ନଦୀକୁ ଖସିପଡ଼ିଲା କାର୍‌, ଭିତରେ ଅଛନ୍ତି…

କଟକ,୩ା୧୨: ବିରୂପା ନଦୀରେ ବୁଧବାର ସନ୍ଧ୍ୟାରେ ଏକ ବ୍ୟାଟେରୀ ଚାଳିତ କାର୍‌ ଖସିପଡ଼ିଛି। ତିନି ଘଣ୍ଟା ଧରି ପାଣି ଭିତରେ ଏହି କାର୍‌ ଫସିରହିଛି। ଜଣେ ଯୁବକଙ୍କୁ ସ୍ଥାନୀୟ ଖେଳ ପ୍ରଶିକ୍ଷଣ ପିଲା ଉଦ୍ଧାର କରିଥିବାବେଳେ  ଆଉ ଜଣେ କାର୍ ଭିତରେ ଫସି ରହିଛନ୍ତି। ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ, ଚୌଦ୍ୱାର ଅଗ୍ନିଶମ ବିଭାଗ ଏବଂ ଜଗତପୁର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Dharitri – Odisha’s No.1 Odia Daily

Share
Tags: Carriver