Posted inଜାତୀୟ

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ। ଏହା ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ଗାଁକୁ ଯାଇଥିଲେ। ଉମାଙ୍କ ମୃତଦେହ ହରିୟାଣାର କାଲେସର ଜାତୀୟ ଉଦ୍ୟାନ ନିକଟରୁ ମିଳିଛି। ଫଳରେ ପୋଲିସ ଆନ୍ତଃରାଜ୍ୟ ତଦନ୍ତ ଆରମ୍ଭ କରିଛି। ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ତାରିଖରେ ଟ୍ୟାକ୍ସି ଡ୍ରାଇଭର ବିଲାଲ ଏକ ସ୍ବିଫ୍ଟ କାର୍‌ରେ ସ୍ତ୍ରୀ ଉମାଙ୍କୁ ବସାଇ ୬ ଘଣ୍ଟା ଚଳାଇବା ପରେ କାଲେସ ଜଙ୍ଗଲର ଏକ ନିଛାଟିଆ ସ୍ଥାନକୁ ନେଇ ମୁଣ୍ଡ କାଟି ହତ୍ୟା କରିଥିଲେ। ପରେ ସେ ସାହରନପୁରସ୍ଥିତ ଘରକୁ ଯାଇ ଆମାଗୀ ବିବାହ ପାଇଁ କିଣାକିଣି କରିଥିଲେ। ପୋଲିସ ସନ୍ଦେହରେ ବିଲାଲଙ୍କୁ ନେଇଯାଇ ଜେରା କରିବା ସହ ତାଙ୍କୁ ଗିରଫ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ବରିଷ୍ଠ ନେତାଙ୍କ ପରଲୋକ, ରାଜସ୍ଥାନ କ୍ୟାବିନେଟରେ ଥିଲେ ମନ୍ତ୍ରୀ

ଜୟପୁର,୨।୨: ସୋମବାର ସକାଳେ ବରିଷ୍ଠ ଭାଜପା ନେତା ହେମ ସିଂହ ଭଦାନାଙ୍କ ଦେହାନ୍ତ ହୋଇଛି। ତାଙ୍କର ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ରାଜସ୍ଥାନ ରାଜନୀତିର…

T20 Pakistan Vs India: ପାକିସ୍ତାନୀ କହିଲେ, ‘ମରିବୁ ପଛେ, ହେଲେ…’

ଇସଲାମାବାଦ,୨।୨: ପାକିସ୍ତାନ ସରକାର ୨୦୨୬ ଟି-୨୦ ବିଶ୍ୱକପ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ଘୋଷଣା କରିଛି ଯେ ଦଳ ଫେବୃଆରୀ ୧୫ ରେ ଭାରତ…

‘ଗୁଣାତ୍ମକ ଶିକ୍ଷାର ବିକାଶ ହେଲେ ଛାତ୍ରୀଛାତ୍ର ଆଗକୁ ବଢ଼ିପାରିବେ’

ଭଞ୍ଜନଗର,୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ରୁଢ଼ାପଦର ଆଶ୍ରମ ବିଦ୍ୟାଳୟର ୨୯ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଗୌରହରି ବାଡ଼ତ୍ୟାଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ…

ପାକିସ୍ତାନକୁ ମହଙ୍ଗା ପଡ଼ିବ ଭାରତ ବିପକ୍ଷ ମ୍ୟାଚ ବୟକଟ କରିବା, ICC ନେବ ବଡ଼ ଆକ୍ସନ, ଦେବାଳିଆ ହେବ ପିସିବି

ନୂଆଦିଲ୍ଲୀ,୨।୨: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଥିବା ICC T20 ବିଶ୍ୱକପ 2026 କୁ ନେଇ ବିବାଦ ଥମିବାର କୌଣସି ସଙ୍କେତ…

ପାକିସ୍ତାନ କରୁଛି ବୟକଟର ନାଟକ, ICC ପ୍ରୋଟୋକଲକୁ ସମ୍ମାନ ଦେବ ଭାରତ, ବୁଦ୍ଧି ଶିଖିବ ପାକିସ୍ତାନ!

ନୂଆଦିଲ୍ଲୀ,୨।୨: ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଦେଇଛି। ଏହା ସତ୍ତ୍ୱେ, ଭାରତୀୟ ଦଳ ମ୍ୟାଚ ପାଇଁ ଶ୍ରୀଲଙ୍କା ଯାତ୍ରା କରିବ। ଭାରତ ଏବଂ…

୬ ତାରିଖ ପର୍ଯ୍ୟନ୍ତ କୁହୁଡ଼ି: ଏସବୁ ଜିଲାକୁ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨ା୨(ବନ୍ଦନା ସେଠୀ): ରାଜ୍ୟରେ ଏବେ ରାତି ତାପମାତ୍ରା ବୃଦ୍ଧି ପାଇଥିବାରୁ ଶୀତ ପ୍ରକୋପ ହ୍ରାସ ପାଇଛି। ତେବେ ଅତ୍ୟଧିକ କୁହୁଡି ପାଇଁ ଜନଜୀବନ ପ୍ରଭାବିତ ହେଉଛି। ସୋମବାର…

କିନ୍ନରଙ୍କୁ ଛୁରି ଭୁସି ହତ୍ୟା, ମୀରା ପରିଡ଼ା କହିଲେ…

ପୁରୁଣା ଭୁବନେଶ୍ୱର/ପିପିଲି,୨ା୨(ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର/ପ୍ରଭାତ ମହାପାତ୍ର): ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥର ମଧୁର ମତ୍ସ୍ୟ ଗବେଷଣା ଅନୁସନ୍ଧାନ କେନ୍ଦ୍ର (ସିଫା) ନିକଟରେ ରବିବାର ଜଣେ…

ହେବ ତୃତୀୟ ବିଶ୍ୱ ଯୁଦ୍ଧ! କାହିଁକି ଉଠୁଛି ଭାରତ-ପାକିସ୍ତାନ ନାମ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୨: ୨୦୨୬ ମସିହାର ପ୍ରଥମ ମାସରେ, ବିଶ୍ୱର ଅଧିକାଂଶ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଇରାନ ଉପରେ ଆମେରିକାର ସମ୍ଭାବ୍ୟ ଆକ୍ରମଣର ଭୟ ସମଗ୍ର ପଶ୍ଚିମ ଏସିଆରେ ଘୂରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri