Categories: Video

Biofloc to address unemployment | ବେକାରୀ ସମସ୍ୟା ପାଇଁ ବାୟଫ୍ଲୋକ

Most people chase jobs after completing their education to earn a living. However, a number of seasoned farmers have come forward to demonstrate fish farming can be a highly rewarding vocation too. While fish farming used to be done in ponds and rivers, Biofloc changes all that. Watch the video to learn more about it.

ପାଠ ପଢି ଚାକିରୀ ପଛରେ ନ ପଡି ମାଛ ଚାଷ କରି ସ୍ବାବଲମ୍ବୀ ହେବାକୁ ଆଗେଇ ଆସିଛନ୍ତି କିଛି ଅଭିଜ୍ଞ ଚାଷୀ । ଏବେ ଯେଉଁ ଚାକିରୀ ସମସ୍ୟା ଦେଖାଦେଇଛି ଏହାର ସମାଧାନ ପାଇଁ ଏହି ବାୟଫ୍ଲୋକ ଏକ ନୂଆ ଆଶା ଦେଖାଇବ ।ଏହା ପୂର୍ବରୁ ନଦୀ ,ପୋଖରୀ ରେ ମାଛଚାଷ କରାଯାଉଥିଲା । କିନ୍ତୁ ଆମେ ଆଜି ଏକ ନୂଆ ପଦ୍ଧତିରେ ଅର୍ଥାତ୍ ବାୟଫ୍ଲୋକ ପଦ୍ଧତିରେ କିପରି ମାଛ ଚାଷ କରାହେଉଛି ଚାଲନ୍ତୁ ଜାଣିବା । Contact – Saswat Dhal : 7538074710