୫ମ ଦିନ ସୁଦ୍ଧା ୧.୭୯ ଗୁଣା ସବ୍‌ସ୍କ୍ରିପ୍ସନ୍‌

ନୂଆଦିଲ୍ଲୀ,୯।୫: ଛୁଟିଦିନଗୁଡ଼ିକରେ ମଧ୍ୟ ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର (ଆଇପିଓ)କୁ ନିବେଶକଙ୍କର ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି। ଓପନ୍‌ ହେବାର ୫ମ ଦିନ ଅର୍ଥାତ୍‌ ମେ’ ୮ ତାରିଖ ସୁଦ୍ଧା ନିବେଶକଙ୍କ ଉଦ୍ଦେଶ୍ୟରେ ରହିଥିବା ଶେୟାରଠାରୁ ଏହା ୧.୭୯ ଗୁଣା ସବ୍‌ସ୍କ୍ରାଇବ୍‌ ହୋଇଥିବା ଜଣାଯାଇଛି। ପ୍ରଥମ ଦିନରେ ଏହାର ୬୬% ସବ୍‌ସ୍କ୍ରିପ୍ସନ ହୋଇସାରିଥିଲା ଏବଂ ୨ୟ ଦିନରେ ସମ୍ପୂର୍ଣ୍ଣ ପୂରଣ ହୋଇଯାଇଥିଲା। ଏଲ୍‌ଆଇସି ଆଇପିଓରେ ନିବେଶ ପାଇଁ ରହିଥିବା ୧୬.୨ କୋଟି ଶେୟାର ଓପନିଂର ୨ୟ ଦିନ ସୁଦ୍ଧା ଶେଷ ହୋଇଯାଇଥିଲା। ଆରମ୍ଭ ଦିନରେ ଆଇପିଓର ପଲିସି ହୋଲ୍ଡର ଏବଂ କର୍ମଚାରୀ ସଂରକ୍ଷଣ ସମ୍ପୂର୍ଣ୍ଣ ପୂରଣ ହୋଇଯାଇଥିଲା। ୫ମ ଦିନ ସା ସୁଦ୍ଧା ପଲିସିହୋଲ୍ଡର ସେଗ୍‌ମେଣ୍ଟରେ ୫.୦୪ ଗୁଣା ଏବଂ କର୍ମଚାରୀ ବିଭାଗରେ ୩.୭୯ ଗୁଣା ଅଧିକ ସବ୍‌ସ୍କ୍ରିପ୍ସନ୍‌ ଦେଖିବାକୁ ମିଳିଛି। ଖୁଚୁରା ନିବେଶକଙ୍କ ଅଂଶରେ ୧.୫୯ ଗୁଣା ଅଧିକ ଶେୟାର କ୍ରୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆଇଏଲ୍‌ବିଏସ୍‌ ସହ ଜିଓ ଟ୍ରୁ-୫ଜିର ସହଯୋଗିତା’

ମୁମ୍ବାଇ,୮।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓ ଟ୍ରୁ-୫ଜି ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ ବିଲିଆରି ସାଇନ୍‌ସେସ୍‌ (ଆଇବିଏଲ୍‌ଏସ୍‌) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା...

ବଦଳିଗଲାଣି କିଣାକିଣି ତରିକା

ନୂଆଦିଲ୍ଲୀ,୧୧।୬: ପ୍ରାୟ ୨ ମାସ ଲକ୍‌ଡାଉନ ରହିବା ପରେ ବର୍ତ୍ତମାନ ବଜାର ଧୀରେ ଧୀରେ ସ୍ବାଭାବିକ ହେଉଛି। କଟକଣା ହଟୁଥିବାରୁ ଲୋକମାନେ ବାହାରକୁ କିଣାକିଣି କରିବା...

ବୃଦ୍ଧି ପାଉଛି ବିଭିନ୍ନ ଡାଲିର ମୂଲ୍ୟ

ନୂଆଦିଲ୍ଲୀ,୧୧।୮: ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ...

କରୋନା ମହାମାରୀ ପରେ ୭ ସୂତ୍ରୀ ଯୋଜନା ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୫।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଦେଶର ଆର୍ଥିକ ସ୍ଥିତି...

ଅଲ୍‌ଟୋ ଭାରତରେ ସର୍ବାଧିକ ବିକ୍ରି ହେଉଥିବା କାର

ଭୁବନେଶ୍ୱର,୨୫।୬: ମାରୁତି ସୁଜୁକି ଅଲ୍‌ଟୋ କ୍ରମାଗତ ଭାବେ ୧୬ ବର୍ଷ ଧରି ଭାରତର ସର୍ବାଧିକ ବିକ୍ରି ହେଉଥିବା କାରର ମାନ୍ୟତା ହାସଲ କରିଛି। କମ୍ପାନୀର ଏହି...

ସହରାଞ୍ଚଳ ବେକାରଙ୍କ ସଂଖ୍ୟା କମି ୬.୮ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୩୦।୫ : ଦେଶରେ ସହରୀ ବେକାରୀ ହାରରେ ହ୍ରାସ ଘଟିଛି। ଅକ୍ଟୋବର-ଡିସେମ୍ବର ୨୦୨୨ ରେ ସହରଗୁଡିକରେ ବେକାରୀ ହାର ୭.୨ ପ୍ରତିଶତ ଥିଲା, ଯାହା ଜାନୁଆରୀ-ମାର୍ଚ୍ଚ...

ଏଲ୍‌ଆଇସି-ଭାରତୀୟ ଡାକ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ,୨୯ା୯ – ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଏବଂ ଡାକ ବିଭାଗ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ପ୍ରିଣ୍ଟ ଟୁ ପୋଷ୍ଟ ସଲ୍ୟୁଶନ ପାଇଁ...

ଦିଲୀପ ରଥ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ

ଭୁବନେଶ୍ୱର: ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍‌ଡିଡିବି)ର ଅଧ୍ୟକ୍ଷ ଦିଲୀପ ରଥଙ୍କୁ ୨ ନଭେମ୍ବର ୨୦୨୦ରେ ଅନ୍ତର୍ଜାତୀୟ ଦୁଗ୍ଧ ଫେଡେରେଶନ ବୋର୍ଡକୁ ମନୋନୀତ କରାଯାଇଛି। ଅନ୍ତର୍ଜାତୀୟ...

Advertisement
Archives

Model This Week