କରୋନା ଭାଇରସ୍‌

କରୋନା ଭୟ: ମୃତଦେହ ଛୁଇଁଲେନି ଗ୍ରାମବାସୀ

ସିମୁଳିଆ, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ଶ୍ରୀଧର ଦଳାଇ(୫୦) ନାମକ ବ୍ୟକ୍ତିଙ୍କ ମୃତଦେହକୁ କରୋନା ଭୟରେ ଗ୍ରାମବାସୀ ନ ଛୁଇଁବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଫଳରେ…

ଭୁବନେଶ୍ୱରରେ ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ଘରୁ ବାହାରିବା ମନା

ଭୁବନେଶ୍ୱର,୪ା୫ (ବ୍ୟୁରୋ):ରାଜଧାନୀକୁ ରେଡ୍‌ଜୋନରେ ଘୋଷିତ କରାଯିବା ପରେ ପ୍ରଶାସନ ପକ୍ଷରୁ କିଛିଟା କଟକଣା କରାଯାଉଛି। ଦିନରେ ପରିବା ବେପାରୀଙ୍କଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ପାଇଁ ଅନେକ ଲୋକଙ୍କୁ ଛଡାଯାଉଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ରାଜଧାନୀ ରାସ୍ତା ଦିନରେ ଗହଳି…

କଟକଣା ମାନି ରଥଯାତ୍ରା ଆୟୋଜନ ହେଉ

ପୁରୀ ଅଫିସ, ୪ା୫: ମହାମାରୀ କରୋନା ପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସ୍ଥିତିରେ ପୁଣିଥରେ ରଥଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଦଇତାପତି ନିଯୋଗ। କରୋନା ପାଇଁ ରଥଯାତ୍ରା…

ଗରିବଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

କୋଣାର୍କ,୪।୫(ଡି.ଏନ.ଏ.): କୋଣାର୍କ ଏନଏଏସି ଅଧିନସ୍ଥ ୧୧ନଂ ୱାର୍ଡ ନଳକଣ କେଳା ସାହିଠାରେ କୋଣାର୍କ ସାମ୍ବାଦିକ ସଂଘ ଓ ଗୋପ ମହିଳା ମହାସଂଘ ମିଳିତ ଆନୁକୂଲ୍ୟରେ ଗରିବଙ୍କୁ ମାସ୍କ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଲକଡାଉନ ଯୋଗୁ ଖାଦ୍ୟ ପାଉ ନ…

ମାସ୍କ ନ ପିନ୍ଧି ୬୦ଜଣ ଦେଲେ ଜରିମାନା

କୋଣାର୍କ,୪।୫(ଡି.ଏନ.ଏ.): କରୋନା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଏହାକୁ ଅବମାନନା କରିଥିବାରୁ ସୋମବାର କୋଣାର୍କର ୬୦ଜଣଙ୍କ ଜରିମାନା ଦେଇଛନ୍ତି। ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ ଓ କୋଣାର୍କ ଥାନା ଅଧିକାରୀ ରଂଜନ…

ପିପିଲିରେ ଖୋଲିଲା କୋଭିଡ୍‌ ଶେଡ, ସମୀକ୍ଷା କଲେ ମନ୍ତ୍ରୀ

ପିପିଲି,୪।୫(ସ୍ବ.ପ୍ର.): ପିପିଲିର ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ ପ୍ରବାସୀମାନଙ୍କ ପାଇଁ ପୁରୀ ଜିଲା ଅଭ୍ୟର୍ଥନା କକ୍ଷ(କୋଭିଡ ଶେଡ) ଖୋଲାଯାଇଛି। ପୁରୀକୁ ପ୍ରବାସୀଙ୍କୁ ନେଇ ଆସୁଥିବା ପ୍ରତ୍ୟେକ ବସକୁ ଏଠାରେ ଅଟକା ଯାଇ ଚେକିଠ କରାଯିବ। ଜିଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଏଠାରେ…

ପୋଲିସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଖପ୍ରାଖୋଲ, ୪ା୫(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ ତଳି ମହୁଲପାଲି ଗାଁରେ ସ୍ଥାନୀୟ ପୋଲିସ୍‌ ତରଫରୁ କରୋନା ସଚେତନତା ସହ ଜନସମ୍ପର୍କ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି,…

କରୋନା ଯୋଦ୍ଧାଙ୍କୁ ସମ୍ମାନ: ଯୁଦ୍ଧ ଜାହାଜରେ ଜଳିଲା ଲାଇଟ୍‌

ପାରଦୀପ,୪ା୫(ସ୍ବ.ପ୍ର.): କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ନିମନ୍ତେ ଭାରତୀୟ ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଅଭିନବ ଉପାୟରେ ସମ୍ମାନ ଜଣାଯାଇଛି। ପୂର୍ବ ଉପକୂଳ ସୀମାର ସାଗରଦୀପ, ପୁରୀ ଓ ପାରୀଦୀପ ସମୁଦ୍ରରେ ଥିବା ପାଟ୍ରୋଲିଂ ଯୁଦ୍ଧ ଜାହଜଗୁଡିକରେ ସବୁଜ, କମଳା ରଙ୍ଗର ଲାଇଟ୍‌…

ଫେରନ୍ତା ପ୍ରବାସୀଙ୍କ ପାଇଁ ବରୀରେ ପ୍ରସ୍ତୁତି

ବରୀ, ୪।୫ (ସ୍ବ.ପ୍ର.): ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ବରୀ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି। ୨୯ ପଞ୍ଚାୟତକୁ ନେଇ ଗଠିତ ବରୀ ବ୍ଲକ ପକ୍ଷରୁ ସୋମବାର ସୁଦ୍ଧା ୧୮୮୦ଲୋକଙ୍କ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ ସରିଛି।…

୭୬୧ ଜଣଙ୍କ ସ୍ବାବ୍‌ ନମୁନା ସଂଗୃହୀତ

ରତ୍ନଗିରି, ୪।୫ (ଡି.ଏନ.ଏ.): ବରୀ ବ୍ଲକରୁ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଳାମାଟିଆ ପଞ୍ଚାୟତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬୦ ଜଣଙ୍କ ସ୍ବାବ ନମୁନା ରବିବାର ସଂଗ୍ରହ କରାଯାଇଥିଲା। ସୋମବାର ସମ୍ପୃକ୍ତ ୬୦ ଜଣଙ୍କ ସଂସ୍ବର୍ଶରେ ଆସିଥିବା ୨୧୯…

ରଟିଣାରେ ୩୫ ଜଣଙ୍କ ସ୍ବାବ ଟେଷ୍ଟ

ଖଇରା, ୪।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ଗ୍ରାମରୁ ରବିବାର ଜଣେ ୩୪ ବର୍ଷୀୟ କଲିକତା ଫେରନ୍ତା କରୋନା ସଂକ୍ରମିତ ଥିବା ଚିହ୍ନଟ ହେବା ପରେ ଏହି ଅଞ୍ଚଳରୁ ସ୍ବାବ ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ୱରରୁ ଆସିଥିବା…

ଖଇରାରେ ଘରବାହୁଡା ପ୍ରକ୍ରିୟା ଆରମ୍ଭ

ଖଇରା, ୪।୫(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ପରେ ଖଇରା ଅଞ୍ଚଳରୁ ଓଡିଶା ବାହରେ ରହୁଥିବା ବ୍ୟକ୍ତିମାନଙ୍କର ଘର ବାହୁଡା କାର୍ଯ୍ୟ ଆରମ୍ଭ ହୋଇଛି । ସୋମବାର ସକାଳେ ସୁରଟରୁ ୨ଟି ବସ ଯୋଗେ ଏହି ଲୋକମାନେ ଖଇରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri