ଭାଜପା କର୍ମୀଙ୍କୁ ବାରମ୍ବାର ଆସୁଥିଲା ଧମକ: ଶେଷରେ ଘରୁ ଡାକିନେଇ…

ମାଲକାନଗିରି,୧୪।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି।ଘରୁ ଡାକି ନେଇ ଭାଜପା କର୍ମୀଙ୍କୁ ହତ୍ୟା କରାଯାଇଛି। ପୋଲିସ ଇନ୍ଫର୍ମର ସନ୍ଦେହରେ ଭାଜପା କର୍ମୀଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ସତ୍ୟମ ପୁନେମ, ସେ ବିଜାପୁରରେ ଭାଜପାର ମଣ୍ଡଳସ୍ତରୀୟ କର୍ମୀ। ପୂର୍ବରୁ ବି ସତ୍ୟମ ପୁନେମଙ୍କୁ ଏକାଧିକ ଥର ମାଓବାଦୀ ଚେତାବନୀ ଦେଇଥିଲେ ।

 

Dharitri – Odisha’s No.1, Most Trusted Odia Daily

Share