BJB ହଷ୍ଟେଲ ଖାଦ୍ୟରେ ପୋକ: ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର, ୩୦।୧: BJB ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଏକାଧିକ ବାର ହଷ୍ଟେଲ ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ହଷ୍ଟେଲ ଅଧୀକ୍ଷକଙ୍କୁ ଜଣାଇଲେ ବି ସୁଫଳ ମିଳୁନଥିବାରୁ ଛାତ୍ରୀ ଅଶାନ୍ତି ଦେଖାଯାଇଛି। ଏନେଇ କଲେଜ ଅଧ୍ୟକ୍ଷକଙ୍କୁ ଅଭିଯୋଗ କଲେ +୨ ଛାତ୍ରୀ।

 

 

Dharitri – The Largest & Most Trusted Odia Daily