ତତ୍ପର ଖୋର୍ଦ୍ଧା ପୋଲିସ: ବ୍ରାଉନ ସୁଗର, ଦେଶୀ ବନ୍ଧୁକ ଜବତ

ଖୋର୍ଦ୍ଧା,୧୪।୧: ଖୋର୍ଦ୍ଧା ପୋଲିସ ପକ୍ଷରୁ ନିଶାମୁକ୍ତି ଅଭିଯାନ ଜାରି ରହିଛି।  ନିଶା କାରବାର ମାମଲାରେ ଜଣେ ଯୁବକଙ୍କୁ  ଗିରଫ କରାଯାଇଛି। ମଙ୍ଗଳବାର ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ଫାଣ୍ଡି ନିକଟରେ ଚଢ଼ାଉ କରି ୫୨ ଗ୍ରାମ ବ୍ରାଉନ ସୁଗର, ଦେଶୀ ୭ ଏମଏମ୍‌ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ନଗଦ ୧୧ ହଜାର ଟଙ୍କା ଏବଂ ହୋଣ୍ଡା  ବାଇକ ସହ ଏକ ମୋବାଇଲ ଫୋନ ଜବତ କରାଯାଇଛି।
ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକପୁର ଗାଁର ବୋଲି ଜଣାପଡ଼ିଛି। ଏହି ଘଟଣାରେ ବୋଲଗଡ଼ ଥାନାରେ ଏନ୍‌ଡିପିଏସ୍‌ ଆକ୍ଟ ଓ ଆମର୍‌ସ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ଖୋର୍ଦ୍ଧା ଜିଲାରେ ନିଶା କାରବାର ଉପରେ ପୋଲିସର କଡ଼ା ନଜର ରଖିଛି। ଆଗାମୀ ଦିନରେ ଏଭଳି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ଅତିରିକ୍ତ ଏସ୍‌ପି ଶ୍ରୀନିବାସ ମହାନ୍ତି ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

ଆମ ପାଖରେ କିଛି ନାହିଁ, ଫାଇଲ ନେଇଗଲେ ମମତା ବାନାର୍ଜୀ, I-PAC ଚଢ଼ାଉ ମାମଲାରେ ହାଇକୋର୍ଟଙ୍କୁ କହିଲା…

କୋଲକାତା,୧୪ା୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ରାଜନୈତିକ ପରାମର୍ଶଦାତା ସଂସ୍ଥା I-PAC ଏବଂ ଏହାର ସହ-ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ଚଢ଼ାଉ ସମ୍ପର୍କରେ କୋଲକାତା ହାଇକୋର୍ଟରେ ଶୁଣାଣିକୁ...

ମାଞ୍ଜା ସୂତା ନେଲା ବାଇକ ଆରୋହୀଙ୍କ ଜୀବନ, ଶେଷ କଲ କରି ଝିଅ ସହ କଥା ହେବା ପରେ…

ବେଙ୍ଗାଲୁରୁ,୧୪।୧: କର୍ନାଟକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ମାରାତ୍ମକ ଗୁଡ଼ି ସୂତା ଜଣେ ବ୍ୟକ୍ତିଙ୍କ ଜୀବନ ନେଇଛି। ବିଦର ଜିଲାରେ ରାସ୍ତା ଉପରେ...

Instagram ରେ Reels ଭାଇରାଲ ହେବ କେମିତି? ଜାଣନ୍ତୁ ନୂଆ ଟ୍ରିକ୍ସ

ଆଜିକାଲି, Instagram Reels କେବଳ ମନୋରଞ୍ଜନ ପାଇଁ ନୁହେଁ; ଏହା ବ୍ୟକ୍ତିଗତ ବ୍ରାଣ୍ଡିଂ ଏବଂ ଆୟର ଏକ ପ୍ରମୁଖ ଉତ୍ସ ପାଲଟିଛି। ପ୍ରତିଦିନ ଲକ୍ଷ ଲକ୍ଷ...

ମମତା ବାନାର୍ଜୀଙ୍କ ନାଁରେ ବଡ଼ ଅଭିଯୋଗ, I-PAC ମାମଲାରେ ଇଡି ହାଇକୋର୍ଟଙ୍କୁ କଣ କଣ କହିଲେ ଜାଣନ୍ତୁ

କୋଲକାତା,୧୪।୧:  I-PAC କାର୍ଯ୍ୟାଳୟରେ ଇଡି ଚଢାଉ ଉପରେ ଶୁଣାଣି କଲିକତା ହାଇକୋର୍ଟରେ ଆରମ୍ଭ ହୋଇଛି । ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓକିଲ ଯୁକ୍ତି ଦେଇଥିଲେ...

ସ୍ପେନରେ ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ଶାସନ କରିବେ କେହି ରାଣୀ, ଜାଣନ୍ତୁ କିଏ ଏହି ୨୦ ବର୍ଷୀୟା ରାଜକୁମାରୀ

ମାଡ୍ରିଡ,୧୪।୧: ସ୍ପେନରେ ଇତିହାସ ସୃଷ୍ଟି ହେଉଛି। ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ରାଣୀ ଶାସନ କରିବେ। ରାଜା ଫେଲିପ ଷଷ୍ଠ ଏବଂ...

ଓ଼୍ବାଇ-ଫାଇ ଶଦ୍ଦର ଅର୍ଥ କ’ଣ? ଉତ୍ତର ଜାଣିଲେ ତାଜୁବ ହେବେ

ଆଜିର ଡିଜିଟାଲ ଯୁଗରେ, ୱାଇ-ଫାଇ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଘରେ, ଅଫିସ, ସ୍କୁଲ କିମ୍ୱା ହୋଟେଲରେ, ୱାଇ-ଫାଇ ଇଣ୍ଟରନେଟ ସଂଯୋଗର...

ଜାଣନ୍ତି କି ସୁନା-ରୁପା ଅଳଙ୍କାରକୁ କାହିଁକି ଗୋଲାପୀ ରଙ୍ଗର କାଗଜରେ ଗୁଡ଼ାଯାଏ

ଆମେ ଆମର ଦୈନନ୍ଦିନ ଜୀବନରେ ଏପରି ଅନେକ କାମ କରୁ ଯାହାର ଅର୍ଥ ଆମେ ବୁଝିପାରି ନ ଥାଉ। ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ବି ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri