ଭୁବନେଶ୍ୱର,୧୦।୯: ରେମଣ୍ଡର ନୂତନ ତଥା ଏକ୍ସକ୍ଲୁସିଭ୍ ଆଉଟ୍ଲେଟ୍ ନିକଟରେ ଅନୁଗୋଳର ଗାନ୍ଧୀ ମାର୍ଗଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ…
ଭୁବନେଶ୍ୱର,୧୦।୯(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ୍ସ କମ୍ପାନୀ ରେନଲ୍ଟ (ରେନୋ) ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ଅଲ୍ ନ୍ୟୁ କାଇଗର (ଅର୍ବାନ ନାଇଟ…
ନୂଆଦିଲ୍ଲୀ,୯।୯: ଆପଣଙ୍କ ପାଖରେ ଏଯାଏ ଅଛି କି ୨୦୦୦ ଟଙ୍କିଆ ନୋଟ୍। ଯଦି ହଁ ତେବେ ତୁରନ୍ତ ଏହାକୁ ବ୍ୟାଙ୍କରେ ଯାଇ ବଦଳାଇ ନିଅନ୍ତୁ। କାରଣ ଭାରତୀୟ…
ନୂଆଦିଲ୍ଲୀ,୯।୯ : ‘ବେଲ୍ଟ ଆଣ୍ଡ ରୋଡ’ ପଦକ୍ଷେପ (ବିଆରଆଇ) ଅନ୍ତର୍ଗତ ଅନ୍ତର୍ଜାତୀୟ ବ୍ୟବସାୟରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା ପାଇଁ ଚାଇନା ଅନେକ ଦେଶକୁ ନିଜ ଅଧୀନରେ ନେଇଛି।…
ଭୁବନେଶ୍ୱର,୯ା୯: ନ୍ୟାଶନାଲ ହ୍ୟାଣ୍ଡଲୁମ୍ ଡେଭଲପମେଣ୍ଟ କର୍ପୋରେଶନ୍ (ଏନଏଚଡିସି) ଲିମିଟେଡ୍ ଏବଂ ବୟନ ମନ୍ତ୍ରଣାଳୟ ଓ ଅଫିସ ଅଫ ଡେଭଲପମେଣ୍ଟ କମିଶନରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ (ଏକ୍ରାମ…
ଭୁବନେଶ୍ୱର,୯ା୯: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏସ୍ବିଆଇ ଟ୍ରାଞ୍ଜିଟ୍ କାର୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ୍ ଫିନଟେକ୍…
ଭୁବନେଶ୍ୱର, ୯।୯: ଦେଶର ପ୍ରମୁଖ ଘରୋଇ ଟେଲିକମ ସଂସ୍ଥା ଜିଓ ପ୍ଲାଟଫମର୍ସ ଏବଂ ଏନ୍ଭିଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ଘୋଷଣା କରାଯାଇଛି। ବିଶେଷ କରି ଅତ୍ୟାଧୁନିକ କ୍ଲାଉଡ୍ଭିତ୍ତିିକ…
ଭୁବନେଶ୍ୱର, ୯।୯: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍ଏଲ୍)ର ଓଡ଼ିଶା ୟୁନିଟ (ଜେଏସ୍ଏଲ୍, ଯାଜପୁର) ଷ୍ଟିଲ ମେଲଟିଂ ସ୍କ୍ରାପରେ କାର୍ଯ୍ୟରତ ମିନୁ ମହନ୍ତ ପ୍ରଥମ ଓଭରହେଡ କ୍ରେନ ଅପରେଟର…
ଭୁବନେଶ୍ୱର, ୯।୯: କ୍ରମାଗତ ୬ଷ୍ଠ ଦିନ ଲାଗି ଘରୋଇ ଶେୟାର ବଜାରରେ କାରବାର ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୫ମ କାର୍ଯ୍ୟ ଦିବସ (ଷ୍ଟକ୍ବଜାର) ର ଫଳାଫଳ…
ଭୁବନେଶ୍ୱର, ୯।୯ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ବୈଦ୍ୟୁତିକ ଯାନ (ଇଭି) ଦିବସ ପାଳିତ ହୋଇଯାଇଛି। ଏପରି କି ଉଚ୍ଚମାନର ବିଶ୍ୱସ୍ତରୀୟ ଉପତ୍ାଦ ପରିସର ମଧ୍ୟରେ…