୭୬ ଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ: ଆଇସିଏମ୍ଆର୍
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି କ୍ରମଶଃ ସଙ୍କଟ ଜେନକ ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍ଆର୍ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିରେ କୁହାଯାଇଛି ଯେ, ଦେଶରେ କରୋନା ସଂକ୍ରମଣ ୩୪ ଦିନରୁ ୭୬ ଦିନ…
କନ୍ଧମାଳରେ ୪୮ କରୋନା ପଜିଟିଭ ଚିହ୍ନଟ: ଭୟ ନ କରି ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦେଲେ ଜିଲାପାଳ
ଦାରିଙ୍ଗବାଡ଼ି,୧୫।୬(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳର ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ସୋମବାର ୪୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଟୁଇଟ୍ ଯୋଗେ ସ୍ପଷ୍ଟ କରାଯାଇଛି। ଜିଲାରୁ ମୋଟ ୪୮ଜଣ ପଜଟିଭ ଥିବାବେଳେ କେବଳ ଦାରିଙ୍ଗବାଡ଼ିରେ…
ଭୁବନେଶ୍ୱରରୁ ଆଉ ୫ ପଜିଟିଭ ଚିହ୍ନଟ: ଅଛନ୍ତି ଜଣେ ଘରୋଇ ହସ୍ପିଟାଲ କର୍ମଚାରୀ
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଭୁବନେଶ୍ୱରରୁ ସୋମବାର ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏମାନଙ୍କ…
ଅହଂକାର ଅଜ୍ଞାନତାଠାରୁ ଅଧିକ ଭୟଙ୍କର: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍ଡାଉନ ଜାରି ରହିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବାର ଉଦ୍ୟମ କରାଯାଉଛି। ସୋମବାର ରାହୁଲ ଗାନ୍ଧୀ ସରକାରଙ୍କ କରୋନା ଲଢ଼େଇ ବିରୋଧରେ ମନ୍ତବ୍ୟ ଦେଇଛନ୍ତି।…
ବ୍ରହ୍ମପୁରରେ ଲକ୍ଡାଉନ, ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ: ପ୍ରଶାସନ ପକ୍ଷରୁ ଗଣେଶ ମାର୍କେଟ ସିଲ୍
ବ୍ରହ୍ମପୁର ଅଫିସ,୧୫।୬: କରୋନା ସଂକ୍ରମଣକୁ ଏଡ଼ାଇବା ନେଇ ଗଞ୍ଜାମ ଜିଲାରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଲକ୍ଡାଉନ ଘୋଷଣା କରାଯାଇଛି। ତେବେ ଏହା ଘୋଷଣା ହେବାର ପ୍ରଥମ ଦିନରେ ହିଁ ଲକଡାଉନ୍ ନିୟମାବଳୀ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି। ସକାଳ…
ଦର୍ଶକ ବିନା ଆଇପିଏଲ୍, ବରଯାତ୍ରୀ ନ ଥିବା ବିବାହ ଭଳି: ଇରଫାନ୍
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ ଆଇପିଏଲ୍ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବା ନେଇ ଯୋଜନା କରାଯାଉଛି। ତେବେ ଏଭଳି ମ୍ୟାଚ୍ ନେଇ ଭାରତୀୟ କ୍ରିକେଟର ଇରଫାନ୍ ପଠାନ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଇରଫାନ୍ କହିଛନ୍ତି…
କରୋନାରେ ପୀଡ଼ିତ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ
ଆକ୍ରା,୧୫।୬: କରୋନା ସଂକ୍ରମଣ ଦିନକୁ ଦିନ ବିଶ୍ୱ ପାଇଁ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ୍ ଆସିନାହିଁ। ଏବେ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ କରୋନାରେ ପୀଡ଼ିତ ହୋଇଥିବା କହିଛନ୍ତି ସେଠାକାର ରାଷ୍ଟ୍ରପତି ନାନା ଅକୁଫୋ ଅଡୋ। ସୂଚନାଯୋଗ୍ୟ,…
ସର୍ବଦୀଳୟ ବୈଠକରେ କଂଗ୍ରେସର ଦାବି: ସମସ୍ତଙ୍କର ହେଉ କରୋନା ଟେଷ୍ଟ
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା, କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଏଏପି)ର ନେତାମାନେ ସାମିଲ ହୋଇଥିଲେ। ଏହି ବୈଠକରେ କରୋନା…
ଭଦ୍ରକରେ ନୂଆ ୧୯ ପଜିଟିଭ୍: ୧୭୭ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭଦ୍ରକ ଅଫିସ,୧୫ା୬ : ସୋମବାର ଭଦ୍ରକ ଜିଲାରୁ ୧୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ ଛୁଇଁଛି। ଏମାନଙ୍କ ମଧ୍ୟରୁ ୧୫୧ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ…
କରୋନା ସଙ୍କଟରେ ଭାରତ ପାଖରେ ରହିଛି ଶ୍ରେଷ୍ଠ ମାନବ ସମ୍ବଳ: ଜୟଶଙ୍କର
ନୂଆଦିଲ୍ଲୀ,୧୫।୬: କରୋନା ସଙ୍କଟ ସମୟରେ ପୃଥିବୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ତେବେ ଭାରତ ପାଖରେ ଶ୍ରେଷ୍ଠ ମାନବ ସମ୍ବଳ ରହିଛି। ଯାହାକିି ଆଗାମୀ ସମୟରେ ପୃଥିବୀ ଲାଗି ବେଶ୍ ବିଶ୍ୱାସନୀୟ ହୋଇପାରିବ। ପ୍ରୋଟେକ୍ଟରର୍ସ ଅଫ୍ ଇମିଗ୍ରାଣ୍ଟସ୍ର ୩ ବାର୍ଷିକ…
ଖୋର୍ଦ୍ଧା ସାନପଦର ପଞ୍ଚାୟତର ୫ ଗାଁ ୭୨ ଘଣ୍ଟା ଶଟ୍ଡାଉନ
ଖୋର୍ଦ୍ଧା ଅଫିସ,୧୫।୬: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାନପଦର ପଞ୍ଚାୟତରୁ ସୋମବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ଗଞ୍ଜାମ ଫେରନ୍ତା। ପରେ ସେ ହୋମ୍ କ୍ୱାରାଣ୍ଟାଇନରେ ରହିଥିଲେ ମଧ୍ୟ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ…
କଟକରେ ୬ ବର୍ଷର ଝିଅ କରୋନା ପଜିଟିଭ
କଟକ ଅଫିସ,୧୫।୬: କଟକ ସହରରେ ଜଣେ ୬ ବର୍ଷର ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ହେଉଛନ୍ତି ଗତ ୧୩ ତାରିଖରେ କଟକ ଅରୁଣଦୟ ନଗରରୁ ପଜିଟିଭ ଚିହ୍ନଟ ହୋଇଥିବା ୩୭ ବର୍ଷୀୟ ବ୍ୟକ୍ତିଙ୍କ…
Archives


