ବାଣିଜ୍ୟ

‘ଟ୍ରେନିଂ ଅନ୍‌ ହ୍ବିଲ୍ସ’ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୦(ଅନୁରାଧା ମହାରଣା): ‘କେୟାର ବିୟଣ୍ଡ ପାୱାର- ବିକଜ୍‌ ପିପୁଲ ମ୍ୟାଟର’। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ସାମଗ୍ରିକ ବିକାଶ ଏବଂ କର୍ମଚାରୀ କଲ୍ୟାଣ ପାଇଁ ଟାଟା ପାଓ୍ବାର ପକ୍ଷରୁ ଏମିତି ଏକ ଥିମ୍‌କୁ ନେଇ ଉତ୍ସର୍ଗୀକୃତ ପ୍ରୟାସ ‘ଓଡ଼ିଶା ୨.୦’ ଆରମ୍ଭ ହୋଇଛି।…

ମାଲାମାଲ କରିବ SBIର ବର୍ଷିକିଆ FD: ନିବେଶ କରନ୍ତୁ ମାତ୍ର ଏତିକି ଟଙ୍କା; ମାଚ୍ୟୁରିଟିରେ ହୋଇଯିବ…

ନୂଆଦିଲ୍ଲୀ,୫।୧୦:ଭାରତର ସବୁଠାରୁ ବଡ଼ ବ୍ୟାଙ୍କ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (SBI)ରେ କୋଟି କୋଟି ଲୋକ ନିବେଶ କରୁଛନ୍ତି। ବ୍ୟାଙ୍କର ଫିକ୍ସଡ ଡିପୋଜିଟ (FD) ଯୋଜନା ନିବେଶକଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ। ଯଦି ଆପଣ ମଧ୍ୟ FDରେ ନିବେଶ କରିବାକୁ ଚିନ୍ତା…

ଚିରା-ଫଟା ନୋଟ୍‌ର କ’ଣ କରେ RBI? ଅଧା ଭାରତ ଜାଣି ନାହିଁ ଉତ୍ତର, ଜାଣିଲେ…

ନୂଆଦିଲ୍ଲୀ,୪।୧୦: ଆପଣ କେବେ ଭାବିଛନ୍ତି କି ଯେତେବେଳେ ନୋଟ ପୁରୁଣା ହୋଇଯାଏ କିମ୍ବା ଚିରି ଯାଏ, ଆର୍‌ବିଆଇ ସେସବୁ ନୋଟ୍‌ର କ’ଣ କରିଥାଏ? ଅନେକ ଭାବନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟ୍‌କୁ ଜାଳି ଦିଏ, ଫିଙ୍ଗି ଦିଏ କିମ୍ବା…

କନଫର୍ମ ଟ୍ରେନ ଟିକେଟ୍‌ର ଟେନସନ ସରିଲା, ତୁରନ୍ତ ଏମିତି ବୁକିଂ କରନ୍ତୁ ତତ୍କାଳ ଟିକେଟ୍‌

ନୂଆଦିଲ୍ଲୀ,୪।୧୦: ସାରା ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଦୀପାବଳି ଏବଂ ଛଠ୍‌ ହେଉଛି ପରବର୍ତ୍ତୀ ମାସରେ ପର୍ବ। ଏହି ପର୍ବପର୍ବାଣୀ ଋତୁରେ ଟ୍ରେନ ଟିକେଟ ପାଇବା ସବୁଠାରୁ ଚ୍ୟାଲେଞ୍ଜିଂ କାର୍ଯ୍ୟ ମଧ୍ୟରୁ ଗୋଟିଏ। ଦୀପାବଳି ଏବଂ…

ଟ୍ରମ୍ପଙ୍କ ଟାରିଫ ଟେନସନ୍‌ ମଧ୍ୟରେ ଭାରତକୁ ଆଉ ଏକ ବଡ଼ ଝଟକା

ନୂଆଦିଲ୍ଲୀ,୪।୧୦: ସେପ୍ଟେମ୍ବର ୨୬ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨.୩୩ ବିଲିୟନ ଡଲାର ହ୍ରାସ ପାଇ ୭୦୦.୨୪ ବିଲିୟନ ଡଲାର ହୋଇଛି। ଶୁକ୍ରବାର RBI ଏହି ତଥ୍ୟ ପ୍ରକାଶ କରିଛି। ଏକ ସପ୍ତାହ ପୂର୍ବରୁ ଦେଶର…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: SEBI ନେଲା ବଡ଼ ପଦକ୍ଷେପ, ଏଣିକି…

ନୂଆଦିଲ୍ଲୀ,୩।୧୦: ଇଣ୍ଟରନେଟ ଏବଂ ପ୍ରଯୁକ୍ତିବିଦ୍ୟାର ସହଜ ପ୍ରବେଶ ଲୋକଙ୍କ ଜୀବନକୁ ସହଜ କରିଦେଇଛି, କିନ୍ତୁ ଅନଲାଇନ ଠକେଇ ମାମଲା ମଧ୍ୟ ବୃଦ୍ଧି ପାଉଛି। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI) ଅନଲାଇନ ଠକେଇ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ…

