ବଢାନ୍ତୁ ଆତ୍ମବିଶ୍ୱାସ

ଆତ୍ମବିଶ୍ୱାସ ମଣିଷକୁ ଭିତରୁ ଦୃଢ଼ କରିଥାଏ। ଯେକୌଣସି ସମସ୍ୟା ଆସୁନା କାହିଁକି, ତାହାକୁ ସାହସର ସହ ସାମ୍ନା କରିବାକୁ ଏହା ଆମକୁ ପ୍ରେରଣା ଦେଇଥାଏ। ସେଥିପାଇଁ କୁହାଯାଏ, ଯାହାର ଆତ୍ମବିଶ୍ୱାସ ଯେତେ ଦୃଢ଼ ହୋଇଥାଏ ତାଙ୍କୁ ସଫଳତା ସେତେ ଶୀଘ୍ର ମିଳିଥାଏ। ଏହାକୁ ବଢ଼ାଇବା କ୍ଷେତ୍ରରେ ବାସ୍ତୁଶାସ୍ତ୍ରର ମଧ୍ୟ ଅନେକ ଭୂମିକା ରହିଛି।

ଯେମିତିକି: ସୂର୍ଯ୍ୟୋଦୟ ସମୟରେ ପୂର୍ବ ଦିଗକୁ ମୁହଁ କରି ଧଳା ହେଉ ଅବା ନାଲି ରଙ୍ଗର ଆସନରେ ବସି ପ୍ରାଣାୟାମ କଲେ ବ୍ୟକ୍ତିଙ୍କର ଆତ୍ମବିଶ୍ୱାସ କୁଆଡ଼େ ଅଧିକ ତୀବ୍ରତର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ସେହିପରି କୁହାଯାଏ, କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଘରୁ ବାହାରିବା ସମୟରେ ଘରର କୌଣସି ବିବାହିତା ସଧବା ସ୍ତ୍ରୀ ହୁଅନ୍ତୁ କିମ୍ବା କୁମାରୀ କନ୍ୟାଙ୍କର ସୁନ୍ଦର ହସ ହସ ମୁହଁକୁ ଦେଖିଯିବା ବି ଅନେକାଂଶରେ ସଫଳତା ଦେଇଥାଏ। କାରଣ ସେମାନଙ୍କର ହସ ହସ ମୁହଁ ମନକୁ ପ୍ରଫୁଲ୍ଲିତ ରଖିବା ସହ କାମ କରିବାକୁ ଆଗ୍ରହ ପ୍ରଦାନ କରିଥାଏ।

ଅନ୍ୟପକ୍ଷେ ହନୁମାନ ଚାଳିଶା ହେଉ ଅବା ଦୁର୍ଗା ସପ୍ତଶତୀ ମନ୍ତ୍ର କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ପ୍ରତିଦିନ ଜପକଲେ ମନକୁ ଶାନ୍ତି ମିଳିବା ସହ ଆତ୍ମବିଶ୍ୱାସ ଦୃଢ଼ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

୨୦୨୬ରେ ଏହି ୨ରାଶି ଉପରେ ଶନିଙ୍କ କୁଦୃଷ୍ଟି, ପାଦେ ପାଦେ ବିପଦ, ରାତାରାତି ହୋଇଯିବେ…

ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ ସବୁଠାରୁ ନିଷ୍ଠୁର ଗ୍ରହ ଭାବରେ ବିବେଚନା...

ଏହି ବ୍ୟକ୍ତିଙ୍କ ଉପରେ ପଡେ ଶନି ମହାଦଶା, ନକରାତ୍ମକ ପ୍ରଭାବକୁ ହେବ ପ୍ରବଳ କ୍ଷତି!

ଶନିଦେବଙ୍କୁ କର୍ମଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ସେ ଲୋକଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ପୁରସ୍କାର ଦିଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ନଅଟି ଗ୍ରହ...

ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର! ଭାରତରେ ଲଞ୍ଚ ହେଲା ଔଷଧ, ଦାମ୍…

ନୂଆଦିଲ୍ଲୀ,୧୩।୧୨: ବର୍ତ୍ତମାନ ସମୟରେ ଡାଇବେଟିସ ଏକ ମୁଣ୍ଡବ୍ୟଥା କାରଣ ସାଜିଛି । ସବୁ ବୟସର ଲୋକେ ଏହି ରୋଗରେ ପୀଡିତ ହେଉଛନ୍ତି । ହେଲେ ଏହାରି...

ଧନୁ ସଂକ୍ରାନ୍ତିରେ ୫ରାଶିଙ୍କ ହାତକୁ ଅଚାନକ ଆସିବ ଟଙ୍କା! ନୂଆ ଗହଣା କିଣିବେ…

୨୦୨୫ର ଶେଷ ସଂକ୍ରାନ୍ତି ହେଉଛି ଧନୁ ସଂକ୍ରାନ୍ତି, ଯାହା ମଙ୍ଗଳବାର, ଡିସେମ୍ବର ୧୬ ତାରିଖରେ ପଡୁଛି। ଦ୍ରିକ ପାଞ୍ଜି ଅନୁସାରେ, ସୂର୍ଯ୍ୟଙ୍କର ଧନୁ ରାଶିରେ ପ୍ରବେଶ...

୨୦୨୬ରେ ଭାଗ୍ୟବାନ ଏହି ୪ରାଶି, ଅଚାନକ ହେବେ ଧନୀ! ମିଳିବ ବଡ଼ ପୋଷ୍ଟ

ନୂଆବର୍ଷ ୨୦୨୬ ଆରମ୍ଭ ହେବାକୁ ଆଉ ବହୁତ ସମୟ ବାକି ନାହିଁ। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରର ଗତିବିଧିକୁ ଆଧାର କରି ୨୦୨୬ ବର୍ଷ ବିଷୟରେ...

୨୦୨୬ରେ ସାଢେସତିରୁ ଅଧିକ କଷ୍ଟ ପାଇବେ ଏହି ରାଶି, ଭୋଗିବେ ଆର୍ଥିକହାନି!

୨୦୨୫ ଶେଷ ହେବାକୁ ବସିଲାଣି। ଜ୍ୟୋତିଷମାନେ ଗ୍ରହ ଏବଂ ନକ୍ଷତ୍ରଗୁଡ଼ିକର ଗତିବିଧି ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ନୂତନ ବର୍ଷ ପାଇଁ ଭବିଷ୍ୟବାଣୀ କରୁଛନ୍ତି। ମୁଖ୍ୟତଃ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri