ପ୍ରବାସୀ ଶ୍ରମିକଙ୍କ ଦୁଃଖ ଭାଜପାକୁ ଛାଡ଼ି ଅନ୍ୟମାନେ ଅନୁଭବ କରିପାରୁଛନ୍ତି: ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୨୮।୫: କରୋନା ମହାମାରୀ ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରବାସୀଙ୍କ ଦୁଃଖ ସମସ୍ତେ ଅନୁଭବ କରିପାରୁଛନ୍ତି। ତେବେ…
କୋଭିଡ ସଂଗ୍ରାମରେ ପ୍ରତିଟି ଜୀବନର ସୁରକ୍ଷା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁଇ ମାସ ଧରି ସାରା ଦୁନିଆ ଏକ କଠିନ ପରିସ୍ଥିତିର ସାମ୍ନା କରୁଛି। ବଡ଼ ବଡ଼ ଧନୀ ଦେଶ,…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୮୮୭କୁ ବୃଦ୍ଧି
ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଯାଜପୁରରୁ ସର୍ବାଧିକ ୨୫ଜଣ ଅଛନ୍ତି। ସେହିଭଳି ଗଞ୍ଜାମର ୧୯, କଟକର ୯, ପୁରୀର ୮, ନୟାଗଡ଼-କେନ୍ଦ୍ରାପଡ଼ାର ୩, କନ୍ଧମାଳ-ବଲାଙ୍ଗୀରର ୨, କେନ୍ଦୁଝର-ବୌଦ୍ଧ-ସମ୍ବଲପୁର-ଖୋର୍ଦ୍ଧାର ଜଣେ ଲେଖାଏ ଅଛନ୍ତି।…
ଭାଜପା ପ୍ରବକ୍ତା ସମ୍ବିତ ପାତ୍ରଙ୍କଠାରେ କରୋନା ଲକ୍ଷଣ: ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ,୨୮।୫: ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କଠାରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ସମ୍ବିତଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ସମ୍ବିତ ସୋସିଆଲ୍ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି।…
ଲକ୍ଡାଉନ୍ରେ ବି ଜାରି ରହିଛି ଲକ୍ଷ୍ମୀ-ନୃସିଂହ ମନ୍ଦିର ନିର୍ମାଣ କାର୍ଯ୍ୟ: ଖର୍ଚ୍ଚ ହେବ ୧୮୦୦ କୋଟି
ହାଇଦ୍ରାବାଦ,୨୮।୫: କରୋନା ମହାମାରୀରେ ମଧ୍ୟ ତେଲଙ୍ଗାନାରେ ନିର୍ମିତ ହେଉଥିବା ଲକ୍ଷ୍ମୀ-ନୃସିଂହ ମନ୍ଦିର ନିର୍ମାଣ କାର୍ଯ୍ୟ ଅଟକି ଯାଇନାହିଁ। ଏହି ମନ୍ଦିର ସ୍ଥାନୀୟ ୟଦାଦ୍ରୀ ଭୁବନଗିରି ଜିଲାରେ ରହିଛି। ଏହି ଜିଲାରେ କୌଣସି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବାରୁ ଏଠାରେ…
ସଂଗରୋଧ କେନ୍ଦ୍ରରୁ ଘରକୁ ଫେରିବାର ୩ ଦିନ ପରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ
ବେତନଟୀ,୨୮।୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଏସ୍ଏସ୍ ନହଣ୍ଡାଶୋଲ ପଞ୍ଚାୟତର ଭାଲୁବସା ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ(୫୫)ଙ୍କ ବୁଧବାର ବିଳମ୍ବିତ ରାତ୍ରିରେ ନିଜ ଘରେ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା ବେଳେ ଏହା କରୋନା…
କରୋନାକୁ ଦୂରେଇବା ଲାଗି ଛତାକୁ ଅସ୍ତ୍ର କରିଛନ୍ତି ଗ୍ରାମବାସୀ
କୋଚି,୨୮।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଛି। ଆମ ଦେଶରେ ମଧ୍ୟ ଗୋଟିଏ ଦିନରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟି ଯାଇଛି। ତେବେ କେରଳର ଉପକୂଳ ଜିଲା ଅଲପୁଝାର…
ମୁଣ୍ଡରେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ବିଧାୟିକା: ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ସଙ୍କଟ ସମୟରେ ବହୁ ବ୍ୟକ୍ତିବିଶେଷ, ସଂସ୍ଥା ତଥା ସରକାରଙ୍କ ପକ୍ଷରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛନ୍ତି। ତେଲଙ୍ଗାନାର ମୁଲୁଗୁ ବିଧାନସଭା କ୍ଷେତ୍ରର କଂଗ୍ରେସ ବିଧାୟିକା ଦାନସରି ଅନୂସୟା…
ଗଞ୍ଜାମକୁ ଟପିଲା ଯାଜପୁର
ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ରାଜ୍ୟର ୨୯ଜିଲା ଏବେ କରୋନା କବଳରେ। ଗୁରୁବାର ସକାଳେ ରାଜ୍ୟରେ ଆଉ ୬୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
କରୋନା ମୁକାବିଲା: ଦେଶର ୫୩୧ ଜିଲାରେ ନାହିଁ ଟେଷ୍ଟିଂ ଲ୍ୟାବ୍
ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା କ୍ଷେତ୍ରରେ ନମୁନା ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଦେଶର ୭୧୭ ଜିଲା ମଧ୍ୟରୁ କେବଳ ୧୮୬ ଜିଲାରେ ଟେଷ୍ଟିଂ ଲ୍ୟାବ୍…
ଭଦ୍ରକରୁ ଗଡ଼ିଲା ବସ୍
ଭଦ୍ରକ ଅଫିସ,୨୮।୫: ରାଜ୍ୟରେ ବେସରକାରୀ ବସ୍ ସେବା ଗୁରୁବାରଠାରୁ ଆରମ୍ଭ ହୋବାକୁ ପୂର୍ବରୁ ଘୋଷଣା ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭଦ୍ରକ ସହରରେ ମଧ୍ୟ ଗୁରୁବାରଠୁ ବସ୍ ସେବା ଆରମ୍ଭ ହୋଇଛି। ଭଦ୍ରକ ବନ୍ତ ଛକ ସ୍ଥିତ ଷ୍ଟାଣ୍ଡରେ ବସ୍କୁ ସମ୍ପୂର୍ଣ୍ଣ ସାନିଟାଇଜିଂ…
CORONAVIRUS UPDATE: ୬୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଗଞ୍ଜାମରେ ସର୍ବାଧିକ…
Archives


