ବଡ଼ କାର୍ଯ୍ୟାନୁଷ୍ଠାନ: ୨ ଟାଣୁଆ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କଲା ବିଜେଡି

ଭୁବନେଶ୍ୱର,୧୫।୧: ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍‌ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ। ସେମାନେ ହେଲେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପାଟକୁରା ବିଧାୟକ ହୋଇଥିବା ବେଳେ ଚମ୍ପୁଆରୁ ପ୍ରତିନିଧିତ୍ୱ କରୁଛନ୍ତି ସନାତନ।

Share