ବ୍ୟାଙ୍କ ଲକର୍ରେ ରଖିଛନ୍ତି କି ସୁନା? ଚୋରି କି ନଷ୍ଟ ହେଲେ କିଏ ଦାୟୀ, କ’ଣ କୁହେ RBI ନିୟମ…
ନୂଆଦିଲ୍ଲୀ,୨୫।୯: ସାଧାରଣତଃ ଲୋକମାନେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଲକରରେ ମୂଲ୍ୟବାନ ଜିନିଷ ରଖିଥାନ୍ତି। କିନ୍ତୁ ବ୍ୟାଙ୍କର ଅବହେଳା, ଚୋରି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଯଦି ଆପଣଙ୍କ ଜିନିଷ ଲକରରୁ ଗାୟବ ହୋଇଯାଏ, ତେବେ କିଏ ଦାୟୀ ହେବ ଏବଂ…
୨୦୦୦ ଟଙ୍କିଆ ମାସିକ SIP କରି ହୁଅନ୍ତୁ ମାଲାମାଲ, ବର୍ଷକୁ ୧୨ ଲକ୍ଷ ରୋଜଗାର; ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୯: ଧନୀ ହେବା ପାଇଁ ବହୁତ ପୁଞ୍ଜି ନିବେଶ କରିବା ଆବଶ୍ୟକ ନୁହେଁ। ଆପଣ ଅଳ୍ପ ସଞ୍ଚୟରୁ ମଧ୍ୟ ବଡ଼ ପାଣ୍ଠି ତିଆରି କରିପାରିବେ। ଏହା ସହିତ ଏହି ସଞ୍ଚୟରୁ ଆପଣ ପ୍ରତି ମାସରେ ୧ ଲକ୍ଷ ଟଙ୍କା ଏବଂ ବାର୍ଷିକ…
ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ ଆଶା
ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା): ଭାରତ ସାମୁଦ୍ରିକ ସପ୍ତାହ-୨୦୨୫(ଆଇଏମ୍ଡବ୍ଲ୍ୟୁ) ପାଳନର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱରଠାରେ ପାରାଦୀପ ବନ୍ଦର ପକ୍ଷରୁ ଏକ ରୋଡ୍-ଶୋ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ‘ଭୁବନେଶ୍ୱରରେ ଇଣ୍ଡିଆନ ମେରିଟାଇମ୍ ସେକ୍ଟରର ପରିବର୍ତ୍ତନକୁ ନାଭିଗେଟ୍ କରିବା: ଭଲ୍ୟୁମ୍ରୁ ଭିଜନକୁ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ଶିଳ୍ପ…
ପୋଷ୍ଟ ଅଫିସର ଜବରଦସ୍ତ ପ୍ଲାନ୍: ଏହି ସେଭିଂ ସ୍କିମ୍ରେ ନିବେଶ କରି ମାସକୁ ପାଆନ୍ତୁ ୯୦୦୦ ଟଙ୍କା, ଦରମା ଭଳି…
ନୂଆଦିଲ୍ଲୀ,୨୪।୯: ଯଦି ଆପଣ ଏପରି ଏକ ବିନିଯୋଗ ମାଧ୍ୟମ ଖୋଜୁଛନ୍ତି ଯେଉଁଠାରୁ ଆପଣଙ୍କୁ ମାସିକ ଆୟ ମିଳିପାରିବ, ତେବେ ଆମେ ଆପଣଙ୍କୁ ଡାକଘରର ଏକ ଦମ୍ଦାର ଯୋଜନା ବିଷୟରେ କହୁଛୁ। ଏହି ଯୋଜନାର ନାମ ହେଉଛି ଡାକଘର ମାସିକ ଆୟ ଯୋଜନା…
Flipkartରେ ଜିନିଷ ବିକି କମାଇପାରିବେ ଟଙ୍କା, ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…
ନୂଆଦିଲ୍ଲୀ,୨୪।୯: ଯଦି ଆପଣ ଚାକିରି କରନ୍ତି କିମ୍ବା ବ୍ୟବସାୟ ଚଳାଉଥାନ୍ତି, ତେବେ ଆପଣ ହୁଏତ କୌଣସି ସମୟରେ ଅନଲାଇନ ବ୍ୟବସାୟ ଆରମ୍ଭ କରିବା କିମ୍ବା ଅନଲାଇନ ସାମଗ୍ରୀ ବିକ୍ରି କରିବା ବିଷୟରେ ଚିନ୍ତା କରିଥିବେ। ତେବେ ଏହି ସମୟରେ Flipkart ଭଳି…
୨୫ ଲକ୍ଷ ମହିଳାଙ୍କୁ ଫ୍ରି’ LPG କନେକ୍ସନ: ଜାଣନ୍ତୁ କେମିତି କରିପାରିବେ ଆବେଦନ
ନୂଆଦିଲ୍ଲୀ,୨୪।୯: GST ପରେ, ଭାରତ ସରକାର ଏବେ ଗରିବ ମହିଳାଙ୍କୁ ଏକ ନୂତନ ଉପହାର ଦେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୨.୫ ନିୟୁତ ଗରିବ ମହିଳାଙ୍କୁ ଅତିରିକ୍ତ ମାଗଣା LPG…
