କରୋନା ଭାଇରସ୍‌

ଲକ୍‌ଡାଉନ୍‌ରେ ପାଠ ପଢ଼ିବେ ଦଶମ ଛାତ୍ରୀଛାତ୍ର: ସପ୍ତାହରେ ୫ ଦିନ ଦୂରଦର୍ଶନରେ ଏଜୁସାଟ୍‌ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ନିଷ୍ପତ୍ତି

ଭୁବନେଶ୍ୱର,୧୮।୪(ବ୍ୟୁରୋ): କରୋନା ମହାମାରୀ ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ କଟକଣା ଜାରି ରହିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ବିଶେଷଭାବେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ପିଲାମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।…

ରାବଣ ବଧ ସହ ଶେଷ ହେଲା ରାମାୟଣ: ରବିବାରଠାରୁ ପ୍ରସାରିତ ହେବ ‘ଉତ୍ତର ରାମାୟଣ’

ନୂଆଦିଲ୍ଲୀ,୧୮।୪: ଦେଶରେ ଳକ୍‌ଡାଉନ୍‌ ଯୋଗୁ ଦୂରଦର୍ଶନରେ ରାମାୟଣ, ମହାଭାରତ ଓ ଶକ୍ତିମାନ ଭଳି ଅନେକ ପପୁଲାର ଶୋ’ ପ୍ରସାରିତ ହେଉଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ଶନିବାର ଟେଲିକାଷ୍ଟ ହୋଇଥିବା ଏପିସୋଡ୍‌ରେ ଶ୍ରୀରାମ ରାବଣଙ୍କୁ ବଧ କରି…

ରବିବାରଠାରୁ ଭୀମସାର୍‌ରେ ହେବ କରୋନା ପୁଲ୍‌ ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରବିବାରଠାରୁ ସମ୍ବଲପୁରରେ କରୋନା ପୁଲ୍‌ ଟେଷ୍ଟ କରାଯିବ। ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମସାର)ରେ ସମୀକ୍ଷା ପରେ ଶନିବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏ ନେଇ ସୂଚନା ଦେଇଛନ୍ତି। ପ୍ରତି ସିଫ୍ଟରେ ୪୫ଜଣଙ୍କ…

ସେପ୍ଟେମ୍ବର ସୁଦ୍ଧା ଆସିବ କରୋନା ଟିକା !

ଲଣ୍ଡନ,୧୮।୪: କରୋନା ଭାଇରସର ସଂକ୍ରମଣ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ସବୁ ବିକାଶଶୀଳ ଦେଶ ଏହାକୁ ନେଇ ଗବେଷଣା ଜାରି ରଖିଛନ୍ତି। ବିଶେଷ କରି ଏହି ଭୂତାଣୁକୁ ମାରିବାକୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥିବାରୁ ଏହା…

ଗଞ୍ଜାମରୁ ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ସାମୀ ସିଲ୍‌ : ୨୪ ଘଣ୍ଟିଆ ଯାଞ୍ଚ, ସିସିଟିଭି ବ୍ୟବସ୍ଥା

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମର ଆନ୍ଧ୍ର, ଖୋର୍ଦ୍ଧା, ପୁରୀ ଜ଼ିଲା ସୀମାକୁ ସିଲ୍‌ କରାଯାଇଛି। ଜିଲାପାଳ ବୁଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶରେ ଗଞ୍ଜାମ-ଆନ୍ଧ୍ର ସୀମାନ୍ତ ବଳରାମପୁର ଠାରେ ଚେକ୍‌ଗେଟ କରାଯାଇ ଯାଞ୍ଚ କରାଯାଉଛି। ଏଥିସହ ୧୬…

ଗଞ୍ଜାମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ଡ୍ୟାନ୍ସିଂ ପ୍ରତିଯୋଗିତା, ୨୫ରୁ ଆରମ୍ଭ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ନେଇ ଲକ୍‌ଡାଉନ ସମୟରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଙ୍ଗ ପ୍ରତିଯୋଗିତା ଏବଂ ଫଟୋସପ୍‌ ଶିକ୍ଷା ଆଦି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା। ଏବେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ସୋଲୋ ଡ୍ୟାନ୍ସିଂ ସୁପରଷ୍ଟାର ପ୍ରତିଯୋଗୀତା ଆୟୋଜନ କରିବା…

ରାଜସ୍ଥାନରେ କରୋନା ର଼୍ୟାପିଡ୍‌ ଟେଷ୍ଟ୍‌ ଆରମ୍ଭ: ପ୍ରଥମ ଦିନରେ ସମସ୍ତ ୫୨ ରିପୋର୍ଟ ନେଗେଟିଭ୍‌

ଜୟପୁର,୧୮।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ହଟ୍‌ ସ୍ପଟ୍‌ ଅଞ୍ଚଳରେ ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ଆରମ୍ଭ ହୋଇଛି। ପ୍ରଥମ କରି ରାଜସ୍ଥାନର ଜୟପୁରରେ ଏହାର ଆରମ୍ଭ ହୋଇଛି।…

କରୋନାକୁ ହରାଇ ଘରକୁ ଫେରିଲେ ବଲିଉଡ୍‌ ପ୍ରଯୋଜକ

ମୁମ୍ବାଇ,୧୮।୪: ବଲିଉଡ୍‌ ପ୍ରଯୋଜକ କରିମ ମୋରାନି ଓ ତାଙ୍କ ୨ଝିଅ ଶଜା ଓ ଜୋଆ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ। ପୂର୍ବରୁ କରୋନା କବଳରୁ ଶଜା ଓ ଜୋଆ ବାହାରି ଘରକୁ ଫେରିଥିବା ବେଳେ ଏବେ କରିମ କରୋନାକୁ ହରାଇ ସୁସ୍ଥ…

ଦୁଇଦିନ ପୂର୍ବେ ଜନ୍ମନେଇଥିବା ଶିଶୁର ମା’ କରୋନା ପଜିଟିଭ

ରାଞ୍ଚି,୧୮।୪: ଝାଡଖଣ୍ଡ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ମହିଳା ୨ ଦିନ ତଳେ ଏକ ସନ୍ତାନ ପ୍ରସବ କରିଥିଲେ। ଏବେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏହାପରେ ତାଙ୍କର ଶିଶୁକୁ ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଛି। ତେବେ ବିଶେଷଜ୍ଞଙ୍କ ପରାମର୍ଶ କମେ…

କରୋନା ଚିକିତ୍ସା ଉପକରଣ ଆଣିବା ଲାଗି ଚାଇନା ଗଲା ଏୟାର ଇଣ୍ଡିଆ ବି-୭୮୭ ବିମାନ

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ବିରୋଧର ଲଢ଼େଇ ଜାରି ରହିଛି। ଦେଶରେ ଆବଶ୍ୟକ ଚିକିତ୍ସା ଉପକରଣର ଅଭାବ ପୂରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଅନ୍ତର୍ଗତ ଏୟାର ଇଣ୍ଡିଆର ବିି-୭୮୭ ବିମାନ ଚାଇନା ଯାତ୍ରା କରିଛି। କରୋନା…

କରୋନା ସଂକ୍ରମଣ: ଆମେରିକା-ଚାଇନା ପରସ୍ପର ମୁଣ୍ଡରେ ଅଠା ବୋଲିବାକୁ କରୁଛନ୍ତି ଯୋଜନା; ମିଳିତ ରିସର୍ଚ୍ଚରେ ଫାଟ !

ଓ୍ବାଶିଂଟନ/ବେଜିଂ,୧୮।୪: ପୃଥିବୀରେ ହୋଇଥିବା କରୋନା ସଂକ୍ରମଣ ନେଇ ଏବେ ଆମେରିକା ଚାଇନା ପରସ୍ପର ମୁଣ୍ଡରେ ଅଠା ବୋଳିବାକୁ ଯୋଜନା କରୁଛନ୍ତି। ଗଣମାଧ୍ୟମ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଚାଇନାର ଉହାନ ସ୍ଥିତ ଲ୍ୟାବ୍‌ରୁ…

ବଲାଙ୍ଗୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୧୮।୪: ବଲାଙ୍ଗୀର କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସ (କିସ) ପରିସରରେ କାର୍ଯ୍ୟକ୍ଷମ କୋଭିଡ ହସ୍ପିଟାଲକୁ ଶନିବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫-ଟି ସଚିବ ଭି. କେ. ପାଣ୍ଡିଆନ ପରିଦର୍ଶନ କରିଛନ୍ତି। ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri