ବାଣିଜ୍ୟ

ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ଲାଭ

ନୂଆଦିଲ୍ଲୀ,୧୭।୫ : ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଦକ୍ଷ ଏୟାରସ୍ପେସ୍‌ ମ୍ୟାନେଜମେଣ୍ଟ ଲାଗି ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା କମ୍ପାନୀଙ୍କୁ ପ୍ରାୟ ୧୦୦୦ କୋଟି…

6 years ago

ପେଟ୍ରୋଲ , ଡିଜେଲ ଉପରେ ବଢିଲା ଭ୍ୟାଟ୍‌

  ଭୁବନେଶ୍ୱର,୧୭।୫ : ରାଜ୍ୟ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ୍‌ ବଢାଇଛନ୍ତି। ପେଟ୍ରୋଲ ଉପରେ ଭ୍ୟାଟ୍‌ ୨୬%ରୁ ୩୨%କୁ ବଢିଛି। ଫଳରେ ପେଟ୍ରୋଲ ଲିଟର…

6 years ago

୮ କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର

ନୂଆଦିଲ୍ଲୀ,୧୭।୫-ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅଧୀନ ବିଭିନ୍ନ ଯୋଜନା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶନିବାର ୪ର୍ଥ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧିକୁ…

6 years ago

ଖଣିଜ କ୍ଷେତ୍ରରେ ନିବେଶ ଆକୃଷ୍ଟ ଲକ୍ଷ୍ୟ

ନୂଆଦିଲ୍ଲୀ,୧୭।୫-ଦେଶର ଖଣିଜ ଉତ୍ତୋଳନ କ୍ଷେତ୍ରରେ ଏଫ୍‌ଡିଆଇ ଆକୃଷ୍ଟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି କ୍ଷେତ୍ରରେ ଅଭିବୃଦ୍ଧି ଏବଂ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ଲାଗି ଷ୍ଟେଟ ଅଫ୍‌…

6 years ago

ପ୍ରତିରକ୍ଷା କ୍ଷେତ୍ର ଏଫ୍‌ଡିଆଇ ୭୪%କୁ ବଢ଼ିଲା

  ନୂଆଦିଲ୍ଲୀ,୧୭।୫: ସରକାର ପ୍ରତିରକ୍ଷା କ୍ଷେତ୍ର ମାନୁଫାକଚରିଂକୁ ପ୍ରୋତ୍ସାହିତ କରିବା ଲାଗି ପଦକ୍ଷେପ ନେଇଛନ୍ତି। ୨୦ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ପ୍ୟାକେଜ ଅଧୀନ ୪ର୍ଥ ପର୍ଯ୍ୟାୟ…

6 years ago

ଫାଷ୍ଟଟ୍ରାକ୍‌ ନିବେଶ ଲାଗି ଯୋଜନା

ନୂଆଦିଲ୍ଲୀ,୧୭।୫ ନିବେଶକୁ ପ୍ରୋତ୍ସାହନ ତଥା ତ୍ୱରିତ କରିବା ଲାଗି ସରକାର ଯୋଜନା ହାତକୁ ନେଇଛନ୍ତି। ଏହି ଯୋଜନାକୁ ରୂପାୟନ କରିବା ଲାଗି ସରକାର ଏମ୍ପାଓ୍ବାର୍ଡ ଗ୍ରୁପ୍‌ ଅଫ୍‌…

6 years ago

କମର୍ସିଆଲ କୋଲ୍‌ ମାଇନିଂକୁ ଅନୁମତି

ନୂଆଦିଲ୍ଲୀ,୧୭।୫: ବର୍ତ୍ତମାନ ପର୍ଯ୍ୟନ୍ତ କୋଇଲା ଖଣି ଖନନ କ୍ଷେତ୍ରରେ ସରକାରଙ୍କ ଆଧିପତ୍ୟ ରହି ଆସିଥିଲା। ଘରୋଇ କ୍ଷେତ୍ରକୁ ଏହି ବର୍ଗରେ କାମ କରିବା ଲାଗି ଅନୁମତି ମିଳି…

6 years ago

୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ

ନୂଆଦିଲ୍ଲୀ,୧୬ା୫(ପି.ଟି.): ଚଳିତ ୨୦୧୯-୨୦ ଫସଲ ବର୍ଷରେ ଦେଶରେ ୨୯୫.୬୭ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି। ଭଲ ବର୍ଷା ଯୋଗୁ କ୍ରମାଗତ ଚତୁର୍ଥ…

6 years ago

ପଦ ଛାଡ଼ିଲେ ଡବ୍ଲ୍ୟୁଟିଓ ମୁଖ୍ୟ

ଜାତିସଂଘ, ୧୬ା୫ : ମହାମାରୀ କରୋନା ଭୂତାଣୁ କବଳରେ ବିଶ୍ୱ କଲବଲ ହେଉଥିବା ବେଳେ ବାଣିଜି୍ୟକ ଓ ଆର୍ଥତ୍କ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଏହି ସମୟରେ…

6 years ago

କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ ଆକଳନ…

6 years ago