Jio, Airtelର ବଢିଗଲା ଟେନସନ୍‌: ବଡ଼ କାମ କରିଦେଲା BSNL , ଏଣିକି…

ନୂଆଦିଲ୍ଲୀ,୩।୧୦: ଭାରତ ସରକାରଙ୍କ ଟେଲିକମ କମ୍ପାନୀ BSNL, ଦେଶବ୍ୟାପୀ eSIM ସେବା ଆରମ୍ଭ କରିଛି। BSNL ଟାଟା କମ୍ୟୁନିକେସନ୍ସର ମୁଭ ପ୍ଲାଟଫର୍ମ ସହିତ ସହଭାଗୀ ହୋଇଛି। ଏହି ପଦକ୍ଷେପର ଲକ୍ଷ୍ୟ ଭାରତର ଡିଜିଟାଲ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଏବଂ ଗ୍ରାହକମାନଙ୍କୁ…

ଦଶହରା ସରୁ ସରୁ କମିଗଲା ସୁନା ରେଟ୍‌! ଜାଣନ୍ତୁ ଭୁବନେଶ୍ୱରରେ କେତେ…

ଭୁବନେଶ୍ୱର,୩।୧୦: ନବରାତ୍ରି ଏବଂ ଦଶହରା ପର୍ବ ପରେ ସୁନା ମୂଲ୍ୟ ହଠାତ ହ୍ରାସ ପାଇଛି। ଗତ କିଛି ଦିନ ଧରି ବୃଦ୍ଧି ପାଉଥିବା ସୁନାର ମୂଲ୍ୟ 3 ଅକ୍ଟୋବର, 2025 ରେ ହ୍ରାସ ପାଇଛି। ଦିଲ୍ଲୀରେ, 24 କ୍ୟାରେଟ ସୁନାର ମୂଲ୍ୟ…

ନିବେଶ କରନ୍ତୁ ୨୧୦, ପାଇବେ ମାସକୁ ୫୦୦୦ ଟଙ୍କାର ପେନସନ; ଜବରଦସ୍ତ ସରକାରୀ ସ୍କିମ୍‌ରେ…

ଭୁବନେଶ୍ୱର,୨।୧୦: ଯଦି ଆପଣ ଅବସର ପରେ ନିଜ ପାଇଁ ପେନ୍‌ସନର ବ୍ୟବସ୍ଥା କରିବାକୁ ଚାହାଁନ୍ତି, ତେବେ ଅଟଳ ପେନସନ ଯୋଜନା (ଏପିଓ୍ବାଇ) ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ବିକଳ୍ପ। ଏହି ଯୋଜନା ମାଧ୍ୟମରେ ଆପଣ ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିପାରିବେ।…

ସୁନା କିଣିବାକୁ ଯାଉଛନ୍ତି କି? ଜାଣନ୍ତୁ ଦଶହରାରେ କେତେ ଅଛି ସୁନାଦର

ଭୁବନେଶ୍ୱର,୨।୧୦:  ଆଜି ଶାରଦୀୟ ନବରାତ୍ରିର ଶେଷ ଦିନ। ଆଜି ସାରା ଦେଶରେ ଦଶହରା ମହା ଧୁମଧାମରେ ​​ପାଳନ କରାଯାଉଛି। ଏପରି ପରିସ୍ଥିତିରେ ଆଜି ସୁନା ଓ ରୂପାର ମୂଲ୍ୟରେ ବଡ଼ ପରିବର୍ତ୍ତନ ଦେଖାଯାଉଛି।  ଦେଶର ରାଜଧାନୀ ଦିଲ୍ଲୀ, ଜୟପୁର, ନୋଏଡା, ଲକ୍ଷ୍ନୌ,…

ରବି ଫସଲର ଏମଏସପି ବୃଦ୍ଧି: ଗହମ ଦର ୬.୫୯% ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ହେଲା ଏତିକି ଟଙ୍କା

ନୂଆଦିଲ୍ଲୀ,୧।୧୦: କେନ୍ଦ୍ର କ୍ୟାବିନେଟ୍‌ ବୁଧବାର, ୧ ଅକ୍ଟୋବରରେ ୨୦୨୬-୨୭ ବିପଣନ ଋତୁ ପାଇଁ ୬ଟି ରବି ଫସଲର ନ୍ୟୂନତମ ସମର୍ଥନ ମୂଲ୍ୟ (ଏମଏସପି) ବୃଦ୍ଧିକୁ ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗହମର…

ଶାହାରୁଖ ଖାନ୍‌ ପ୍ରଥମଥର ପାଇଁ ଆରବପତି କ୍ଲବରେ ସାମିଲ, ବଲିଉଡ୍‌ର ସବୁଠାରୁ ଧନୀ ଅଭିନେତା

ମୁମ୍ବାଇ,୧।୧୦: ବଲିଉଡ୍‌ର ‘ବାଦଶାହ’ ଶାହାରୁଖ ଖାନ୍‌ (୫୯) ପ୍ରଥମ ଥର ପାଇଁ ଆରବପତି କ୍ଲବରେ ସାମିଲ ହୋଇଛନ୍ତି। ୨୦୨୫ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ୍‌ରେ ସେ ୧୨,୪୯୦ କୋଟି ଟଙ୍କାର ସମ୍ପତ୍ତି ସହ ବଲିଉଡ୍‌ର ସବୁଠାରୁ ଧନୀ ଅଭିନେତା ଭାବେ ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri