୬୬ରେ ପହଞ୍ଚିଲା ରାଜଧାନୀର କଣ୍ଟେନମେଣ୍ଟ ଜୋନ୍
ନୂଆଦିଲ୍ଲୀ,୧୭।୪: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଠାରେ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ମଧ୍ୟ ବଢି ଚାଲିଛି। ଶୁକବ୍ରାର ସୁଦ୍ଧା ସଙ୍ଗମ ବିହାରକୁ ନେଇ ରାଜଧାନୀ ଦିଲ୍ଲିୀର କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୬୬ରେ ପହଞ୍ଚିଛି। ସଙ୍ଗମ ବିହାରରେ…
କରୋନା ଟେଷ୍ଟ କଲେ ମୁଖ୍ୟମନ୍ତ୍ରୀ
ଅମରାବତୀ,୧୭।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନମୋହନ ରେଡ୍ଡୀ ଶୁକ୍ରବାର ତାଙ୍କର କୋଭିଡ-୧୯ ଟେଷ୍ଟ କରାଇଛନ୍ତି। ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ରାପିଡ ଟେଷ୍ଟ କିଟ୍ ମାଧ୍ୟମରେ ସେ ଏହି ଟେଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ କୋରିଆରୁ ଶୁକ୍ରବାର ୧…
ଖୁସି ଖବର: ଗୋଟିଏ ଦିନରେ ସୁସ୍ଥ ହେଲେ ୧୦, ଚିହ୍ନଟ ହେଲେ ୧
ଥିରୁଭାନନ୍ତପୁରମ,୧୭।୪: କେରଳରେ କରୋନା ସଂକ୍ରମଣ ପ୍ରଥମେ ଦ୍ରୁତ ଗତିରେ ମାଡି ଚାଲିଥିବା ବେଳେ ଏବେ ସେଠାରୁ ଆସିଛି ଖୁସି ଖବର। ଶୁକ୍ରବାର ସେଠାରେ ଜଣେ ମାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ ରୋଗୀ ସୁସ୍ଥ ହୋଇଥିବା କହିଛି…
୧ ଲକ୍ଷ କୋଭିଡ-୧୯ ରାପିଡ ଟେଷ୍ଟିଂ କିଟ୍ ଗ୍ରହଣ କଲା ଆନ୍ଧ୍ର ପ୍ରଦେଶ
ଅମରାବତୀ,୧୭।୪: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବାରୁ ଏବେ ଏହାର ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ଉଭୟ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର। ଏହି କ୍ରମରେ ଶୁକ୍ରବାର ଆନ୍ଧ୍ରପ୍ରଦେଶ ସରକାର ଦକ୍ଷିଣ କୋରିଆରୁ ଆସିଥିବା ୧…
କ୍ୱାରାଣ୍ଟାଇନକୁ ଗଲେ ୨୬ ପୋଲିସ
ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଦିଲ୍ଲୀରେ ତା’ର କାୟା ବିସ୍ତାର କରି ଚାଲିଛି। ଜଣେ ଷ୍ଟେଶନ ହାଉସ ଅଫିସରଙ୍କ ସମେତ ଶୁକ୍ରବାର ୨୬ ଜଣ ପୋଲିସ କରୋନା ସଂକ୍ରମଣ ସନ୍ଦେହରେ କ୍ୱାରାଣ୍ଟାଇନକୁ ଯାଇଥିବା ସୂଚନା ମିଳିଛି। ପୂର୍ବରୁ ୨ କନଷ୍ଟେବଳ କରୋନା ପଜିଟିଭ…
୩ ମାସ ପର୍ଯ୍ୟନ୍ତ ଘରଭଡା ଆଦାୟ କରିବେନି ମାଲିକ
ମୁମ୍ବାଇ,୧୭।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍ଡାଉନ୍ ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନଜୀବିକା ଉପରେ ଏହା ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଷ୍ଟେଟ ହାଇସିଂ ଡିପାର୍ଟମେଣ୍ଟ ଶୁକ୍ରବାର ଘୋଷଣା କରିଛି କି ରାଜ୍ୟରେ ଘର ମାଲିକମାନେ ଅତିକମ୍ରେ…
ଭାରତରେ ୩ ମାସ ରହିବ କରୋନା ଭୂତାଣୁ !
ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍ ପଡିନାହିଁ ତେବେ କରୋନାଠାରୁ ଦୂରେଇ ରହିବାକୁ ସବୁ ସ୍ତରରେ ଚେଷ୍ଟା ଚାଲିଥିବା ବେଳେ ଶୁକ୍ରବାର ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍)ର…
କୋଭିଡ-୧୯: ଲିଡ୍ସ କିମ୍ବଦନ୍ତୀ ଫୁଟବଲର ହଣ୍ଟରଙ୍କ ପରଲୋକ
ଲଣ୍ଡନ,୧୭।୪(ଏଏଫ୍ପି): ଲିଡ୍ସ କିମ୍ବଦନ୍ତୀ ତଥା ଇଂଲଣ୍ଡ ପୂର୍ବତନ ଫୁଟବଲର ନର୍ମାନ ହଣ୍ଟର ୭୬ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ସେ ପରଲୋଗ ଗମନ କରିଛନ୍ତି ବୋଲି ଶୁକ୍ରବାର ତାଙ୍କ ପୂର୍ବତନ କ୍ଲବ ଲିଡ୍ସ ତରଫରୁ ସୂଚନା ଦିଆଯାଇଛି। କରୋନା…
କୋଭିଡ-୧୯ ମୁକାବିଲା: ୫୧ ଲକ୍ଷ ଟଙ୍କା ଦେବ ସିସିଆଇ
ମୁମ୍ବାଇ,୧୭।୪(ପି.ଟି.): କୋଭିଡ୍-୧୯ ମୁକାବିଲାରେ ଏବେ ସାମିଲ ହୋଇଛି କ୍ରିକେଟ କ୍ଲବ ଅଫ୍ ଇଣ୍ଡିଆ (ସିସିଆଇ)। କରୋନା ଭାଇରସ ମୁକାବିଲା ପାଇଁ ସିସିଆଇ ୫୧ ଲକ୍ଷ ଟଙ୍କା ଦାନ କରିବାକୁ ଶୁକ୍ରବାର ଘୋଷଣା କରିଛି। ଏହି ଅର୍ଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ…
କୋଭିଡ-୧୯: ଜର୍ମାନୀ, ଫ୍ରାନ୍ସରେ ଗଲ୍ଫ ଟୁର୍ନାମେଣ୍ଟ ବାତିଲ
ଓ୍ବାଶିଂଟନ,୧୭।୪(ଏପି): କରୋନା ଭାଇରସ ସଂକ୍ରମଣ କାରଣରୁ ୟୁରୋପିୟ ଦେଶ ଫ୍ରାନ୍ସ ଓ ଜର୍ମାନୀରେ ଗଲ୍ଫ ଟୁର୍ନାମେଣ୍ଟଗୁଡିକ ବାତିଲ କରାଯାଇଛି। ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ ଓ ଫ୍ରାନ୍ସରେ ଓପନ୍ ଡି ଫ୍ରାନ୍ସ ଗଲ୍ଫ ଟୁର୍ନାମେଣ୍ଟ ବାତିଲ ହୋଇଛି।…
କରୋନା ଯୁଦ୍ଧରେ ଭାରତ ଆଗରେ: ଲଭ ଅଗ୍ରଓ୍ବାଲ
ନୂଆଦିଲ୍ଲୀ,୧୭।୪: ଭାରତ କରୋନା ଯୁଦ୍ଧରେ ଆଗରେ ରହିଛି ବୋଲି ଶୁକ୍ରବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ। ସେ କହିଛନ୍ତି ଦେଶରେ ଯେଉଁ ପରିମାଣରେ କରୋନା ସଂକ୍ରମଣ ବଢି ଚାଲିଥିବା ବର୍ତ୍ତମାନ ଏହା ୪୦ ପ୍ରତିଶତ…
ଫିଫା ବିଶ୍ୱକପ୍: ଷ୍ଟାଡିୟମ ନିର୍ମାଣ ସ୍ଥଳରେ କରୋନା ସଂକ୍ରମଣ
ଦୋହା,୧୭।୪(ଏଏଫ୍ପି): ୨୦୨୨ ଫିଫା ବଶ୍ୱକପ୍ ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆୟୋଜନ ହେବ। ବିଶ୍ୱକପ୍ ପାଇଁ ନିର୍ମାଣାଧିନ ଷ୍ଟାଡିୟମ ନିକଟରେ କେତୋଟି କରୋନା ଭାଇରସ ସଂକ୍ରମଣ ହୋଇଥିବା ସୂଚନା ମିଳିଛି। ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମକମାନଙ୍କ ମଧ୍ୟରୁ ୩ ଜଣ…
Archives


