ବାଣିଜ୍ୟ

ମୁକେଶ ହେଲେ ବିଶ୍ୱର ନବମ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୨୦।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀରେ ବିଶ୍ୱର ଶୀର୍ଷ ୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ପ୍ରାୟ ୬୪.୬ ବିଲିୟନ…

6 years ago

ଆତ୍ମନିର୍ଭର ଭାରତ ବାଟରେ କଣ୍ଟା: ବଜାରରେ କୋଟି କୋଟି ଟଙ୍କାର ଚାଇନା ସାମଗ୍ରୀ

ନୂଆଦିଲ୍ଲୀ, ୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଲୋକେ ସ୍ବଦେଶୀ ଉତ୍ପାଦ ବ୍ୟବହାର କଲେ ଦେଶର ଆର୍ଥତ୍କ ସ୍ଥିତିରେ ସୁଧାର…

6 years ago

ପ୍ଲେ ଷ୍ଟୋରରୁ ହଟିଲା ୩୦ ଚାଇନା ଆପ୍‌

ନୂଆଦିଲ୍ଲୀ,୨୦।୬: ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଗୁଗଲ ଏହାର ପ୍ଲେ ଷ୍ଟୋରରୁ ୩୦ ଚାଇନା ଭିତ୍ତିକ ମୋବାଇଲ ଆପ୍ଲିକେଶନକୁ ହଟାଇ ଦେଇଛି। ଏହି ଆପ୍ଲିକେଶନଗୁଡିକୁ ୨ କୋଟି ଥର…

6 years ago

୧୦ନିୟୁତ ଡଲାରର ପୁଞ୍ଜି ଉଠାଇଲା ମିଲ୍କ ମନ୍ତ୍ରା

ମୁମ୍ବାଇ,୨୦।୬: ପ୍ରମୁଖ ଦୁଗ୍ଧ ଷ୍ଟାର୍ଟ ଅପ୍‌ କମ୍ପାନୀ ମିଲ୍କ ମନ୍ତ୍ରାରେ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭଲମେଣ୍ଟ ଫାଇନାନ୍ସ କର୍ପୋରେଶନ (ଡିଏଫସି) ୧୦ ନିୟୁତ ଡଲାର ପୁଞ୍ଜି ନିବେଶ କରିବାକୁ…

6 years ago

ଶୀଘ୍ର ଆସିବ ଏଲ୍‌ଆଇସିର ଆଇପିଓ

ନୂଆଦିଲ୍ଲୀ,୨୦।୬: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଇନିସିଆଲ ପବ୍ଲିକ ଅଫରିଂ( ଆଇପିଓ) ଶୀଘ୍ର ଆସିବ। ଏଥି ଲାଗି ସରକାର ପରାମର୍ଶଦାତାଫାର୍ମ, ନିବେଶ ବ୍ୟାଙ୍କର ଏବଂ ବିତ୍ତୀୟ…

6 years ago

ଭାରତକୁ ଜିଏସ୍‌ପି ମାନ୍ୟତା ଫେରାଇବା ନେଇ ୟୁଏସ୍‌ର ବିଚାର

ଓ୍ବାଶିଂଟନ,୨୦।୬: ବାଣିଜ୍ୟ ସୁବିଧା ଲାଗି ଆମେରିକା ପ୍ରଦାନ କରୁଥିବା ଜେନେରାଲାଇଜ୍ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସ(ଜିଏସ୍‌ପି) ମାନ୍ୟତା ଭାରତକୁ ପୁଣି ଥରେ ପ୍ରଦାନ କରିବାକୁ ଆମେରିକା ବିଚାର କରୁଛି।…

6 years ago

୫ହଜାରରୁ ଊର୍ଦ୍ଧ୍ୱ ଏଟିଏମ୍‌ ଉଠାଣରେ ଲାଗିପାରେ ଚାର୍ଜ

ମୁମ୍ବାଇ,୧୯।୬: ଏଟିଏମ୍‌ରୁ ଏକାଥରକେ ୫ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଉଠାଣ ଉପରେ ଗ୍ରାହକଙ୍କୁ ଚାର୍ଜ ଲାଗିପାରେ। ଏହି ପ୍ରସଙ୍ଗ ଉପରେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ବିଚାରବିମର୍ଷ କରୁଛି। ଆର୍‌ଟିଆଇରେ…

6 years ago

ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୯।୬:ଦେଶରେ କରୋନା ସଂକ୍ରମଣର ମହାମାରୀ ସମୟରେ କ୍ରମାଗତ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି। ଗୋଟିଏ ପଟେ ଲୋକଙ୍କର ଆର୍ଥିକ ଅବସ୍ଥା ଭଲ…

6 years ago

ଏନ୍‌ଆଇପିଏଫ୍‌ପିର ଅଧ୍ୟକ୍ଷ ଭାର ସମ୍ଭାଳିବେ ଉର୍ଜିତ

ନୂଆଦିଲ୍ଲୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ଉର୍ଜିିତ ପଟେଲ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ ଫାଇନାନ୍ସ ଆଣ୍ଡ ପିଲିସି(ଏନ୍‌ଆଇପିଏଫ୍‌ପି)ର ଅଧ୍ୟକ୍ଷ ଭାର ସମ୍ଭାଳିବେ। ଜୁନ…

6 years ago

ଇ-କମର୍ସ ନୀତିରେ ହୋଇପାରେ ପରିବର୍ତ୍ତନ: ପ୍ରଡକ୍ଟ ମେଡ୍‌ ଇନ୍‌ ଇଣ୍ଡିଆ କି ନୁହେଁ ଜାଣିହେବ

ନୂଆଦିଲ୍ଲୀ,୧୯।୬: ଭାରତ-ଚାଇନା ସୀମା ବିବାଦ ପରେ କେନ୍ଦ୍ର ସରକାର ଚାଇନା ବିରୋଧରେ କଠୋର ନୀତି ଗ୍ରହଣ କରୁଥିବା ଜଣାପଡ଼ିଛି। ଚାଇନାରୁ ଭାରତ ଆସୁଥିବା ସାମଗ୍ରୀଗୁଡିକ ଉପରେ ଉଚ୍ଚ…

6 years ago