ଦିଲ୍ଲୀର ସ୍ଥିତି ଖରାପ ହେବାରେ ଲାଗିଛି: କେଜରିଓ୍ବାଲ
ନୂଆଦିଲ୍ଲୀ, ୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି। ଇତିମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୦୯ରେ…
କରୋନା ମୁକାବିଲା: ସପ୍ତାହେ ପାଇଁ ରାଜସ୍ଥାନ ସୀମା ସିଲ୍
ଜୟପୁର, ୧୦।୬: ରାଜସ୍ଥାନରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି କ୍ରମଶଃ ଖରାପ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୩ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…
ପୁରୀରୁ ୭ ନୂଆ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୫
ପୁରୀ ଅଫିସ, ୧୦।୬: ପୁରୀ ଜିଲାରୁ ପୁଣି ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ ସଂଖ୍ୟା ୧୧୫ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୮୭ ଜଣ ସୁସ୍ଥ ହୋଇଥିଲା ବେଳେ ୨୮ଜଣ…
୨ କରୋନା ପଜିଟିଭ ଚିହ୍ନଟ: ୨୪ ଘଣ୍ଟା ସିରୋଲା ପଞ୍ଚାୟତ ଶଟ୍ଡାଉନ୍
କେସିଙ୍ଗା, ୧୦।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରୋଲ ଗ୍ରାମପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଉତ୍ତରପ୍ରଦେଶ ନୈଡାରୁ ଫେରିଥିବା ୨ ଓଡ଼ିଆ ଯୁବତୀ ୭ ଦିନ ରହିଥିଲେ। ପରେ ସେ ଗତ ୨ ତାରିଖରୁ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବା ବେଳେ ସେମାନଙ୍କ…
CORONAVIRUS UPDATE: ରାଜ୍ୟରେ ପୁଣି ୧୧୦ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତ ସଂଖ୍ୟା ୩, ୨୦୦ ଟପିଲା
ଭୁବନେଶ୍ୱର, ୧୦।୬(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
କରୋନାରେ ସଂକ୍ରମଣରେ ଡିଏମ୍କେ ବିଧାୟକ ଜେ. ଅମ୍ବାଜଗନଙ୍କ ମୃତ୍ୟୁ
ଚେନ୍ନାଇ, ୧୦।୬: କରୋନା ସଂକ୍ରମଣ ଯୋଗୁ ତାମିଲନାଡୁର ଡିଏମ୍କେ ବିଧାୟକ ଜେ. ଅମ୍ବାଜଗନଙ୍କର ମୃତ୍ୟୁ ଘଟିଛି। ବୁଧବାର ସକାଳ ୭ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଦେଶର ପ୍ରଥମ ଜନପ୍ରତିନିଧି ଭାବେ ଅମ୍ବାଜଗନଙ୍କର କରୋନା ସଂକ୍ରମଣ ଯୋଗୁ…
କ୍ୱାରାଣ୍ଟାଇନ ସେଣ୍ଟରରେ କୋଲକାତା ଫେରନ୍ତାଙ୍କ ଜୀବନ ଗଲା
ଭଦ୍ରକ ଅଫିସ, ୧୦।୬: ଭଦ୍ରକ ଜିଲା ଭଦ୍ରକ ବ୍ଲକ କୋର୍କୋରା ଗ୍ରାମ କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରାଧାଶ୍ୟାମ ପାଣି। ମଙ୍ଗଳବାର ରାତିରେ ରାଧାଶ୍ୟାମ କାର ଯୋଗେ କୋଲକାତାରୁ ଫେରିଥିଲେ।…
ଖୁସି ଖବର: ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥ ହେବା ସଂଖ୍ୟା ଅଧିକ ହେଲା
ନୂଆଦିଲ୍ଲୀ, ୧୦।୬: ଭାରତରେ କରୋନା ମହାମାରୀ ଥମିବାର ନାଁ ଧରୁନି। ବୁଧବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ୧୪୬ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୭ ହଜାର ୭୫୦ ଛୁଇଁଛି। ତେବେ ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ…
ଦଶମ ଶ୍ରେଣୀରେ ସମସ୍ତେ ପାସ୍
ଚେନ୍ନାଇ, ୧୦ା୬: ତାମିଲନାଡ଼ୁରେ ଦଶମ ବୋର୍ଡ ପରୀକ୍ଷାକୁ ମଙ୍ଗଳବାର ବାତିଲ କରାଯାଇଛି। ଜୁନ୍ ୧୫ରୁ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ମୁଖ୍ୟମନ୍ତ୍ରୀ ଇ. କେ. ପାଲାନିସାମି ମହାମାରୀ କରୋନା ଯୋଗୁ ବୋର୍ଡ ପରୀକ୍ଷା ବାତିଲ ସହ ସମସ୍ତ ଛାତ୍ରୀଛାତ୍ର ପାସ୍…
୫୦ ଜିଲାକୁ ପଠାଗଲା କେନ୍ଦ୍ରୀୟ ଟିମ୍
ନୂଆଦିଲ୍ଲୀ, ୧୦ା୬: ମହାମାରୀ କରୋନା କାୟାବିସ୍ତାର କରିଚାଲିଛି। ସବୁଠାରୁ ସମ୍ବେଦନଶୀଳ ଅଞ୍ଚଳରେ ଏହାର ମୁକାବିଲା କରିବା ଲାଗି ମଙ୍ଗଳବାର ୧୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦ ଜିଲାକୁ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ପଠାଯାଇଛି। ଏହି ଟିମ୍ ସ୍ଥାନୀୟ ପ୍ରଶାସନକୁ ସହଯୋଗ…
୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍ଡାଉନ
ଜଟଣୀ,୧୦ା୬(ଡି.ଏନ୍.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଚିହ୍ନଟ ବ୍ୟକ୍ତିଙ୍କ ଘର ଏହି ବ୍ଲକ ପଦନପୁର ପଞ୍ଚାୟତର ବଡ଼ତୋଟା ଗ୍ରାମରେ ହୋଇଥିବାବେଳେ…
ରାଜ୍ୟରେ ୩ହଜାର କରୋନା ଆକ୍ରାନ୍ତ, ୨ହଜାରରୁ ଊର୍ଦ୍ଧ୍ୱ ସୁସ୍ଥ
ଭୁବନେଶ୍ୱର, ୧୦।୬(ବ୍ୟୁରୋ): ଥମିବାର ନାଁ ନେଉନି କରୋନା। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ତେବେ ସଂକ୍ରମଣ ହାରକୁ ଦେଖିଲେ ବଡ଼ ବିପଦ ସାମ୍ନାକୁ ଆସୁଛି। ଓଡ଼ିଶାରେ…
Archives


