ବାଣିଜ୍ୟ

E-Commerceରେ ମିଳୁଥିବା Exchange Offerର ଅସଲ କଥା ଜାଣନ୍ତି କି? କ’ଣ ସତରେ ମିଳେ ଫାଇଦା ନା ହୁଏ କ୍ଷତି

ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ଏକ୍ସଚେଞ୍ଜ ଅଫରଗୁଡ଼ିକ ସମସ୍ତଙ୍କ ପାଇଁ ଆକର୍ଷଣୀୟ ମନେହୁଏ। ସାଧାରଣତଃ ଏହି ଅଫରରେ, ସାଇଟଗୁଡ଼ିକ ପୁରୁଣା ଉତ୍ପାଦକୁ ନୂତନ ଉତ୍ପାଦ ସହିତ ବଦଳାଇ କିଛି ରିହାତି ଦେବାକୁ ପ୍ରତିଶ୍ରୁତି ଦିଅନ୍ତି। ତଥାପି, କେତେକ ସମୟରେ ଗ୍ରାହକମାନେ ଏକ୍ସଚେଞ୍ଜ ଅଫରରୁ…

ବ୍ୟବସାୟ ବିକାଶ ବୃଦ୍ଧି କରିବା ପାଇଁ ସହର ଯୋଜନା ନିୟମ ସଂଶୋଧନ କଲେ ଓଡ଼ିଶା ସରକାର

ଭୁବନେଶ୍ୱର,୧୨।୩: ଇଜ୍‌ ଅଫ୍‌ ଡୁଇଙ୍ଗ ବିଜନେସ(ବ୍ୟବସାୟ କରିବାର ସହଜତା)କୁ ବୃଦ୍ଧି କରିବା ପାଇଁ, ଓଡ଼ିଶା ସରକାର ଓଡ଼ିଶା ସହର ଯୋଜନା ଏବଂ ଉନ୍ନତି ଟ୍ରଷ୍ଟ (ଯୋଜନା ଏବଂ ନିର୍ମାଣ ମାନକ) ନିୟମ, ୨୦୨୧ ଏବଂ ଓଡ଼ିଶା ବିକାଶ କର୍ତ୍ତୃପକ୍ଷ (ଯୋଜନା ଏବଂ…

Airtel ପରେ Jio ସହିତ ହାତ ମିଶାଇଲେ ଏଲନ ମସ୍କ: ଜାଣନ୍ତୁ Starlink ଇଣ୍ଟରନେଟ୍ ପାଇଁ ମାସିକ କେତେ ଟଙ୍କା ଖର୍ଚ୍ଚ ହେବେ

ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଧନୀ ଏଲନ ମସ୍କଙ୍କ Starlink ଭାରତୀୟ ବଜାରରେ ପ୍ରବେଶ ସହିତ ବହୁପ୍ରତୀକ୍ଷିତ ଇଣ୍ଟରନେଟ୍ ସଂଯୋଗରେ ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ୍…

ଟାଟା ପାୱାର ଓଡ଼ିଶା ଡିସ୍‌କମ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୧୨।୩ (ଅଭୟ ଦାଶ): ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ତଥା ଟାଟା ପାୱାର(ଟିପି) ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ (ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌, ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌, ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ର୍ରିବ୍ୟୁଶନ…

RBIର ବଡ଼ ଘୋଷଣା, ଖୁବଶୀଘ୍ର ଆସିବ ୧୦୦ ଏବଂ ୨୦୦ଟଙ୍କାର ନୂଆ ନୋଟ୍‌, ବନ୍ଦ ହୋଇଯିବ କି ପୁରୁଣା?

ନୂଆଦିଲ୍ଲୀ,୧୨।୩: ୧୦୦ ଏବଂ ୨୦୦ ଟଙ୍କା ନୋଟ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ବଡ଼ ଘୋଷଣା କରିଛି। କହିରଖୁଛୁ କି, ଭାରତୀୟ ରିଜର୍ଭ ବ୍ୟାଙ୍କ ଖୁବ ଶୀଘ୍ର 100 ଏବଂ 200 ଟଙ୍କାର ନୂତନ ନୋଟ ଜାରି କରିବାକୁ…

Jio-Starlink Deal: ଏଲନ ମସ୍କଙ୍କ କମ୍ପାନୀ SpaceX ସହ ହାତ ମିଳାଇଲା Jio, ଏଣିକି ମିଳିବ ସୁପର୍‌-ଫାଷ୍ଟ ଡାଟା

ନୂଆଦିଲ୍ଲୀ,୧୨।୩: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଏଲନ ମସ୍କଙ୍କ କମ୍ପାନୀ SpaceX ସହିତ ଏକ ଚୁକ୍ତି ସ୍ବାକ୍ଷର କରିଛି। ଏହା ଅଧୀନରେ ଭାରତରେ ଷ୍ଟାରଲିଙ୍କ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଗୋଟିଏ ଦିନ ପୂର୍ବରୁ ରିଲାଏନ୍ସ ଜିଓର…

