Categories: Video

ବସ୍‌ରେ ଗଛ ଉଠିଲାଣି

କରୋନା ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ଜାରି ରହିଥିବା ଲକ୍‌ଡାଉନ୍‌କୁ ଏବେ ରାଜ୍ୟ ସରକାର ସାମାନ୍ୟ କୋହଳ କରିଛନ୍ତି । ରାଜ୍ୟରେ ଏବେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ୨୦ ଜିଲାରେ ବସ୍ ଚଳାଚଳ ପାଇଁ ଅନୁମତି ରହିଥିବା ବେଳେ ୧୦ ଜିଲାରେ ଅନୁମତି ମିଳିନି, ତେବେ ଆସନ୍ତୁ ଶୁଣିବା ଏହାକୁ ନେଇ କ’ଣ କହୁଛନ୍ତି କର୍ମଚାରୀ ।