ଭିକ ମାଗି ସମାଜସେବା କରୁଥିବା ରାଜୁଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ,୩୧।୫: କରୋନା ମହାମାରୀ ସଙ୍କଟ ସମୟରେ ଭିକ ମାଗି ସମାଜସେବା କରୁଥିବା ପଞ୍ଜାବର ପଠାଣକୋଟ ବାସିନ୍ଦା ରାଜୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ରାଜୁ ନିଜେ ଦିବ୍ୟାଙ୍ଗ। ସେ ଭିକ ମାଗି ଚଳିଥାନ୍ତି। ତେବେ…
ଖରାପ ରହିଲା ଲକ୍ଡାଉନ ୪.୦: ପ୍ରତି ଘଣ୍ଟାରେ ସଂକ୍ରମିତ ହେଲେ ୨୭୧ ଜଣ
ନୂଆଦିଲ୍ଲୀ,୩୧।୫: ବେଳକୁ ବେଳ ଚିନ୍ତା ବଢାଇ ଚାଲିଛି କରୋନା ଭାଇରସ ସଂକ୍ରମଣ। ଏହାକୁ ରୋକିବାକୁ ଦେଶରେ ଗତ ମାର୍ଚ୍ଚ ମାସଠାରୁ ଲକ୍ଡାଉନ ଜାରି କରାଯାଇଛି। ତେବେ ମେ’ ୧୬ ପରେ ଜାରି କରାଯାଇଥିବା ଲକ୍ଡାଉନ ୪.୦ ସବୁଠାରୁ ଖରାପ ରହିଲା ବୋଲି…
ପନିପରିବା-ଫଳ ବିକ୍ରେତାଙ୍କର ହେବ କରୋନା ଟେଷ୍ଟ
ଦୋଡା,୩୧।୫: କରୋନା ଭାଇରସ ସଂକ୍ରମଣ ଧିରେ ବୃଦ୍ଧି ପାଉ ଥିବାରୁ ଏବେ ଏହା ସରକାରଙ୍କ ସମେତ ସାଧାରଣ ଜନତାଙ୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି। ଜମ୍ମୁ-କଶ୍ମୀରର ଦୋଡା ଜିଲା ପ୍ରଶାସନ ପକ୍ଷରୁ ପନିପରିବା ବା ଫଳ ବ୍ୟବସାୟୀ ଓ ହୋଲ୍ସେଲରଙ୍କର କରୋନା…
କ୍ୱାରାଣ୍ଟାଇନରେ ମନ୍ତ୍ରୀ ସତପାଲ ମହାରାଜ
ଡେରାଡୁନ,୩୧।୫: ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ ଏବେ କ୍ୱାରାଣ୍ଟାଇନରେ। ତାଙ୍କ ଧର୍ମପତ୍ନୀ ଅମ୍ରିତା ରାଓ୍ବତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ମନ୍ତ୍ରୀ ସତପାଲ ମହାରାଜ କ୍ୱାରାଣ୍ଟାଇନରେ ରହିବା ଆରମ୍ଭ କରିଛନ୍ତି। ଏହାସହ ତାଙ୍କ ଘରେ ରହୁଥିବା ପ୍ରାୟ…
ଏବେ ଦେଶ ହେଲା ଅନ୍ଲକ୍, ସତର୍କତା ଜରୁରୀ: ମୋଦି
ନୂଆଦିଲ୍ଲୀ,୩୧।୫: ଏବେ ଦେଶ ଅନ୍ଲକ୍ ହୋଇଛି। ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ଦେଶର ଏକ ବୃହତମ କ୍ଷେତ୍ରକୁ ଖୋଲି ଦିଆଯାଇଛି। ତେବେ କରୋନା ମହାମାରୀ ରହିଛି। ତେଣୁ ପ୍ରତିଟି କାର୍ଯ୍ୟରେ ତଥା କ୍ଷେତ୍ରରେ ସତର୍କତା ଜରୁରୀ। ୬୫ ତମ ମନ୍ କି ବାତ୍…
ବେଲଜିୟମ୍ ରାଜକୁମାର କରୋନା ପଜିଟିଭ୍
ବ୍ରସେଲ୍ସ୍,୩୧।୫: ବେଲଜିୟମ୍ର ରାଜକୁମାର ଜୋଆକିମ୍ଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେ ମେ ୨୬ରେ ଇଟର୍ନଶିପ୍ ପାଇଁ ଫ୍ରାନ୍ସ୍ ଯାତ୍ରା କରିଥିଲେ। ଏହାର ଦୁଇଦିନ ପରେ ସେ କୋରଡବା ସହରରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ପରେ ଜୋଆକିମ୍ଙ୍କଠାରେ…
ଦେଶରେ ୫ ହଜାରରୁ ଅଧିକ ମୁଣ୍ଡ ନେଲାଣି କରୋନା
ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୮,୩୮୦ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ରବିବାର ସକାଳସୁଦ୍ଧା ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୮୨,୧୪୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ…
ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍ ସେଣ୍ଟରର ୧୧୯, ଲୋକାଲ କେସ୍ ୧୦
ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ରାଜ୍ୟରେ ସର୍ବାଧିକ ୧୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍ ୧୯ ଜିଲାର ଥିବା ବେଳେ କେନ୍ଦ୍ରାପଡ଼ାରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୯୪୮କୁ ବୃଦ୍ଧି ପାଇଛି। ପ୍ରକାଶ…
ତାମିଲନାଡୁରେ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍
ନୂଆଦିଲ୍ଲୀ,୩୧।୫: ପଞ୍ଜାବ ପରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ସମୟସୀମାକୁ ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତାମିଲନାଡୁରେ ସମସ୍ତ ଜିଲାକୁ ୮ଟି ଜୋନ୍ରେ ବିଭକ୍ତ କରାଯାଇଛି। କାଞ୍ଚିପୁରମ୍, ଚେଙ୍ଗଲାପଟ୍ଟୁ ଏବଂ ତେରୁବଲ୍ଲୁରର ୭ଟି ଜୋନ୍ ତଥା ଚେନ୍ନାଇର ୮ଟି ଜୋନ୍ରେ…
କରୋନା ଭୂତାଣୁ ଉପରେ ଗବେଷଣା: ସ୍ଥାପିତ ହେବ ୧୬ ଜୈବ ବ୍ୟାଙ୍କ
ନୂଆଦିଲ୍ଲୀ,୩୧।୫: ଭାରତରେ କରୋନା ଭୂତାଣୁ ଉପରେ ଅଧିକ ଗବେଷଣା ପାଇଁ ୧୬ଟି ଜୈବ ବ୍ୟାଙ୍କ ସ୍ଥାପନ କରାଯିବ। ଏନେଇ ଆଇସିଏମ୍ଆର୍ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୯ଟି ଜୈବ ବ୍ୟାଙ୍କ ଆଇସିଏମ୍ଆର୍ ଦ୍ୱାରା କାର୍ଯ୍ୟ କରିବ। ସେହିପରି ୪ଟି ଡିବିଟି ଦ୍ୱାରା…
୧୯ ଜିଲାରୁ ୧୨୯ ପଜିଟିଭ୍: କେନ୍ଦ୍ରାପଡ଼ାରୁ ସର୍ବାଧିକ
ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ରବିବାର ଚିହ୍ନଟ ୧୨୯ ନୂଆ ପଜିଟିଭ୍ ୧୯ ଜିଲାର। ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ା ଜିଲାରେ ସର୍ବାଧିକ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଗଜପତିରେ ୧୬, ନୂଆପଡ଼ାରେ ୧୨, ବଲାଙ୍ଗୀରରେ ୧୧, କେନ୍ଦୁଝରରେ ୩, ଗଞ୍ଜାମ-ଯାଜପୁରରେ ୧୦, ଖୋର୍ଦ୍ଧାରେ…
CORONAVIRUS UPDATE: ରାଜ୍ୟରେ ଆଉ ୧୨୯ ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୧,୯୪୮କୁ ବୃଦ୍ଧି
ଭୁବନେଶ୍ୱର,୩୧।୫(ବ୍ୟୁରୋ): ରାଜ୍ୟରେ ରବିବାର ୧୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧,୯୪୮କୁ ବୃଦ୍ଧି ପାଇଛି। ସେଥିରୁ ମୋଟ ଆକ୍ଟିଭ୍ କେସ୍ ୮୮୯ ଥିବା ବେଳେ ୧୦୫୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି…
Archives