EPFOର ବଡ଼ ଘୋଷଣା! PF ସଦସ୍ୟଙ୍କୁ ମାଗଣାରେ ମିଳିବ ୭ ଲକ୍ଷର ବୀମା, ଜାଣନ୍ତୁ ନୂଆ ନିୟମ… 

ନୂଆଦିଲ୍ଲୀ,୧୧।୪: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ର ୨୩୭ତମ ବୈଠକରେ Employees’ Deposit Linked Insurance (EDLI) ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଚାକିରି ସମୟରେ ଦୁର୍ଘଟଣାଜନିତ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରକୁ…

କ’ଣ ଟ୍ରମ୍ପଙ୍କ ଧମକରେ ନଇଁଲା ଭାରତ? ସଂସଦରୁ ବଡ଼ ଚ୍ୟାଲେଞ୍ଜ ଦେଲେ ମୋଦି

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଟିକସ ବିବାଦ ଉପରେ, ମୁହଁ ଖୋଲିଛନ୍ତି କେନ୍ଦ୍ର ସରକାର। ସଂସଦରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଆମେରିକା ଭାରତ ଉପରେ କୌଣସି ପାରସ୍ପରିକ ଶୁଳ୍କ ଟିକସ ଲାଗୁ କରିନାହିଁ। ଲୋକ ସଭାରେ ଏକ…

ଆମେରିକା ବଜାରରେ ମାନ୍ଦାବସ୍ଥା ଭୟ: ୪୦୦ ପଏଣ୍ଟରୁ ଅଧିକ ଖସିଗଲା ସେନସେକ୍ସ

ମୁମ୍ବାଇ,୧୧।୩: ଆମେରିକାର ମାନ୍ଦାବସ୍ଥା ଭୟ ମଧ୍ୟରେ ୱାଲ ଷ୍ଟ୍ରିଟ୍ ରାତାରାତି ହ୍ରାସ ପାଇବା ପରେ ଏହାର ପ୍ରଭାବ ଏସୀୟ ବଜାର ଉପରେ ଦେଖିବାକୁ ମିଳିଛି। ମଙ୍ଗଳବାର ବଜାର ଖୋଲିବା ମାତ୍ରେ ବେଞ୍ଚମାର୍କ ଇକ୍ୱିଟି ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଛି।…

ରାଜ୍ୟରେ ବଢୁଛି ତମାଖୁ-ପାନ ମସଲା ବିକ୍ରୟରୁ ଟିକସ ଆଦାୟ: ୧୦ ବର୍ଷରେ ପୁରିଲାଣି ସରକାରଙ୍କ ପକେଟ

ଭୁବନେଶ୍ୱର,୧୦୩: ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି। ବିଧାୟକ ଟଙ୍କଧର ତ୍ରିପାଠିଙ୍କ ଏକ ପ୍ରଶ୍ନର ଉତ୍ତରରେ ସୋମବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ…

ଲଳିତ ମୋଦିଙ୍କୁ ଲାଗିବ ବଡ଼ ଝଟକା, ପାସପୋର୍ଟ ରଦ୍ଦ କରିବ ଏହି ଦେଶ

ନୂଆଦିଲ୍ଲୀ,୧୦।୩: ନିଜ ଦେଶ କବଳରୁ ରକ୍ଷା ପାଇବା ପାଇଁ, ପଳାତକ ବ୍ୟବସାୟୀ ଲଳିତ ମୋଦି ଭାନୁଆଟୁ ନାଗରିକତା ହାସଲ କରିଥିଲେ। ଏବେ କିନ୍ତୁ ଲଳିତ ମୋଦିଙ୍କୁ ଏକ ବଡ଼ ଝଟକା ଲାଗିଛି। ସେଠାକାର ପ୍ରଧାନମନ୍ତ୍ରୀ ଜୋଥାମ ନାପାଟ ଲଳିତ ମୋଦିଙ୍କୁ ଦିଆଯାଇଥିବା…

ମାର୍ଚ୍ଚ ୧୯ରୁ ଲାଗୁ ହେବ YouTubeର ନୂଆ ନିୟମ:କଣ୍ଟେଣ୍ଟ କ୍ରିଏଟର୍ର୍‌ସ ହୋଇଯାନ୍ତୁ ସାବଧାନ, ନଚେତ୍‌ ଆକାଉଣ୍ଟ ହୋଇଯିବ ବ୍ଲକ

ନୂଆଦିଲ୍ଲୀ,୧୦।୩:YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି। କମ୍ପାନୀର ନୂତନ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି। ଏହା ପରେ, ଯେଉଁ କ୍ରିଏଟରମାନେ ଅଣପ୍ରମାଣିତ ଜୁଆ ଆପ ଏବଂ ୱେବସାଇଟ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବେ, ସେମାନଙ୍କ ଆକାଉଣ୍ଟଗୁଡ଼ିକୁ ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?