Posted inଜାତୀୟ

ରାମଦାସ ଅଠାଓ୍ବଲେ କହିଲେ, କେବେବି ଏନଡିଏକୁ ଆସି ପାରନ୍ତି ନୀତୀଶ କୁମାର, ଜବାବ ରଖିଲା ଭାଜପା

ନୂଆଦିଲ୍ଲୀ,୩୦।୭: କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାଓ୍ବଲେ ନୀତୀଶ କୁମାରଙ୍କ ଏନଡିଏକୁ ଫେରିବା ବୟାନ ପରେ ଆରମ୍ଭ ହୋଇଛି ରାଜନୀତି। ଏବେ ଏହି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ସୁଶୀଲ ମୋଦି। ସେ କହିଛନ୍ତି ଯଦି ସେ(ନୀତୀଶ କୁମାର) ଆସିବାକୁ ବି ଚାହଁାନ୍ତି ଭାଜପା ଏଥିପାଇଁ ପ୍ରସ୍ତୁତ ନାହିଁ। ରାମଦାସ ଅଠାଓ୍ବଲେ ନା ଭାଜପାର ପ୍ରବକ୍ତା ନା ଏନଡିଏର ପ୍ରବକ୍ତା। ସେ କେବଳ ଜଣେ ଦଳୀୟ ନେତା ଓ କେନ୍ଦ୍ର ମନ୍ତ୍ରୀ ତେଣୁ ଏହା ତାଙ୍କର ନିଜସ୍ବ ରାୟ ବା ମତ ହୋଇପାରେ।

ସୁଶୀଲ ମୋଦି କହିଛନ୍ତି, ଭାଜପା ତା’ର ସମସ୍ତ ଦ୍ୱାର ବନ୍ଦ କରି ଦେଇଛି। ସେ ଭାଜପା ପାଇଁ ଏକ ବୋଝ ହୋଇଯାଇଛନ୍ତି। ମୋତେ ସନ୍ଦେହ ହେଉଛି କି ଆରଜେଡି ହୁଏତ ତାଙ୍କୁ ବେଶୀଦିନ ପର୍ଯ୍ୟନ୍ତ ସହ୍ୟ ନ କରିପାରେ। ତାଙ୍କର ଭୋଟ ଟ୍ରନ୍ସଫର କରିବାର କ୍ଷମତା ଶେଷ ହୋଇଛି। ଗତ ବିଧାନସଭା ନିର୍ବାଚନରେ ଯାହା ଦେଖାଯାଇଛି ଯଦି ନରେନ୍ଦ୍ର ମୋଦି ଆସି ନ ଥାଆନ୍ତେ ତେବେ ସେ (ନୀତୀଶ କୁମାର) ୪୪ ଆସନରେ ବିଜୟୀ ହୋଇ ପାରି ନ ଥାଆନ୍ତେ। ରାଜନୀତିରେ ଆପଣ ମହତ୍ୱପୂର୍ଣ୍ଣ ଯଦି ଆପଣଙ୍କ ନିକଟରେ ଭୋଟର ଶକ୍ତି ଅଛି ନଚେତ ଆପଣଙ୍କର କୌଣସି ମହତ୍ୱ ନାହିଁ ବୋଲି ସୁଶୀଲ ମୋଦି କହଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri