ଭାକ୍ସିନ୍ ଅସଲି କି ନକଲି ଜାଣିବେ କିପରି, କେନ୍ଦ୍ର ସରକାର ଦେଲେ ସୂଚନା…
ନୂଆଦିଲ୍ଲୀ,୫।୯: କରୋନା ମହାମାରୀ ବିରୋଧରେ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଆଯାଉଥିବା ଭାକ୍ସିନ୍ ଅସଲି କି ନକଲି ତାହା କିପରି ଜାଣିବେ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦେଶରେ କେତେକ ସ୍ଥାନରେ…
ପୁଣି ଆତଙ୍କ, ଫେରୁଛି କରୋନା…
ନୂଆଦିଲ୍ଲୀ,୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ…
କରୋନା ରୋଗୀଙ୍କ ନିକଟରେ ବଢୁଛି ଫଙ୍ଗାଲ ଇନଫେକ୍ସନର ଭୟ: ଆଇସିଏମ୍ଆର୍
ନୂଆଦିଲ୍ଲୀ,୪ ।୯: କରୋନା ସଂକ୍ରମଣ ପାଇଁ ଦାୟୀ ମ୍ୟୁଟେଣ୍ଟ ବାରମ୍ବାର ତା’ର ରୂପ ବଦଳାଉଛି । ସେଥିପାଇଁ କରୋନାର ଔଷଧ ଓ ଟିକା ନିଜ ନିଜର ପ୍ରଭାବ ବୃଦ୍ଧି କରିବାକୁ ଏଥିରେ ଦ୍ରୁତ ଗତିରେ ସୁଧାର ଆଣୁଛନ୍ତି । ଏବେ କରୋନାଠାରୁ…
ପାଞ୍ଚ ବର୍ଷରୁ ଊର୍ଦ୍ଧ୍ୱ ବୟସର ପିଲାଙ୍କ ପାଇଁ ଆସିବ କରୋନା ଟିକା: ଦ୍ୱିତୀୟ-ତୃତୀୟ ଟ୍ରାଏଲ ପାଇଁ ମିଳିଲା ମଞ୍ଜୁରୀ!
ନୂଆଦିଲ୍ଲୀ,୪ ।୯: ଦେଶରେ ଖୁବ୍ଶୀଘ୍ର ୫ ବର୍ଷ ବୟସରୁ ଅଧିକ ବର୍ଷର ପିଲାଙ୍କ ପାଇଁ କରୋନା ଟିକା ମିଳିଯିବ । କୋର୍ବେଭାକ୍ସ ଟିକାକୁ ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ପାଇଁ ମଞ୍ଜୁରି ମିଳିଥିବା ଜଣାପଡିଛି । ଜୈବ ପ୍ରାଦ୍ଦ୍ୟୋଗିକି ବିଭାଗ(ଡିବିଟି)ଶୁକ୍ରବାର କହିଛି…
ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ…
ନୂଆଦିଲ୍ଲୀ,୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ ଦେଶରେ…
କରୋନା ଟିକା ନ ନେଲେ ମିଳିବ ନାହିଁ ମଦ
ଚେନ୍ନାଇ,୩ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ପ୍ରାୟ ସମସ୍ତ ରାଜ୍ୟର ପ୍ରଶାସନ ଅଣ୍ଟା ଭିଡିଛନ୍ତି । ଏବେ ତାମିଲନାଡୁର ନୀଳଗୀରି ଜିଲାରେ ମଦ କିଣିବା ପାଇଁ କରୋନା ଟିକା ନେବା ଜରୁରୀ ହୋଇଛି । ଅର୍ଥାତ୍ ଏବେ ମଦ ପିଇବାକୁ…
କରୋନା ମୃତ୍ୟୁର ଅନୁକମ୍ପା ରାଶିକୁ ନେଇ କେନ୍ଦ୍ର କିଛି କରିବା ପୂର୍ବରୁ ତୃତୀୟ ଲହର ବି ସରିଯାଇଥିବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩ ।୯: କରୋନା ମହାମାରୀରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ନେଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ନିତି ସ୍ଥିର କରି ନାହାନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି…
ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୦୩୫କୁ ବୃଦ୍ଧି
ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୦୩୫କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି ଗଞ୍ଜାମରୁ…
ଆଜି ରାଜ୍ୟରୁ ୮୪୯ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢ଼ାଉଛି ଖୋର୍ଦ୍ଧା
ଭୁବନେଶ୍ୱର,୩ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୮୪୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୦,୦୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୯୫ ଜଣ ଚିହ୍ନଟ…
ପଞ୍ଜାବରେ କରୋନାର ନୂଆ ଗାଇଡଲାଇନ୍: ବିନା ଆର୍ଟିପିସିଆର ଟେଷ୍ଟରେ ରାଜ୍ୟକୁ ପ୍ରବେଶ ମନା
ଚଣ୍ଡିଗଡ଼,୨ ।୯: ଦେଶରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ତୃତୀୟ ଲହରର ସୂଚନା ଦେଉଛି । ଏହାକୁ ନେଇ ବିଭିନ୍ନ ରାଜ୍ୟ ସରକାର ଏବେଠାରୁ ସତର୍କତା ଆରମ୍ଭ କଲେଣି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର କରୋନାର…
ତୃତୀୟ ଲହର ମୁକାବିଲା ପ୍ରସ୍ତୁତି, କ୍ରାୟୋଜେନିକ୍ ଟ୍ୟାଙ୍କର କିଣିବେ ସରକାର…
ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମୁଥିବାବେଳେ ତୃତୀୟ ଲହର ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାର ପକ୍ଷରୁ ଅକ୍ସିଜେନ ସଙ୍କଟ ଦୂର କରିବା ଲାଗି କ୍ରାୟୋଜେନିକ୍ ଟ୍ୟାଙ୍କର କିଣିବା ଉଦ୍ୟମ ଆରମ୍ଭ…
ନୂଆ କରୋନା ଭାରିଆଣ୍ଟ୍ , ଡେଲ୍ଟାଠାରୁ ବି ଭୟଙ୍କର..
ଜେନେଭା,୨।୯: ପୃଥିବୀରେ କରୋନା ମହାମାରୀର ଆତଙ୍କ ଜାରି ରହିଛି। ମହାମାରୀରୁ ଦୂରେଇ ରହିବା ପାଇଁ ଟିକାକରଣ ଅଭିଯାନ ମଧ୍ୟ ଜୋରସୋରରେ ଚାଲିଛି। ତଥାପି, ଏହି ଭୁତାଣୁର ବିଭିନ୍ନ ଭାରିଆଣ୍ଟ ସୃଷ୍ଟି ହେବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ବର୍ତ୍ତମାନ…
Archives


