୧୦ ହଜାର ଟଙ୍କାର SIP କଲେ କେତେ ଦିନରେ ହେବେ କୋଟିପତି? ଜାଣନ୍ତୁ …
ନୂଆଦିଲ୍ଲୀ,୩୧।୮: ଆଜିକାଲି ଅଧିକାଂଶ ଲୋକ ନିଜ ପୋର୍ଟଫୋଲିଓରେ ମ୍ୟୁଚୁଆଲ ଫଣ୍ଡକୁ ସାମିଲ କରୁଛନ୍ତି। କାରଣ ସ୍ପଷ୍ଟ। ଏଥିରେ କମ୍ ଟଙ୍କା ଦୀର୍ଘ ଅବଧି ଯାଏ ନିବେଶ କରି ଏକ ବଡ଼ ପାଣ୍ଠି ତିଆରି କରାଯାଇପାରେ। ଯଦି ଆପଣ ମଧ୍ୟ ମ୍ୟୁଚୁଆଲ ଫଣ୍ଡରେ…
ଶେୟାର ମାର୍କେଟରେ ନିବେଶକଙ୍କ ଉପରେ ବମ୍ପର ଟଙ୍କାର ବର୍ଷା, ଆସନ୍ତା ସପ୍ତାହରେ ଆସୁଛି…
ନୂଆଦିଲ୍ଲୀ,୩୧ା୮: ଆସନ୍ତାକାଲି ଅର୍ଥାତ୍ ସୋମବାରଠାରୁ ସେପ୍ଟେମ୍ବର ମାସ ଆରମ୍ଭ ହେଉଛି। ଏହା ସହିତ ଆସନ୍ତାକାଲିଠାରୁ ପରବର୍ତ୍ତୀ ବ୍ୟବସାୟିକ ସପ୍ତାହ ମଧ୍ୟ ଆରମ୍ଭ ହେଉଛି। ଏହି ସପ୍ତାହରେ ୮ଟି କମ୍ପାନୀର IPO ଖୋଲିବାକୁ ଯାଉଛି। ଏଥିମଧ୍ୟରୁ ଗୋଟିଏ ମେନବୋର୍ଡ IPO, ବାକି ୫ଟି…
IOCLରେ ନିଯୁକ୍ତିର ବଡ଼ ସୁଯୋଗ: ITI, ଡିପ୍ଲୋମା, ଗ୍ରାଜୁଏଟ୍ମାନେ କରିପାରିବେ ଆବେଦନ; ୫୩୭ ପଦ ପାଇଁ ବାହାରିଲା…
ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ତା’ର ପାଇପଲାଇନ ଡିଭିଜନରେ ବିଭିନ୍ନ ରାଜ୍ୟରେ ୫୩୭ଟି ଆପ୍ରେଣ୍ଟିସ ପଦବି ପାଇଁ ଆବେଦନ ଆହ୍ବାନ କରୁଛି। ଏହି ନିଯୁକ୍ତି ଅଭିଯାନରେ ଟେକ୍ନିକାଲ ଓ ନନ-ଟେକ୍ନିକାଲ ଟ୍ରେଡରେ ସୁଯୋଗ ରହିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ…
ନିଜ ଗାଡ଼ି ଉପରେ କଟିଛି କେତେଟା ଚାଲାଣ? ଗୋଟିଏ କ୍ଲିକ୍ରେ ଏଭଳି ଜାଣନ୍ତୁ…
ନୂଆଦିଲ୍ଲୀ,୩୦।୮: ଅନେକ ଲୋକ ଅଜଣାତରେ ଟ୍ରାଫିକ ନିୟମ ଭାଙ୍ଗି ଦିଅନ୍ତି। ପରେ ସେମାନଙ୍କୁ ଜଣା ପଡ଼େ ନାହିଁ ଯେ ସେମାନଙ୍କ ଗାଡ଼ି ଉପରେ କେତେବେଳେ ଚାଲାଣ କଟି ସାରିଛି। ଯଦି ଆପଣଙ୍କ ସହିତ ମଧ୍ୟ ଏପରି ଘଟିଛି, ତେବେ ଏବେ ଚିନ୍ତା…
୧ ଡଲାର=୮୮.୨୦ ଟଙ୍କା: ସର୍ବନିମ୍ନ ସ୍ତରରେ ଭାରତୀୟ ମୁଦ୍ରା
ମୁମ୍ବାଇ/ନୂଆଦିଲ୍ଲୀ,୩୦ା୮:ଭାରତୀୟ ଟଙ୍କା ଶୁକ୍ରବାର ସର୍ବକାଳୀନ ନିମ୍ନସ୍ତରକୁ ଖସି ଡଲାର ତୁଳନାରେ ୦.୬୦ ପଏଣ୍ଟ (୦.୭୦%) ଦୁର୍ବଳ ହୋଇଯାଇଛି। ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରାୟ ୮୮.୨୦ ଟଙ୍କାରେ ପହଞ୍ଚତ୍ଛି। ଏହା ହେଉଛି ଗତ ୩ ମାସ ମଧ୍ୟରେ ଦିନକ ଭିତରେ…
୫ ଲକ୍ଷ ଟଙ୍କାର FD କେତେ ବର୍ଷରେ ହେବ ୧ କୋଟି? ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…
ନୂଆଦିଲ୍ଲୀ,୨୯।୮: ଯେତେବେଳେ ନିରାପଦ ନିବେଶର କଥା ଆସେ, ଅଧିକାଂଶ ଲୋକଙ୍କ ମନରେ ପ୍ରଥମେ ଆସେ ବ୍ୟାଙ୍କ ଫିକ୍ସଡ ଡିପୋଜିଟ (FD)ର ନାମ। ଏହା ଗ୍ୟାରେଣ୍ଟି ରିଟର୍ନ ପ୍ରଦାନ କରେ ଏବଂ ଏଥିରେ କୌଣସି ଝୁଁକି ନ ଥାଏ। ଏହି କାରଣରୁ ବିଶେଷ…
RBI ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ IMFରେ ବଡ଼ ନିଯୁକ୍ତି, ନେବେ ସୁବ୍ରମଣ୍ୟମଙ୍କ ସ୍ଥାନ
ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଡ. ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Executive Director) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ସେ କେ.ଭି.…
ଏଣିକି ମଲ୍-ରିଟେଲ ଷ୍ଟୋରରେ ମାଗିପାରିବେ ନାହିଁ ମୋବାଇଲ ନମ୍ବର, ନଚେତ ଫସିବେ…
ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଏକ ନୂଆ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ (DPDP) ଲାଗୁ କରିବାକୁ ଯାଉଛନ୍ତି, ଯାହା ଗ୍ରାହକଙ୍କ ମୋବାଇଲ ନମ୍ବର ଓ ବ୍ୟକ୍ତିଗତ ଡାଟାର ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରସ୍ତୁତ କରାଯାଇଛି। ଏହି ଆଇନ ଅନୁଯାୟୀ, ଦୋକାନ,…
LICର ଜୀବନ ଲକ୍ଷ୍ୟ ଯୋଜନା: FD-RDଠାରୁ ଉତ୍ତମ, ସାରା ଜୀବନ ସୁରକ୍ଷା ସହ ଟଙ୍କାର ଗ୍ୟାରେଣ୍ଟି, ଜାଣନ୍ତୁ…
ନୂଆଦିଲ୍ଲୀ,୨୯।୮: ଆଜିର ସମୟରେ ଟଙ୍କା ସଞ୍ଚୟ ଓ ନିବେଶ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା ହୋଇଛି। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଓ ରେକରିଙ୍ଗ ଡିପୋଜିଟ (RD) ଭଳି ବିକଳ୍ପଗୁଡ଼ିକ ଲୋକପ୍ରିୟ ହେଲେ ମଧ୍ୟ, ସାରାଜୀବନ ଆର୍ଥିକ ସୁରକ୍ଷା…
ଜିଓ ଗ୍ରାହକଙ୍କ ପାଇଁ ଅମ୍ବାନୀ କଲେ ୫ ଘୋଷଣା: ଏବେ…
ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବାର୍ଷିକ ସାଧାରଣ ବୈଠକ(AGM 2025)ରେ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ବଡ଼ ଘୋଷଣା କରିଛନ୍ତି। ପ୍ରଥମଟି ହେଉଛି ଜିଓ ପ୍ରତିଟି ଭାରତୀୟଙ୍କୁ ମୋବାଇଲ ଏବଂ ହୋମ୍ ବ୍ରୋଡ୍ବ୍ୟାଣ୍ଡ ସହ ଯୋଡ଼ିବ। ଜିଓ ପ୍ରତିଟି ଭାରତୀୟ ଘରକୁ ଡିଜିଟାଲ ସେବା…
ଆମେରିକା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ସେପ୍ଟେମ୍ବରରେ ଅଧିକ ରୁଷୀୟ ତୈଳ କିଣିବ: ରିପୋର୍ଟ
ନୂଆଦିଲ୍ଲୀ,୨୮।୮: ଡୋନାଲ୍ଡ ଟ୍ରମ୍ପଙ୍କ ଚାପ ସତ୍ତ୍ୱେ ଭାରତ ସେପ୍ଟେମ୍ବର ମାସରେ ରୁଷୀୟ ତୈଳର ଆମଦାନୀ ୧୦-୨୦ ପ୍ରତିଶତ ବଢ଼ାଇବାକୁ ଯୋଜନା କରୁଛି। ରଇଟର୍ସ୍ର ରିପୋର୍ଟ ଅନୁଯାୟୀ, ରୁଷୀୟ ନିର୍ଯ୍ୟାତକାରୀମାନେ ଯୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ କ୍ଷତିଗ୍ରସ୍ତ ରିଫାଇନରୀ ଉତ୍ପାଦନ କମ୍ କରି ମୂଲ୍ୟ…
କେଉଁ ଦେଶର ଲୋକଙ୍କୁ ଅଧିକ ଟଙ୍କା ଦିଏ Instagram: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଆଜିର ଡିଜିଟାଲ ଯୁଗରେ, ଇନଷ୍ଟାଗ୍ରାମ କେବଳ ଫଟୋ ଏବଂ ଭିଡିଓ ଶେୟାର କରିବାର ଏକ ପ୍ଲାଟଫର୍ମ ନୁହେଁ, ବରଂ ଏହା କୋଟି କୋଟି ଲୋକଙ୍କ ପାଇଁ ଆୟର ଏକ ଉତ୍ସ ପାଲଟିଛି। ସାରା ବିଶ୍ୱରେ କ୍ରିଏଟର୍, ପ୍ରଭାବଶାଳୀ ଏବଂ ସେଲିବ୍ରିଟିମାନେ ଇନଷ୍ଟାଗ୍ରାମରୁ…
Archives


