ଡିଭାଇଡର ଉପରେ ମାଡ଼ିଗଲା କାର୍‌, ଚାଲିଗଲା ୩ ଜୀବନ

ବରଗଡ଼,୧୭ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଫୋରଲେନ୍‌ ବାଇପାସ୍‌ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଡିଭାଇଡର ଉପରେ  ମାଡ଼ିଯିବାରୁ ୩ଜଣଙ୍କ ଜୀବନ ଚାଲିଯାଇଛି। ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି। ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି।

Dharitri – The Largest & Most Trusted Odia Daily

Share