ବାଲେଶ୍ୱରରୁ ଚାଲି ଚାଲି ଛତିଶଗଡ଼ ଯାଉଛନ୍ତି ୨୫ ଶ୍ରମିକ: ଅଛନ୍ତି ଛୋଟ ପିଲା, ମହିଳା
ଚୌଦ୍ୱାର,୧୨।୫(ଡି.ଏନ୍.ଏ.): ବାଲେଶ୍ୱର ଜିଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ୨୫ ଶ୍ରମିକ ଚାଲିଚାଲି ଛତିଶଗଡ଼ ଯାଉଛନ୍ତି। ପ୍ରାୟ ଏକ ସପ୍ତାହ ହେବ ସେମାନେ ବାଲେଶ୍ବରରୁ ବାହାରି ଏବେ କଟକ ଜିଲା ଚୌଦ୍ୱାରରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଛୋଟ ପିଲା, ମହିଳା…
ଖୋଲିଲା ଡିଜ୍ନି ଲ୍ୟାଣ୍ଡ
ସାଙ୍ଘାଇ: କରୋନା ଭାଇରସ୍ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଚାଇନାରେ ଏହାର ପ୍ରଭାବ ଏବେ କିଛି କମିଛି। ଲକ୍ଡାଉନ୍ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଚାଇନାର ସାଙ୍ଘାଇ ଡିଜ୍ନି ଲ୍ୟାଣ୍ଡ ପାର୍କ ପୁଣି ଥରେ ଖୋଲିଛି। ମନୋରଞ୍ଜନର ଏକ…
ପୁନମ୍ ପାଣ୍ଡେ ଗିରଫ
ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ୍ ପାଣ୍ଡେ ଚର୍ଚ୍ଚାକୁ ଆସିବା ଲାଗି ଜାଣିଶୁଣି ସବୁବେଳେ ବିବାଦ ଘେରରେ ରହିଥାନ୍ତି। ଏଥର ବି ସେ ଭୁଲ୍ କରି ବିବାଦ ଘେରକୁ ଟାଣିହୋଇ ଯାଇଛନ୍ତି। ଏଥିପାଇଁ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…
ଉହାନକୁ ଫେରିଲା କରୋନା !
ବେଜିଂ,୧୨।୫: ଚାଇନାରେ କରୋନା ସଂକ୍ରମଣ ପୁଣିଥରେ ଚିନ୍ତା ବଢାଇଛି। ରୁଷ ସମୀପରେ ଅବସ୍ଥିତ ଶୁଲାନ ସହରରେ କରୋନା ପଜିଟିଭ ମିଳିବା ପରେ ଏହି ସହରକୁ ଲକ୍ଡାଉନ ଘୋଷଣା କରାଯାଇଛି। ଏବେ କିନ୍ତୁ ଗ୍ରାଉଣ୍ଡ ଜିରୋ ଉହାନରେ ପ୍ରାୟ ୩୦ ଦିନ ପରେ…
କରୋନା ଯୋଦ୍ଧାଙ୍କୁ ମାକ୍ସ, ସାନିଟାଇଜର୍ ପ୍ରଦାନ କଲେ ବିଧାୟକ
ଲୋଇସିଂହା,୧୨।୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସୁରକ୍ଷା ଉପକରଣ ଏନ୍-୯୫ ମାକ୍ସ, ସାନିଟାଇଜର୍ ଓ ଗ୍ଲୋବ୍ସ ପ୍ରଭୃତି ପ୍ରଦାନ କରାଯାଇଛି। ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ…
ହଜାର ହଜାର ଲୋକଙ୍କ ମୃତ୍ୟୁ ପାଇଁ ଦାୟୀ ଟ୍ରମ୍ପ୍: ନିର୍ବାଚନରେ ନିଜ ସ୍ବାର୍ଥ ହାସଲକୁ ଦେଉଛନ୍ତି ଗୁରୁତ୍ୱ
ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଦାର୍ଶନିକ ନୋଆମ୍ ଚୋମ୍ସ୍କେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ନୋଆମ୍ କହିଛନ୍ତି ଦେଶରେ କରୋନା ଯୋଗୁ ଘଟିଥିବା ହଜାର ହଜାର ଲୋକଙ୍କ ମୃତ୍ୟୁ…
ଭଦ୍ରକ ଷ୍ଟେସନରେ ଅପରାହ୍ନରେ ପହଞ୍ଚିବ ସ୍ବତନ୍ତ୍ର ଟ୍ରେନ୍: ଚରମ୍ପା ଅଞ୍ଚଳରେ ୨୪ ଘଣ୍ଟିଆ କର୍ଫ୍ୟୁ
