Categories: Video

Budget 2020 । ବଜେଟ ୨୦୨୦

Finance Minister Nirmala Sitharaman presented the Union Budget 2020 in Parliament on 1st February. Amid a slowing economy, the Budget focused on income tax relief for individuals, enhancing the income of farmers and big-ticket infra spending to create demand. Let’s take a look at the Budget outlay.

ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ଭିତ୍ତିଭୂମିର ବିକାଶ ସହିତ ଆୟକର ସରଳୀକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏଥର ବଜେଟରେ କେଉଁ କ୍ଷେତ୍ର ଲାଗି କେତେ ଅର୍ଥ ବ୍ୟୟବରାଦ ହୋଇଛି ।