ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ ଭାଷାରେ କହିଲେ ଆମେ ହାରିକି ଅଛୁ, କେହି ବଙ୍କା କରିପାରିବେନି।ବନ୍ଧୁ ମିଳନ ପାଇଁ ଏକାଠି ହୋଇଛୁ, ଏହା କୌଣସି ନକରାତ୍ମକ କଥା ନୁହେଁ। ପୂର୍ବରୁ ବି ୮/୧୦ ଥର ଭୋଜି କରିଛୁ, ଏଥର ବି ନୂଆବର୍ଷ ପୂର୍ବରୁ ଭୋଜି କରିଛୁ।

Dharitri – Odisha’s No.1 Trusted Odia Daily