ବୁଦ୍ଧଖୋଲ ଶୈବପୀଠ ଖାଁ ଖାଁ: ଶୁଭିଲାନି କାଉଡ଼ିଆଙ୍କ ମନ୍ତ୍ର ଉଚ୍ଚାରଣ

ବୁଗୁଡା,୧୩।୭(ଡି.ଏନ୍‌.ଏ.): କରୋନା ମହାମାରୀରୁ ମୁକ୍ତି ନିମନ୍ତେ ଲାଗୁ ହୋଇଛି ଲକଡାଉନ ଓ ଶଟ୍‌ଡାଉନ୍‌। ଏ ନେଇ ଶ୍ରାବଣ ମାସ ସୋମବାରରେ ପ୍ରାୟ ସମସ୍ତ ଶୈବ ପୀଠ ଶୂନଶାନ ହୋଇଯାଇଛି। ଏଥିରୁ ବାଦ୍‌ ପଡିନାହିଁ ଗଞ୍ଜାମ ଜିଲା ବୁଗୁଡ଼ା ନିକଟରେ ଅବସ୍ଥିତ ଐତିହାସିକ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ। ଶ୍ରାବଣ ମାସ ଦ୍ୱିତୀୟ ସୋମବାର ହୋଇଥିଲେ ସୁଦ୍ଧା କାଉଡିଆଙ୍କୁ ଏଠାରେ ଦେଖିବାକୁ ମିଳି ନ ଥିଲା । କରୋନା ଯୋଗୁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହୋଇଛି। କାଉଡିଆ ମନ୍ଦିରରେ ପ୍ରବେଶ କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ ମ୍ୟାଚ ଭାରତର ଭାଗ୍ୟ କିପରି ବଦଳାଇବ? କାହାର ବିଜୟ ଟିମ ଇଣ୍ଡିଆକୁ ଲାଭ ଦେବ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୨: ଆଜି ଅର୍ଥାତ୍‌ ଗୁରୁବାର ୨୬ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ୱେଷ୍ଟଇଣ୍ଡିଜ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଉପରେ ଭାରତର ଭାଗ୍ୟ ନିର୍ଭର କରିବ।…

ଶ୍ରୀଲଙ୍କା ହାରିବା ପରେ କାହିଁକି ଟେନସନରେ ପାକିସ୍ତାନ? ଜାଣନ୍ତୁ ଗ୍ରୁପ ୨ ସେମିଫାଇନାଲ ସମୀକରଣ

ନୂଆଦିଲ୍ଲୀ,୨୬।୨: ICC T20 ବିଶ୍ୱକପ ୨୦୨୬ର ସୁପର ୮ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୬୧ରନରେ ପରାସ୍ତ କରିଛି। ଏହି ପ୍ରଭାବଶାଳୀ ବିଜୟ ସହିତ, ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ଆଡକୁ ଏକ…

ଆମେରିକାକୁ ଖୋଲା ଧମକ ଦେଲା ଚାଇନା: ଇରାନ ଉପରେ ଆକ୍ରମଣ କଲେ…

ଓ୍ବାଶିଂଟନ୍‌,୨୬।୨: ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଚାଇନା ଖୋଲାଖୋଲି ଭାବରେ ଇରାନର ପକ୍ଷ ନେଇଛି। ଚାଇନା ୱାଶିଂଟନକୁ ଧମକ ଦେଇଛି ଯେ, ଯଦି ଆମେରିକା ତେହେରାନ ଆକ୍ରମଣ…

ଅଡୁଆରେ ଅଭିମୁକ୍ତେଶ୍ୱରାନନ୍ଦ! ନାବାଳିକ ପିଲାଙ୍କ ମେଡିକାଲ ରିପୋର୍ଟରେ ବଳାତ୍କାର ହୋଇଥିବା ହେଲା ସ୍ପଷ୍ଟ

ପ୍ରୟାଗରାଜ,୨୬।୨: ନାବାଳକ ପିଲାମାନଙ୍କ ଉପରେ ଯୌନ ନିର୍ଯାତନାର ଅଭିଯୋଗର ସମ୍ମୁଖୀନ ହେଉଥିବା ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସମସ୍ୟା ବଢ଼ିବାକୁ ଯାଉଛି। ପୀଡିତାଙ୍କ ଡାକ୍ତରୀ ରିପୋର୍ଟ ବଳାତ୍କାରକୁ ନିଶ୍ଚିତ କରିଛି।…

ବଡ଼ ସୂଚନା ଦେଲେ ଭାଜପା ରାଜ୍ୟ ପ୍ରଭାରୀ, ରାଜ୍ୟ ସଭା ପ୍ରାର୍ଥୀ ନେଇ କହିଲେ…

ଭୁବନେଶ୍ୱର,୨୬ା୨: ରାଜ୍ୟ ସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଭାଜପା। ଏନେଇ ସୂଚନା ଦେଇଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର।…

ମାର୍ଚ୍ଚ ୧ରୁ ବଦଳିବ ରେଲଓ୍ବେର ଏହି ନିୟମ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ଟିକେଟ୍‌ ବୁକିଂ ପୂର୍ବରୁ…

ନୂଆଦିଲ୍ଲୀ,୨୬।୨: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତି। ସେମାନଙ୍କ ମଧ୍ୟରୁ ଅନେକ ରିଜର୍ଭେସନ ସହିତ ଯାତ୍ରା କରନ୍ତି, ଯେତେବେଳେ ଅନେକ ସାଧାରଣ ଟିକେଟ…

ଗୋ ମାଂସ ନେଇ ଯାଉଥିବାବେଳେ ବ୍ୟବସାୟୀଙ୍କୁ କାବୁ କଲେ ଗ୍ରାମବାସୀ, ଅଟକ ରଖି ଦେଲେ ପୋଲିସ ଜିମା

ଧର୍ମଶାଳା,୨୬।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ସୁନ୍ଦୁରିଆ ପଞ୍ଚାୟତର ଏକ ପୋଖରୀ ନିକଟରୁ ବେଆଇନ ଗୋ ମାଂସ ନେଇ ଯାଉଥିବା ବ୍ୟବସାୟୀଙ୍କୁ ସ୍ଥାନୀୟ…

ନନ୍ଦପୁରରେ ଚଢ଼ାଉ: ୧୧୪୩ କେଜି ଗଞ୍ଜେଇ ଜବତ, ଆନୁମାନିକ ମୂଲ୍ୟ ଏତେ କୋଟି

କୋରାପୁଟ, ୨୬।୨(ଅମିତାଭ ବେହେରା ): କୋରାପୁଟ ଜିଲାର ନନ୍ଦପୁର ଥାନା ଅଞ୍ଚଳରେ ଚଢ଼ାଉରେ ୧୧୪୩ କେଜି ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri