ନୂଆଦିଲ୍ଲୀ,୧୧।୪: ଟ୍ରେନ ଯାତ୍ରୀଙ୍କ ଲାଗି ଯାତ୍ରା କାର୍ଯ୍ୟସୂଚୀ ଓ ପୁନର୍ବାର ଟ୍ରେନ ସେବା ଆରମ୍ଭ ନେଇ ଗତ ୨ ଦିନ ହେବ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।…
ନୂଆଦିଲ୍ଲୀ,୧୧।୪: କୋଭିଡ୍-୧୯ର ମୁକାବିଲା ଲାଗି ୧୦ ଦିନରୁ କମ୍ ସମୟ ମଧ୍ୟରେ ୧.୩୭ ଲକ୍ଷ ଇପିଏଫ୍ ଉଠାଣ ଆବେଦନର ଫଇସଲା କରାଯାଇଛି। କଓ୍ବୋଇସି ଜରିଆରେ ୭୨ ଘଣ୍ଟାରେ…
ନୂଆଦିଲ୍ଲୀ,୧୧।୪: କରୋନା ଯୋଗୁ ନିଯୁକ୍ତି କ୍ଷେତ୍ର ଉପରେ ଏବେ ନକାରାତ୍ମକ ପ୍ରଭାବ ରହିଛି। ବର୍ତ୍ତମାନ ଲକ୍ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇ ରହିଥିବାରୁ ରପ୍ତାନି କ୍ଷେତ୍ରରେ…
ଭୁବନେଶ୍ୱର,୧୧।୪: ଫ୍ରିଡମ ବ୍ରାଣ୍ଡର ମୂଳ କମ୍ପାନୀ ଜେମିନି ଏଡିବଲସ୍ ଆଣ୍ଡ ଫ୍ୟାଟ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ପ୍ରଦାନ…
ନୂଆଦିଲ୍ଲୀ,୧୧।୪: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୨.୨ (ପ୍ରାୟ ୧୬ ହଜାର କୋଟି) ବିଲିୟନ ଡଲାରର ଋଣ ସହାୟତା ପ୍ରଦାନ କରିବ। କୋଭିଡ୍-୧୯ ବିରୋଧୀ ଲଢ଼େଇ ଲାଗି…
ନୂଆଦିଲ୍ଲୀ,୧୧।୪: କରୋନା ଭୂତାଣୁ ବ୍ୟାପିବା ଯୋଗୁ ଏବେ ସାରା ବିଶ୍ୱର ସ୍ଥିତି ବେହାଲ ହୋଇଯାଇଛି। ଏଥିରେ ଅନେକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିଥିବା ବେଳେ ଲକ୍ଷ ଲକ୍ଷ…
ନୂଆଦିଲ୍ଲୀ,୧୧।୪: ଲକ୍ଡାଉନ ଯୋଗୁ ସାରା ଦେଶରେ ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇଛି। ଏଭଳି ସ୍ଥିତିରେ ଅଣ ସଙ୍ଗଠିତ କ୍ଷେତ୍ର ଶ୍ରମକ ଏବଂ ସାଧାରଣ ଲୋକମାନେ ଏବେ ଅନେକ…
ନୂଆଦିଲ୍ଲୀ,୧୦।୪: କରୋନା ଜନିତ ଲକ୍ଡାଉନ ବେଳେ ଯଦି ଆପଣ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣଙ୍କର କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍)ରୁ ଟଙ୍କା ଉଠାଇପାରିବେ। ଏଥିପାଇଁ ସରକାର…
ନୂଆଦିଲ୍ଲୀ,୧୦।୪: ଆନ୍ତଃରାଜ୍ୟ ପରିବହନ ସେବାରେ ରହିଥିବା ପ୍ରାୟ ୩.୫ ଲକ୍ଷ ଟ୍ରକ ଏବେ ଲକ୍ଡାଉନ କଟକଣା ଲାଗି ଛିଡା ହୋଇ ରହିଛି। ପ୍ରାୟ ୩୫ ହଜାର କୋଟି…
ନୂଆଦିଲ୍ଲୀ,୧୦।୪: କୋଭିଡ-୧୯ ବ୍ୟାପିବା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ଅସମ୍ଭାଳ ହୋଇଛି। ଭାରତକୁ ୨୧ ଦିନିଆ ଲକ୍ଡାଉନ ଘୋଷଣା କରାଯାଇଛି। ସ୍ଥିତି ଏବେ ଅଣାୟତ୍ତ ହୋଇଥିବାରୁ…