ଭଦ୍ରକ ଅଫିସ, ୧୨।୫: ପ୍ରବାସୀ ଓଡ଼ିଆଙ୍କୁ ନେଇ ଭଦ୍ରକ ଷ୍ଟେସନରେ ମଙ୍ଗଳବାର ଅପରାହ୍ନରେ ୨ଟି ସ୍ବତନ୍ତ୍ର ଟ୍ରେନ୍ ପହଞ୍ଚିବ। ଏଥିପାଇଁ ପ୍ରଶାସନ ଓ ରେଲୱେ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରବାସୀ ଓହ୍ଲାଇବା ପରେ ପ୍ରଶାସନ ପକ୍ଷରୁ ସ୍କ୍ରିନିଂ ଓ ଅନ୍ୟାନ୍ୟ…
ସଂଗୀତ ମାଧ୍ୟମରେ କରୋନା ସଚେତନତା
ଗଞ୍ଜାମ, ୧୨।୫(ଡି.ଏନ୍.ଏ.): ରାଜ୍ୟରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସରକାର ଲକ୍ଡାଉନ ଅବଧି ମଧ୍ୟ ବଢ଼ାଇ ଚାଲିଛନ୍ତି l ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।…
କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତୀୟ ଅଧିକ ସଚେତନ
ଓ୍ବାଶିଂଟନ,୧୨।୫: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସାମାଜିକ ଦୂରତା ବଜାୟ ରଖିବା ଏବଂ ଅନ୍ୟ କେତେକ ସଚେତନତା ପାଳନ କରିବା ଦ୍ୱାରା ଏଥିରୁ ଦୂରେଇ ରହିବା ସହଜ ହୋଇଥାଏ। ଏକ୍ଷେତ୍ରରେ ପୃଥିବୀର ଅନ୍ୟ ଦେଶର ଲୋକଙ୍କ ତୁଳନାରେ…
ଖଇରା ବ୍ଲକରୁ ଆଉ ୯ ପଜିଟିଭ ଚିହ୍ନଟ: ଅଛନ୍ତି ବ୍ଲକ କର୍ମଚାରୀ, ସଂଗରୋଧ କେନ୍ଦ୍ରର ରେଷେୟା
ଖଇରା,୧୨।୫(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକର ଆଉ ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୋମବାର ସନ୍ଧ୍ୟାରେ ଜଣାପଡ଼ିଛି। ଏଥିମଧ୍ୟରେ ସାରୁଗାଁ, ଡଗରପଡ଼ା, ନନ୍ଦୁର, ଜଳଦା, ସୁଣ୍ଢିରା,ବାରିଙ୍ଗିଆ ଗ୍ରାମର ବ୍ୟକ୍ତି ରହିଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଖଇରା ବ୍ଲକ କର୍ମଚାରୀ…
ଆମେରିକାରେ ଖାଦ୍ୟ ସଙ୍କଟ: କରୋନା ସଂକ୍ରମଣ ଯୋଗୁ କୋଟିଏ ୭୦ ଲକ୍ଷ ଭୋକିଲା
ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣ ଯୋଗୁ ଆମେରିକାରେ ଅଚଳାବସ୍ଥା ଦେଖାଦେଇଛି। ଦେଶର ଆର୍ଥିକ ସ୍ଥିତି ଖରାପ ହେବାକୁ ଲାଗିଛି। ସେହିପରି ଲକ୍ଡାଉନ୍ ଯୋଗୁ ବେରୋଜଗାର ହୋଇ ଲୋକେ ଖାଦ୍ୟ ଅଭାବରୁ ଭୋକିଲା ରହୁଛନ୍ତି। ଗତ ୨ ମାସ ଧରି ଏଠାରେ ଖାଦ୍ୟ ସଙ୍କଟ…
୭୦ ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧୨।୫: ଚିନ୍ତା ବଢାଇ ଚାଲିଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୦୪ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୭୦,୭୫୬ରେ। ଏହାସହ ଗତ ୨୪ ଘଣ୍ଟାରେ ୮୭ ଜଣଙ୍କ ମୃତ୍ୟୁ…
Archives


