତ୍ୟୁ ତାଣ୍ଡବ !
ଓ୍ବାଶିଂଟନ,୧୪।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀର ଆତଙ୍କ ଦେଖାଦେଇଛି। ଗତ ୯୦ ଦିନ ଧରି କରୋନା ପୃଥିବୀର ଶୀତପ୍ରଧାନ ଦେଶଗୁଡ଼ିକରେ ମୃତ୍ୟୁର ତାଣ୍ଡବ ରଚିଥିଲା। ଏବେ ଗତ ୧୨ ଦିନ ଧରି ଗ୍ରୀଷ୍ମପ୍ରଧାନ ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଗ୍ରୀଷ୍ମପ୍ରଧାନ…
Archives


