ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା, ସୁସ୍ଥ ହେଲେଣି ୬
ଝାରସୁଗୁଡ଼ା ଅଫିସ,୬ା୬: ଝାରସୁଗୁଡ଼ା ଜିଲାରେ ଶନିବାର ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ୬ ଜଣ ସୁସ୍ଥ ହୋଇସାରିଛନ୍ତି। ଜିଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, ବ୍ରଜରାଜନଗର…
ଦାଉଦ ଇବ୍ରାହିମ୍ଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ଜାରି
ନୂଆଦିଲ୍ଲୀ, ୬।୬: ଅଣ୍ଡର ଓ୍ବାଲର୍ଡ ଡନ୍ ଦାଉଦ ଇବ୍ରାହିମ୍ଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ଜୋର୍ ଧରିଛି। କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା କେତେକ କହୁଛନ୍ତି। ଶୁକ୍ରବାର ଖବର ମିଳିଥିଲା ଯେ, ଦାଉଦ ଏବଂ ତାଙ୍କ ସ୍ତ୍ରୀ…
୬ ଗୃହପାଳିତ ପ୍ରାଣୀଙ୍କ ଲାଗି ୯ ଲକ୍ଷ ୬୦ ହଜାରରେ ବିମାନ ବୁକ୍ କଲେ ମାଲିକ
ନୂଆଦିଲ୍ଲୀ, ୬।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଜଣେ ମାଲିକ ନିଜ ଗୃହପାଳିତ ପ୍ରାଣୀଙ୍କୁ ଦିଲ୍ଲୀରୁ ମୁମ୍ବାଇ ଆଣିବା ଲାଗି ୯ ଲକ୍ଷ ୬୦ ହଜାର ଟଙ୍କାର ଏକ ବିମାନ ବୁକ୍ କରିଛନ୍ତି। ଜୁନ୍ ଦ୍ୱିତୀୟ ସପ୍ତାହରେ…
ରାଜଧାନୀର ଘରୋଇ ହସ୍ପିଟାଲକୁ କେଜରିଓ୍ବାଲଙ୍କ ଚେତାବନୀ
ନୂଆଦିଲ୍ଲୀ,୬।୬: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ଓ ସଂକ୍ରମିତଙ୍କର ଠିକ୍ ଚିକିତ୍ସା କରିବାକୁ ସରକାରଙ୍କ ତତ୍ପରତା ଦେଖିବାକୁ ମିଳିଛି। ଘରୋଇ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ପୁଣିଥରେ…
ଜୁଲାଇ ୨୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଶ୍ରଦ୍ଧାଳୁଙ୍କ କରୋନା ଯାଞ୍ଚ ରହିବ ବାଧ୍ୟତାମୂଳକ
ଅନନ୍ତନାଗ,୬।୬: କରୋନା ଲକ୍ଡାଉନ ମଧ୍ୟରେ ଅମରନାଥ ଯାତ୍ରାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ଥର ଅମରନାଥ ଯାତ୍ରା ଜୁଲାଇ ୨୧ରୁ ଅଗଷ୍ଟ ୩ମଧ୍ୟରେ ଆରମ୍ଭ ହେବ। ଏହି ଯାତ୍ରା କେବଳ ୨ସପ୍ତାହ ଅର୍ଥାତ୍ ୧୫ ଦିନ ଯାଏଁ ଚାଲିବ…
୩୦ ଏପ୍ରିଲ୍ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା: ୭୦ ପ୍ରତିଶତଙ୍କ ତଥ୍ୟ ହୋଇନି ସଂରକ୍ଷିତ
ନୂଆଦିଲ୍ଲୀ, ୬।୬: କରୋନା ସଂକ୍ରମଣ ଲଢ଼େଇ ଭାରତରେ ଜୋର୍ଦାର ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍ଆର୍ ଏବଂ ପବ୍ଲିକ୍ ହେଲଥ୍ ଫାଉଣ୍ଡେଶନ୍ ଅଫ୍ ଇଣ୍ଡିଆ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଦର୍ଶାଯାଇଛି ଯେ, ଗତ ୩ ମାସ ମଧ୍ୟରେ ହୋଇଥିବା ନମୁନା ପରୀକ୍ଷା…
‘କୋଭିଡ-୧୯’ ଚାଇନାର ଅତ୍ୟଧିକ ଖରାପ ଉପହାର: ଟ୍ରମ୍ପ
ଓ୍ବାଶିଂଟନ,୬।୬: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବା କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଛି। ଏହା ଚାଇନାରେ ଯେତିକି ସଂକ୍ରମିତ ହୋଇ ନ ଥିଲା ଏବେ ଏହା ଆମେରିକାରେ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଆମେରିକାରେ…
ଚିନ୍ତା ବଢ଼ାଇଲାଣି କରୋନା: ୬ ଦିନରେ ଚିହ୍ନଟ ହେଲେଣି ୮୩୩ ଆକ୍ରାନ୍ତ
ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୬ ଦିନରେ ମୋଟ ୮୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁନ୍ ୧ରେ ୧୫୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜୁନ୍ ୨ରେ ୧୪୧, ଜୁନ୍ ୩ରେ…
ହଜ୍ଯାତ୍ରା ଉପରେ ସଙ୍କଟ
ନୂଆଦିଲ୍ଲୀ/ମକ୍କା, ୬।୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବା ଲାଗି ବହୁ ଦେଶରେ ଧାର୍ମିକସ୍ଥଳକୁ ବନ୍ଦ କରି ଦିଆଯାଇଛି। ଏପରିସ୍ଥଳେ ଚଳିତ ବର୍ଷ ମକ୍କା-ମଦିନାକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଜାରି କରାଯାଇଛି। ଫଳରେ ହଜ୍ଯାତ୍ରା…
ଶରୀରରେ ଆଇଏଲ୍-୬ ପ୍ରୋଟିନ୍ ଅଧିକ ରହିଲେ ହୁଏ କରୋନା ସଂକ୍ରମଣ
ଓ୍ବାଶିଂଟନ, ୬।୬: କରୋନା ମହାମାରୀ ବିରୋଧରେ ପୃଥିବୀରେ ଲଢ଼େଇ ଜାରି ରହିଛି। କେଉଁ ମାନଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ ସେନେଇ ଗବେଷକ ଦିନରାତି ଗବେଷଣା ଜାରି ରଖିଛନ୍ତି। ଲଣ୍ଡନର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟ୍ରେ ହୋଇଥିବା ଏକ ଗବେଷଣା…
ଭଦ୍ରକରେ ଶଟ୍ଡାଉନ୍ ପ୍ରଭାବ, ଖାଁ ଖାଁ ରାସ୍ତାଘାଟ
ଭଦ୍ରକ ଅଫିସ,୬।୬: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଜୁନ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ପୂର୍ବରୁ ଶଟ୍ଡାଉନ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିଲା। ତେବେ ନୂତନ ଭାବେ…
ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ
ବହଳଦା,୬।୬(ଡି.ଏନ୍.ଏ.): ମୟୁରଭଞ୍ଜ ଜିଲା ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ ଜଣଙ୍କ ଶଶ ଗାଁ ର ଜଣେ ୨୩ବର୍ଷୀୟା ବିବାହିତା ମହିଳା ବୋଲି ଜଣାପଡିଛି। ଗତ ମେ ୯ ତାରିଖରେ ମହିଳା ଜଣକ ସ୍ବାସ୍ଥ୍ୟ ଖରାପ୍…
Archives