ନୂଆ ରେକର୍ଡ: ପୁଣି ଖସିଲା ଟଙ୍କା
ମୁମ୍ବାଇ,୨୪ା୯:ଆମେରିକୀୟ ଡଲାର ତୁଳନାରେ ମଙ୍ଗଳବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ହ୍ରାସ ଦେଖିବାକୁ ମିଳିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୪୭ ପଇସା ହ୍ରାସ ପାଇ ୮୮ ଟଙ୍କା ୭୫ ପଇସାରେ ପହଞ୍ଚତ୍ଛି। ବିଦେଶୀ ପୁଞ୍ଜି ପ୍ରତ୍ୟାହାର ଲାଗିରହିଥିବାବେଳେ ଆମେରିକାର ଏଚ୍-୧ବି…
ଘରେ କେତେ ନଗଦ ଟଙ୍କା ରଖିପାରିବେ? ଜାଣନ୍ତୁ କ’ଣ ରହିଛି ନିୟମ
ନୂଆଦିଲ୍ଲୀ,୨୩ା୯: ଡିଜିଟାଲ ପେମେଣ୍ଟର ଯୁଗ ସତ୍ତ୍ବେ ଅନେକ ଲୋକେ ଘରେ ନଗଦ ଟଙ୍କା ରଖି ଲେଣଦେଣ କରନ୍ତି। କିନ୍ତୁ ଆୟକର ବିଭାଗର ଚଢ଼ାଉ ସମୟରେ ଘରେ ନଗଦ ରଖିବାର ଆଇନଗତ ସୀମା ନେଇ ପ୍ରଶ୍ନ ଉଠେ। ଆୟକର ବିଭାଗ ଅନୁଯାୟୀ, ଘରେ…
ସୁନା ଦରକୁ ନେଇ ଆମେରିକାରୁ ଭାରତ ଯାଏ ହାହାକାର, ସତର୍କ କରାଇଲେ ଏକ୍ସପର୍ଟ
ମୁମ୍ବାଇ,୨୩।୯: କମିବାର ନାଁ ନେଉ ନାହିଁ ସୁନା ମୂଲ୍ୟ। ଗତ କିଛିଦିନ ଧରି ସୁନା ମୂଲ୍ୟ ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ କରୁଛି। ମଙ୍ଗଳବାର ସୁନା ମୂଲ୍ୟ ପ୍ରାୟ ୧୮୦୦ ଟଙ୍କା ବୃଦ୍ଧି ପାଇଛି। ମଲ୍ଟି କମୋଡିଟି ବଜାରରେ ମଙ୍ଗଳବାର…
ଆଗାମୀ ୧୦ବର୍ଷ ଭିତରେ ଭାରତରେ ଏହି ଚାକିରିରେ ମିଳିବ ଲକ୍ଷ ଲକ୍ଷ ଟଙ୍କାର ଦରମା! ଜାଣନ୍ତୁ ସେଗୁଡିକ କ’ଣ…
ନୂଆଦିଲ୍ଲୀ,୨୩।୯: ଏଆଇ ଏବଂ ଡିଜିଟାଲ କରଣର ଯୁଗରେ, ଟେକ୍ନୋଲୋଜି, ମ୍ୟାନେଜମେଣ୍ଟ ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ହାଇ ସାଲେରୀ ଚାକିରି ବିସ୍ଫୋରକ ହାରରେ ବୃଦ୍ଧି ପାଉଥିବା ଦେଖାଯାଉଛି। ଏହି ଚାକିରିଗୁଡ଼ିକ ଆଗାମୀ ଦଶବର୍ଷରେ ଏହାର ଡିମାଣ୍ଡ ବଢିବ ବୋଲି କୁହାଯାଉଛି। ୨୦୫୦…
GST ହ୍ରାସ ପରେ ରେକର୍ଡ ସଂଖ୍ୟକ କାର୍ ବିକ୍ରି: ପ୍ରଥମ ଦିନରେ ଏତେ ସଂଖ୍ୟକ ଗାଡ଼ି ବିକ୍ରି କଲା ମାରୁତି, ହୁଣ୍ଡାଇ ,ଟାଟା
ନୂଆଦିଲ୍ଲୀ, ୨୩।୯: ୨୨ ସେପ୍ଟେମ୍ବର, ୨୦୨୫ ରେ ଭାରତରେ କାର୍ଯ୍ୟକାରୀ ହୋଇଥିବା ନୂତନ GST ୨.୦ କାର୍ ବଜାର ପାଇଁ ଏକ ଉପହାରଠାରୁ କମ ନୁହେଁ। ଛୋଟ କାର ଉପରେ GST ୨୮% ରୁ ୧୮% କୁ ହ୍ରାସ କରାଯାଇଛି, ଯାହା…
କୋହଳ ହେବ ଅବସର ପୂର୍ବରୁ ଇପିଏଫଓ ଟଙ୍କା ଉଠାଣ ନିୟମ: ରିପୋର୍ଟ
ନୂଆଦିଲ୍ଲୀ,୨୩।୯: କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ନିୟମରେ ପରିବର୍ତ୍ତନ ଆଣି ସଦସ୍ୟମାନଙ୍କୁ ସେମାନଙ୍କର ସଞ୍ଚୟକୁ ଅଧିକ ସ୍ବାଧୀନତାର ସହ ବ୍ୟବହାର କରିବାର ସୁଯୋଗ ଦେବାକୁ ଚିନ୍ତା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଗୃହ ନିର୍ମାଣ, ବିବାହ ଏବଂ ଶିକ୍ଷା…
Archives


